0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଵଡପଦର ଜଗତି ପାହାଡ଼ ସ୍ଥିତ ମନ୍ଦିର କମ୍ପ୍ଲେକ୍ସ ପରିସରରେ ଆଜି ଠାରୁ ଦେଶରେ ଲାଗୁ ହେଉଥିବା ନୂତନ ତିନି ଅପରାଧିକ ଆଇନ ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଂଘ ର ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘ ର ସଂପାଦକ ଦେବେନ୍ଦ୍ର ନାଥ ମହାରଥୀ,ସହ ସମ୍ପାଦକ ହରିବନ୍ଧୁ ମିଶ୍ର,















