ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ଭୁବନେଶ୍ୱର :- ପବିତ୍ର ଖୁଦୁରୁକୁଣୀ ଓଷାର ପ୍ରଥମ ରବିବାରରେ ଓଡ଼ିଶାର ଅଗଣିତ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା । ଆରାଧ୍ୟ ଠାକୁରାଣୀ ମା ମଙ୍ଗଳା ସମସ୍ତ ଭାଇ ଓ ଭଉଣୀଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ । ମା ସମସ୍ତଙ୍କର ଦୁଃଖ, ଶୋକ, କଷ୍ଟ ହରଣ କରନ୍ତୁ । ଜୟ ମା ମଂଗଳା