• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଦ୍ୟାଳୟ ପରିସରରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳନ…

Proprietor Abhimanyu Maharana by Proprietor Abhimanyu Maharana
July 8, 2024
in ଓଡ଼ିଶା, ଗଜପତି, ହୋମ୍
0
ବିଦ୍ୟାଳୟ ପରିସରରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳନ…
Share on FacebookShare on TwitterWhatsapp

୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ବନ ମହୋତ୍ସବ ଅବସରରେ ମୋହନା ଜର୍ଣ୍ଣାଲିଷ୍ଟ ୟୁନିୟନ ତଥା ମୋହନା ସାମ୍ବାଦିକ ସଂଘ ପକ୍ଷରୁ ମୋହନା ବ୍ଳକ ଅନ୍ତର୍ଗତ ମେରାପଲ୍ଲୀ ହାଇସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋହନା ସାମ୍ବାଦିକ ସଂଘ ସଭାପତି ଅଶ୍ବିନୀ କୁମାର ପାତ୍ର ଙ୍କ ସଭାପତିତ୍ବରେ ମୋହନା ବନବିଭାଗ ସହାୟତା ରେ ଆୟୋଜିତ “ମାଁ ଙ୍କ ନାମରେ ଗୋଟିଏ ଗଛ” କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜିବ ଦାସ ଯୋଗ ଦେଇ ବୃକ୍ଷ ରୋପଣ ର ମହତ୍ୱ ଉପରେ ବୁଝାଇଥିଲେ । ସମ୍ମାନୀତ ଅତିଥି ଭାବେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ବିଷୋୟୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜୟ କୁମାର ପଣ୍ଡା,

ମୋହନା ବାର ଆସୋସିଏସନ୍ ସଭାପତି ଆଇନଜୀବି ସନ୍ତୋଷ କୁମାର ପାଢ଼ୀ, ସ୍ଥାନୀୟ ମେରାପଲ୍ଲୀ ସରପଞ୍ଚ ଗଜସୁନ୍ଦର ଜାନୀ ଙ୍କ ସମେତ ମେରାପଲ୍ଲୀ ଗ୍ରାମର ମାତୃ ମଣ୍ଡଳୀ ଓ ୱାର୍ଡ ସଭ୍ୟ ମାନେ ଯୋଗ ଦେଇ ବିଭିନ୍ନ ଫଳନ୍ତି ବୃକ୍ଷ କୁ ବିଦ୍ୟାଳୟ ପରିସର ମଧ୍ୟରେ ରୋପଣ କରିଥିଲେ । ଏହି ଅବସରରେ ଯୋଗଦେଇଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ଓ ତାର ଯତ୍ନ ନେବା ଉଦ୍ଦେଶ୍ୟରେ ବିଦ୍ୟାଳୟ କୁ ଏକ ସବୁଜ ସୁନ୍ଦର ପରିବେଶ ଆତ୍ସାଦିତ କରିବାକୁ ପରାମର୍ଶ ଦେଇଥିଲେ । ମୋହନା ସାମ୍ବାଦିକ ସଂଘର ସଂପାଦକ ମିହିର ଯୋତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଉପସଭାପତି ମନ୍ନଥ ମିଶ୍ର, ସହ-ସମ୍ପାଦକ ପିଣ୍ଟୁ ପ୍ରଧାନ, କୋଷାଧ୍ୟକ୍ଷ ମୁକ୍ତିମଣ୍ଡପ ଦଣ୍ଡସେନା , ସାମ୍ବାଦିକ ସୋନି ବେହେରା, ତ୍ରିପତି ରତ୍ନ ବିଷୋୟୀ, ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ସାମ୍ବାଦିକ ଜିତେନ୍ଦ୍ର ବେହେରା ଓ ସାଙ୍ଗଠନିକ ସମ୍ପାଦକ ପ୍ରେମାନନ୍ଦ ପୁଜାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
TPCODL Gears Up for Rath Yatra 2026 with Robust Power Preparedness in Puri

TPCODL Gears Up for Rath Yatra 2026 with Robust Power Preparedness in Puri

July 3, 2026
TPWODL Strengthens Power Network to Ensure Reliable Electricity Supply During Monsoon

TPWODL Strengthens Power Network to Ensure Reliable Electricity Supply During Monsoon

July 3, 2026
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ

July 3, 2026
ସିପିଇଟିରେ ରାଜ୍ୟ ଟପ୍ପର ନୟାଗଡ଼ର ରିତ୍ୟୁଷା ମିଶ୍ର

ସିପିଇଟିରେ ରାଜ୍ୟ ଟପ୍ପର ନୟାଗଡ଼ର ରିତ୍ୟୁଷା ମିଶ୍ର

July 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

TPCODL Gears Up for Rath Yatra 2026 with Robust Power Preparedness in Puri

TPCODL Gears Up for Rath Yatra 2026 with Robust Power Preparedness in Puri

July 3, 2026
TPWODL Strengthens Power Network to Ensure Reliable Electricity Supply During Monsoon

TPWODL Strengthens Power Network to Ensure Reliable Electricity Supply During Monsoon

July 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version