୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଅପରାହ୍ନ ୩ଘଟିକା ସମୟରେ ଜିଲ୍ଲା ପରିଷଦର ସୃଜନ ସଭା ଗୃହରେ ଅତିଗିର ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ ନୟାଗଡ଼ ତା ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ ଖପଡ଼ା ଶ୍ରୀ ଦୁଷ୍ପକ କୁମାର ଖଇଁ, ମାନ୍ୟବର ବିଧାୟକ ଦଶପଲ୍ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ସଭାପତି ଇଂ. ଦେବାଶିଷ ପଟ୍ଟନାତ୍ମକ,ଓଡ଼ିଶା ବିଧାନ ସଭାର ମାନନୀୟା ବାଚସ୍ପତିଙ୍କ ପ୍ରତିନିଧ ଶ୍ରୀ ଅଭିଷେଦ ସାମନ୍ତରାୟ, ଉପଜିଲ୍ଲାପାଳ ଶ୍ରୀ ବଦେବ ସମାଦାର, ଜିଲ୍ଲା ଜରୁରୀ କାଳୀନ ଅକାରୀ ତାପତି ଭାର୍ ଏବଂ ସମସ୍ତ ରାଜନ ବିଭାଗର ଅଧୁକାରୀମାନେ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ମଞ୍ଚାସିନ ସମସ୍ତ ଅତିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା । କାର୍ଯ୍ୟସୂଚୀ ଅନୁସାୟୀ ବିଭିନ୍ନ ବିଭାଗ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ କି ପ୍ରକାର ପ୍ରସ୍ତୁତ ରହିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଥିଲା । ବିଭିନ୍ନ ବିଭାଗ ସେମାନଙ୍କର ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତି କରିବାର ଗୃହକୁ ଜଣାଇଥିଲେ । ଠିଜ୍ ସମୟରେ ବନ୍ୟା, ବାତ୍ୟାର ପାଦର ପାଇଁ ଦୂରସଂଚାର ବିଭାଗ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଦୂର୍ବଳ ନଦୀବନ୍ଧଗୁଡ଼ିକର ମରାମତି କାର୍ଯ୍ୟ ସମାପ୍ତ ହୋଇର ଜଳସେଚନ ବିଭାଗର ଅଧ୍ବକ୍ଷଣ ଯନ୍ତ୍ରୀ ଜଣାଇଥିଲେ ।
ବର୍ଷା ଓ ଦନ୍ୟା ସମୟରେ ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍ ଗୁଡ଼ିକୁ ମରାମତି ତଥା ସଫା କରାଯାଇଓ୍ୱାର ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଦ୍ୱାରୀମାନେ ଜଣାଇଥିଲେ । ବନ୍ୟା ସମୟରେ ଡଙ୍ଗା ଏବଂ ପାଖର ବୋଟ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ବୋଟ୍ଟୁଟିକୁ ପ୍ରସ୍ତୁତ କରି ରଖାଯାଇଥିବାର ଗୃହକୁ ଜଣାଇଦିଆଯାଇଥୁଲା । ବନ୍ୟା ଓ ଦାତ୍ୟା ଯୋଗୁଁ ଅପହ ଅଂଚଳରେ ଖାଦ୍ୟ ଓ ପାନୀୟଜଳ ମହକୂଦ କରି ରଖିବା ପାଇଁ ଯୋଗାଣ ଅଧୁକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ମୁଖ୍ୟ ପ୍ରାଣୀ ସଂପଦ ଅଧୁକାରୀ ଜଳିଷ୍ଠରେ ସେ,ଚନ୍ୟା ବାତ୍ୟା ସମୟରେ ପ୍ରାଣୀ ସଂପଦର ସୁରକ୍ଷା ଲାଗି ସେମାନଙ୍କୁ ଫଳିଚରଣ କରାଯାଇ ଟୀକାକରଣ କରାଯାଉଛି ଏବଂ ସେମାନଙ୍କ ପାଇଁ ଖାଦ୍ୟ ମହକୂଦ କରି ରଖାଯାଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅକାରୀ ତାଙ୍କର ପ୍ରସ୍ତୁତି ସମ୍ବନ୍ଧରେ ଜଡିଜ୍ରେ ଯେ, ବନ୍ୟାପ୍ରବଣ ଅଂଚଳରେ ଡାକ୍ତର, ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡ଼ି ସମସ୍ତଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ପ୍ରତ୍ୟେକ ରାଜ୍ୟ କେନ୍ଦ୍ରମାନଙ୍କରେ ଓ.ଆର.ଏସ. ପାରଦର ଏବଂ ହାଲୋଜେନ୍ ବଟିକା ଆଦି ମଳକୁଦ ରଖାଯାଇଛି । ଜିଲ୍ଲା ମୁଖ୍ୟ ଦୃଷି ଅଧିକାରୀ କନ୍ୟା ପ୍ରଦଣ ଅଂଟକରେ ବିହନ, ସାର ଏବଂ ଜୀଟନାଶକ ମହକୁଦ ରଖାଯାଇଛି ବୋଲି କହିଥିଲେ । ଆସମ୍ଭ କନ୍ୟାକୁ ଦୃଷ୍ଟିରେ ରଖି ଶତକଡ଼ା ୮ ଓଭାଗ ଅମଳକ୍ଷମ ଶଲ୍ୟକୁ ଆଗୁଆ କାଟିଦେବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି ।
ଖେଚ୍ଛାସେବୀ ସଂଗଠନମାନେ ଦନ୍ୟା ହା ସମୟରେ ସକାସ ଭଳି ସମସ୍ତ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ସଂଗଠନର ସଂପାଦକମାନେ ପ୍ରକାଶ କରିଥିଲେ । ବନ୍ୟା ସମୟରେ ପାନୀୟଜଳର ସମସ୍ତ ପ୍ରକାର ସମସ୍ୟା ଦୂର କରିବା ପାଇଁ ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ ବିଭାଗ ପ୍ରକାଶ କରିଥିଲେ । ଶେଷରେ ସମସ୍ତ ବିଭାଗ ପ୍ରକାର ସହିତ ସମନ୍ବୟ ରକ୍ଷା କରି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିଗରେ କାର୍ଯ୍ୟ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ବିଭାଗକୁ ଅନୁରୋଧ କରିଥିଲେ । ସଭାପତିଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ଶ୍ରୀ ବର୍ଣ୍ଣଦେବ ସମାଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଚୈଠକର ପରିସମାପ୍ତି ଘୋଷଣା କରିଥିଲେ ।














