No Result
View All Result
୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଉ ୯ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥଦାଣ୍ଡ ଜାତୀୟ ରାଜପଥ ଉପରେ ଗଡିବ ତିନିରଥର ୪୨ ଚକ । ବଡଦାଣ୍ଡ ମାର୍କେଟ ଛକ ସ୍ଥିତ ନୂତନ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି । ଏଠାରେ ଗାଇ ଗୋରୁ ବୁଲୁଥିବା ପରିଲକ୍ଷିତ ହୋଇଛି ।
ପିଚୁ ଗୁଡିକ ପରସ୍ତ ପରସ୍ତ ହୋଇ ଉଠି ପଡିଛି । ପର୍ଯ୍ୟଟକ ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ଯାଆସ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଅନେକ ଲୋକଙ୍କ ଯାତାୟତ କରୁଛନ୍ତି । ଜୁଲାଇ ୭ ପୂର୍ବରୁ ତୁରନ୍ତ ଏହାକୁ ମରାମତି କରିବା ପାଇଁ ରଥ ଭକ୍ତ ମହଲରୁ ଦାବି ହେଉଛି ।
No Result
View All Result