• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଶ୍ରୀଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦର ସାଙ୍ଗଠନିକ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
June 27, 2024
in Uncategorized
0
ଶ୍ରୀଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦର ସାଙ୍ଗଠନିକ ବୈଠକ
Share on FacebookShare on TwitterWhatsapp

କଳାକାରଙ୍କ ସୁରକ୍ଷା ପାଇଁ ପ୍ରସ୍ତାବ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସାକ୍ଷାତ
 
୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନାମ ସଂକୀର୍ତନ କରୁଥିବା ଲକ୍ଷ ଲକ୍ଷ କଳାକାରଙ୍କ ସୁରକ୍ଷା ସହ କଳାକାର ତାଲିକା ଭୁକ୍ତ କରିବାକୁ ଜୋରଦାର ଦାବୀ ପରେ ସରକାର ସେମାନଙ୍କ କଥା କିଂଚିତ ଶୁଣିଛନ୍ତି l ଆଜି ବୁଲନ ଭାଇ ସେବା ଭବନ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ସଂକୀର୍ତନ ଲୋକକଳା ପରିଷଦର ସାରା ରାଜ୍ୟର ତିରିଶ ଗୋଟି ଜିଲ୍ଲାର ସଭାପତିଙ୍କ ସହ ରାଜ୍ୟ କର୍ମକର୍ତା ପ୍ରାୟ ଦୁଇଶହ ଜଣଙ୍କ ଉପସ୍ଥିତିରେ ସାଙ୍ଗଠନିକ ବୈଠକ ପରିଷଦର ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, ସମ୍ପାଦକ ସୁଦର୍ଶନ ଚମ୍ପତି, କୋଷାଧ୍ୟକ୍ଷ୍ୟ ପ୍ରସନ୍ନ ବଡ଼ଜେନା ବୈଠକ ଓ ସଂକୀର୍ତନ କଳାକାରଙ୍କ ମୌଳିକ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ l
ଆଜିର ବୈଠକରେ ନିର୍ବାଚନ ପୂର୍ବରୁ ବିଭିନ୍ନ ଦାବୀ ପୂରଣ ପାଇଁ ଯେଉଁ ପ୍ରୟାସ କରାଯାଇଥିଲା ତାହା ପୁଣି ନୂତନ ସରକାର ପାଖରେ ସଠିକ ଢଙ୍ଗରେ ଉପସ୍ଥାପନା କରି କଳାକାର ମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l

ବିଶେଷ କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପ୍ରଦାନ ପାଇଁ 30 ହାଜର ପରିବର୍ତ୍ତେ ଏକ ଲକ୍ଷ କଳାକାରଙ୍କୁ ସହାୟତା ପ୍ରଦାନ କରିବା l ଆବେଦନ ପ୍ରକ୍ରିୟା ସମ୍ପୂର୍ଣ ଅନଲାଇନ କରିବା, ସରକାର ପ୍ରଦତ୍ତ ପ୍ରମାଣ ପତ୍ର ଯଥା ଆଧାର କାର୍ଡ, ଭୋଟର କାର୍ଡ, ରାସନ କାର୍ଡ, ବିଜୁ ସ୍ୱାସ୍ଥ୍ୟ କାର୍ଡ, ଜବକାର୍ଡ ଆଦିକୁ ଆବେଦନ ପ୍ରକ୍ରିୟାରେ ଯୋଗ୍ୟତା ଭାବେ ଗ୍ରହଣ କରିବା ସହିତ ଆବେଦନ ପ୍ରକ୍ରିୟାକୁ ପୁଣିଥରେ ଆବେଦନ ପାଇଁ ସମୟ ଦେବା ଆଦି ଉପରେ ନୂତନ ସରକାରଙ୍କ ନିକଟରେ ଦାବୀ ଉପରେ ପ୍ରସ୍ତାବ ସହିତ ମାନ୍ୟବର ସଂସ୍କୃତି ମନ୍ତ୍ତୀ ସୁର୍ୟାବଂଶୀ ସୁରଜଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ l ସଂସ୍କୃତି ମନ୍ତ୍ରୀ ଆଗାମୀ 15 ଦିନ ଭିତରେ ବିଭାଗୀୟ ସଚିବ ଓ ଅଧିକାରୀ ମାନଙ୍କ ଉପସ୍ଥିତିରେ ପରିଷଦର କର୍ମ କର୍ତ୍ତା ମାନଙ୍କ ସହିତ ବୈଠକରେ ସବିଶେଷ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ କହିଥିଲେ l

