• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍‌ଭି ଏରୋ ; ୟୁଏସ୍‌ଏରେ ୧୪ କୋଟି ଟଙ୍କାର ପୁରସ୍କାର ଜିତିଛି

Proprietor Abhimanyu Maharana by Proprietor Abhimanyu Maharana
July 3, 2024
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍‌ଭି ଏରୋ ; ୟୁଏସ୍‌ଏରେ ୧୪ କୋଟି ଟଙ୍କାର ପୁରସ୍କାର ଜିତିଛି
Share on FacebookShare on TwitterWhatsapp

0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଡ୍ରୋନଗୁଡିକର ଏକ ଅଗ୍ରଣୀ ଡିପ୍‌-ଟେକ୍ ମାନୁଫ୍ୟାକ୍‌ଚରର ଭାବେ ବନ୍‌ଭିର ସ୍ଥିତିକୁ ସୁଦୃଢ କରିନାହିଁ ବରଂ ଏକ ୟୁଏସ୍ ଟିଭି ଶୋ’ରେ ୧୪ କୋଟି ଟଙ୍କାର ପୁରସ୍କାର ଜିତିଥିବା ଏକ ଭାରତୀୟ କମ୍ପାନୀ ଭାବେ ପ୍ରଥମ ହୋଇଛନ୍ତି ।

ଏହି ସଫଳତା ଉପରେ ବନ୍‌ଭି ଏରୋର ସହ-ପ୍ରତିଷ୍ଠାତା ଓ ସିଇଓ, ସତ୍ୟବ୍ରତ ଶତପଥୀ କହିଛନ୍ତିଯେ, “ଆମେ ମିଟ୍ ଦ ଡ୍ରେପର୍ସରେ ଶୀର୍ଷ ପୁରସ୍କାର ହାସଲ କରି ଉତ୍ସାହିତ ଅନୁଭବ କରୁଛୁ ଯାହା ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଉତ୍କର୍ଷତା ଓ ଉଦ୍ଭାବନ ପ୍ରତି ଆମର ଉତ୍ସର୍ଗୀକୃତତାକୁ ରେଖାଙ୍କିତ କରୁଛି । ଏହି ସଫଳତା ଆମ ଟିମ୍‌ର କଠିନ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଏକ ପ୍ରମାଣ ଅଟେ ଏବଂ ଏହା ଆନ୍ତର୍ଜାତୀୟ ଉଦ୍ୟୋଗିକ ମଂଚରେ ଓଡିଶାର ବର୍ଦ୍ଧିତ ପ୍ରାଧାନ୍ୟକୁ ସୁଦୃଢ କରିଛି ।”

ମିଟ୍ ଦ ଡ୍ରେପର୍ସରେ ବିଚାରପତି ମଣ୍ଡଳୀରେ ଟେସ୍‌ଲା, ସ୍ପେଶ ଏକ୍ସ, ହଟ୍‌ମେଲ, ସ୍କାଇପ୍ ଭଳି ଅତ୍ୟାଧୁନିକ କମ୍ପାନୀ ଏବଂ ଓ ଅନ୍ୟ ୨୫ଟି ୟୁନିକର୍ଣ୍ଣରେ ନିଜର ପ୍ରାରମ୍ଭିକ ପର୍ଯ୍ୟାୟ ନିବେଶ ପାଇଁ ସୁପରିଚିତ ଭେଂଚର କ୍ୟାପିଟାଲିଷ୍ଟ ଟିମ୍ ଡ୍ରେପର୍ ଓ ତାଙ୍କ ପରିବାର ସାମିଲ ଥିଲେ । ଏସମ୍ପର୍କରେ ଶ୍ରୀ ଶ୍ରୀ ୟୁନିଭର୍ସିଟିର ଏସ୍‌ଏସ୍‌ୟୁ ଇନୋଭେଶନ ଫାଉଣ୍ଡେଶନର ସିଇଓ ଡଃ ବରଦା ପି. ପାଣିଗ୍ରାହୀ କହିଛନ୍ତି, “ଆମର ଅଭିନବ ଆଭିମୁଖ୍ୟ ଓ ଦୃଷ୍ଟିକୋଣକୁ ଟିମ୍ ଡ୍ରେପର୍‌ଙ୍କ ଅନୁମୋଦନ ଏକ ଅଦ୍ଭୁତପୂର୍ବ ସମ୍ମାନ ଅଟେ । ତାଙ୍କର ସ୍ୱୀକୃତି ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ମାଧ୍ୟମରେ ପରିବହନ କ୍ଷେତ୍ରକୁ ବୈପ୍ଳବିକ କରିବା ପାଇଁ ଆମର ଲକ୍ଷ୍ୟକୁ ବୈଧ କରିଛି ।”

