୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚ|ହ|ଳି ପଞ୍ଚାୟତ ରେ ଅବସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଚିନ୍ତାମଣି ମିଶ୍ର ଓ ବ୍ରାହ୍ମଣୀଦେବୀ ଉପ୍ର| ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ସାହୁ ଙ୍କ ର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଯାଇଅଛି |

ସି ଆର ସି ସି ବିଭୂତି ଭୂଷଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧନଶିକ୍ଷକ ଶିକ୍ଷକ ନିରଞ୍ଜନ ଦାସ ଯୋଗଦେଇ ଉଭୟ ଅବସର ପ୍ରାପ୍ତ ଶିକ୍ଷକ ,ଶିକ୍ଷୟତ୍ରୀ କିପରି ଛାତ୍ର ବତ୍ସଳ,