ଆଜିର ସାଙ୍ଗଠନିକ ବୈଠକ ରେ ଜିଲ୍ଲା ସଭାପତି (ଯାଜପୁର )ଧନେଶ୍ୱର ନାଥ, କେନ୍ଦୁଝର ଶ୍ରୀପତି ସାମଲ ଯୁଗ୍ମ ସମ୍ପାଦକ ସ୍ଵର୍ଣ୍ଣଲତା ଦଳାଇ, ସହ ସମ୍ପାଦକ ଲଷ୍ମୀ ମଣ୍ଡଳ ଓ ପ୍ରତିମା ସାହୁ, ବରଗଡ଼ ସୁଶାନ୍ତ କୁମାର ଦାଶ, ଧର୍ମରାଜ ବେହେରା, ରାଜ୍ୟ ଉପସଭାପତି ଗିରିଧାରୀ ବିଶ୍ୱାଳ, ସଂଗଠନ ସମ୍ପାଦକ ଲଷ୍ମୀଧର ବେହେରା, , ଦୁଃଖିଶ୍ୟାମ ମହାପାତ୍ର, ଉପସଭାପତି ସନ୍ତୋଷ କୁମାର ସାହୁ, ଭୁବନେଶ୍ୱର କୃଷ୍ଣଚନ୍ଦ୍ର ଗୋଛାୟତ,ଉପଦେଷ୍ଟା ବାବା ପଞ୍ଚାଦେବ, ବିଜନ ମହାନ୍ତି, ନନ୍ଦ କିଶୋର ସାହୁ, ଚନ୍ଦ୍ରଶେଖର ସାମଲ, ଖୋର୍ଦ୍ଧାର ପ୍ରଶାନ୍ତ ସ୍ୱାଇଁ, ପୁରୀ ନାରାୟଣ ଚମ୍ପତି, କଟକ ପ୍ରଭାତୀ ପାତ୍ର, ଜଗତସିଂହପୁର ବିଭୁତି ଭୂଷଣ ସ୍ୱାଇଁ, ଢେଙ୍କାନାଳ ମମତା ସାହୁ, ଅନୁଗୁଳ ଶେଷଦେବ ସାହୁ, ସମ୍ବଲପୁର ସୋମନାଥ କେଶରୀ, ସୁନ୍ଦରଗଡ ଧ୍ରୁବ କଲୁ , ବଲାଙ୍ଗୀର ଆରବିନ୍ଦ ମହାନ୍ତି, କଳାହାଣ୍ଡି ଜଗଦୀଶ ଡାକୁଆ, ଅକ୍ଷୟ କୁମାର ବରାଳ, ଦୁଃଜୟ କୁମାର ମହାନ୍ତି, ବିଷ୍ଣୁ ବାରିକ, ଶ୍ରୀନିବାସ ସାମନ୍ତରାୟ, ସତ୍ୟଜିତ ରାଉତରାୟ, ଦିଗାମ୍ବର ସିଂ,ସନ୍ତୋଷ ସାହୁ, ରା଼ଞ୍ଜୁଲତା ପଣ୍ଡା, ଦ୍ରୌପଦୀ ନାୟକ ପ୍ରମୁଖ ବିଭିନ୍ନ ଜିଲ୍ଲାରୁ ଆସିଥିବା ରାଜ୍ୟ ପଦାଧିକାରୀ ଯୋଗଦାନ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version