ବନ୍‌ଭି ଏରୋର ସଦ୍ୟତମ ସଫଳତା ଏହି ପ୍ରତିଯୋଗିତାର ବିଜୟ ଓ ଫଣ୍ଡିଙ୍ଗ୍ ସଫଳତାଠାରୁ ଆଗକୁ ବିସ୍ତାରିତ ହୋଇଛି । ବନ୍‌ଭିର ଏରିଏଲ ଯାନ କାର୍ବନ-ମୁକ୍ତ ଓ ଶୂନ ନିର୍ଗମନ ବିଶିଷ୍ଟ ଅଟେ ଏବଂ ୨୦୭୦ ସୁଦ୍ଧା ନେଟ୍ ଜିରୋ ପାଇଁ ଭାରତ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା । କମ୍ପାନୀର ସିଟିଓ ଓ ସହ-ପ୍ରତିଷ୍ଠାତା ଅବିନାଶ ସାହୁ କହିଛନ୍ତି, “କମ୍ପାନୀ ସଫଳତାର ସହ ଭାରତୀୟ ସେନାକୁ ଆଡ୍‌ଭାନ୍ସଡ ଲିଜିଷ୍ଟିକ୍ସ ଡ୍ରୋନ୍ ପ୍ରଦାନ କରିଛି, ଯାହା ୧୦,୦୦୦ ଫୁଟ୍‌ରୁ ଅଧିକ ଉଚ୍ଚତା ସମେତ ଅଧିକ ଉଚ୍ଚତା ବିଶିଷ୍ଟ ଓ ଆହ୍ୱାନପୂର୍ଣ୍ଣ ପରିବେଶଗୁଡିକରେ ପରିଚାଳନା କରିବା ପାଇଁ ଏହାର କ୍ଷମତାକୁ ପ୍ରଦର୍ଶିତ କରୁଛି ।”

ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ଓମକାର ରାୟ କହିଛନ୍ତି ଯେ, “ ଏହା କେବଳ ବନ୍‌ଭି ଏରୋ ପାଇଁ ନୁହେଁ ବରଂ ଆମ ରାଜ୍ୟର ସମସ୍ତ ଷ୍ଟାର୍ଟଅପ୍‌ଗୁଡିକ ପାଇଁ ମଧ୍ୟ ଏକ ବଡ ସଫଳତା ଅଟେ । ଆମେ ବହୁତ ଖୁସି ଯେ, ଷ୍ଟାର୍ଟଅପ୍ ଓଡିଶା ବିକଶିତ ହେଉଛି ଏବଂ ଆମେ ବନ୍‌ଭି ଏରୋର ସଫଳତାକୁ ଆମର ସଫଳତା ଭାବେ ବିବେଚନା କରୁଛୁ । ମୁଁ ଆପଣଙ୍କ ସହ ଏହା ସେୟାର କରି ଖୁସି ଅନୁଭବ କରୁଛି ଯେ, ଓଡିଶାରେ ମାନବ ସମ୍ବଳ ଓ ବୈଷୟିକ ସହଯୋଗର ଏକ ମଜବୁତ ଆଧାରକୁ ବିକଶିତ କରାଯାଉଛି ଯାହା ଡ୍ରୋନ ଟେକ୍ନେଲୋଜି ଓ ଆଭିଏଶନ କ୍ଷେତ୍ରରେ ଷ୍ଟାର୍ଟଅପ୍‌ଗୁଡିକୁ ଆଗକୁ ବଢିବାରେ ସାହାଯ୍ୟ କରିବ ।”

“ଏଆଇସି-ସିଜିୟୁ ଏବଂ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ମିଟ ଦ ଡ୍ରେପର୍ସ ସିଜନ-୬ରେ ସେମାନଙ୍କ ଷ୍ଟାର୍ଟଅପ୍‌ର ବିଜୟକୁ ଗର୍ବର ସହ ପାଳନ କରୁଛନ୍ତି, ଯାହା ଅନ୍ତର୍ଜାତୀୟ ମଂଚରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଚିହ୍ନ୍‌ିତ କରୁଛି । ପ୍ରମୋଟର ଶ୍ରୀ ସଞ୍ଜିବ କୁମାର ରାଉତ କହିଛନ୍ତି, “ଆମେ ଏକ ସୁଦୃଢ ଡ୍ରୋନ ଇକୋସିଷ୍ଟମର ପରିକଳ୍ପନା କରିଛୁ ଯାହା ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ଏବଂ ଆଶାୟୀ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ମେଂଟରିଂ, ପ୍ରୋଟୋଟାଇପିଂ / ମାନୁଫ୍ୟାକ୍‌ଚରିଂ ଫ୍ୟାସିଲିଟି ଓ ଫଣ୍ଡିଙ୍ଗ୍ ସୁଯୋଗ ପ୍ରଦାନ କରିବ । ଆମେ ବିନ୍‌ଭି ଏରୋକୁ ପରବର୍ତୀ ପର୍ଯ୍ୟାୟଗୁଡିକ ପାଇଁ ପାଣ୍ଠି ହାସଲ କରିବା ଏବଂ ଭାରତର ୟୁନିକର୍ଣ୍ଣଗୁଡିକ ମଧ୍ୟରେ ଅବସ୍ଥାପିତ କରିବା ପାଇଁ ଷ୍ଟାର୍ଟଅପ୍‌ର ମୁଲ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ ଆଶାବାଦୀ ରହିଛୁ ।”

ବିପର୍ଯ୍ୟୟ ପରିଚାଳନା, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ସରକାର ସମ୍ମୁଖୀନ ହେଉଥିବା କିଛି ସ୍ୱତନ୍ତ୍ର ସମସ୍ୟାଗୁଡ଼ିକର ସମାଧାନ ପାଇଁ ବୋନଭି ଏରୋ ପ୍ରତିଶ୍ରୁତିବଦ୍ଧ । କମ୍ପାନୀର ଲକ୍ଷ୍ୟ ହେଉଛି ସାମଗ୍ରୀ ଏବଂ ଜନ ପରିବହନରେ କାର୍ବନ ମୁକ୍ତ ଏରିଅଲ ମୋବିଲିଟି ସମାଧାନରେ ନିଜକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ପ୍ରତିଷ୍ଠିତ କରିବା ଏବଂ ପରିଚାଳନା ଦକ୍ଷତା, ବିଶ୍ୱସନୀୟତା ଏବଂ ନିରନ୍ତର ଅଭିନବତା ଉପରେ ଗୁରୁତ୍ୱ ଦେବା । ଏହାବ୍ୟତୀତ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସି ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ସିଓଓ, ସ୍ଥିତ ପ୍ରଜ୍ଞା ଓ କିଟ୍‌ର ଭାଗବତୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..?  – ମହାସଂଘ

ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? – ମହାସଂଘ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version