• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ରେସ୍‌-୨ର ପ୍ରଥମ ରାଉଣ୍ଡରେ ହୋଣ୍ଡା ରେସିଂ ଇଣ୍ଡିଆ ଯୁବ ଚାଳକଙ୍କ ଉଲ୍ଳେଖନୀୟ ପ୍ରଦର୍ଶନ

Proprietor Abhimanyu Maharana by Proprietor Abhimanyu Maharana
June 19, 2024
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ରେସ୍‌-୨ର ପ୍ରଥମ ରାଉଣ୍ଡରେ ହୋଣ୍ଡା ରେସିଂ ଇଣ୍ଡିଆ ଯୁବ ଚାଳକଙ୍କ ଉଲ୍ଳେଖନୀୟ ପ୍ରଦର୍ଶନ
Share on FacebookShare on TwitterWhatsapp

୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟରେ ଚାଲିଥିବା ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ରେସ୍‌-୨ର ପ୍ରଥମ ରାଉଣ୍ଡରେ ହୋଣ୍ଡା ରେସିଂ ଇଣ୍ଡିଆର ଯୁବ ଚାଳକମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଯୁବ ଚାଳକମାନେ ଚମ୍ପିଆନ୍‌ସିପ୍‌ରେ ନିଜ ପାଇଁ ଗୌରବ ଆଣିବା ଲାଗି ରେସ୍ କରିଥିଲେ । ସେମାନେ ଅତ୍ୟନ୍ତ ବିଶ୍ୱାସ ପ୍ରଦର୍ଶନ କରିବା ସହ ଟ୍ରାକ୍‌ରେ ରେସ୍ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ଆକ୍ସନ ଓ ରୋମାଂଚ ଦେଖିବାକୁ ମିଳିଥିଲା । ଚେନ୍ନାଇର ଶ୍ୟାମ ସୁନ୍ଦର ଚମତ୍କାର ପ୍ରଦର୍ଶନ କରି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ ଏନ୍‌ଏସ୍‌ଏ୍‌ଫ୍‌୨୫୦ଆର୍ ବର୍ଗରେ ନିଦ୍ୱର୍ନ୍ଦ୍ୱର୍ରେ ଅଗ୍ରଣୀ ଭାବେ ଉଭା ହୋଇଥିଲେ । ସେ ରେସ୍ ଟ୍ରାକ୍‌ରେ ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରିଥିଲେ । ଆଜିର ରେସ୍‌ରେ ୩ ଚାଳକଙ୍କ ଦୁର୍ଘଟଣା ଘଟିଥିଲା ।

ନିଜ ପୂର୍ବ ଅଭିଜ୍ଞତାକୁ ବ୍ୟବହାର କରି ଶ୍ୟାମ ଦ୍ରୁତ ଗତିରେ ଆଗକୁ ବଢ଼ିବା ସହ ୫:୪୬.୭୧୬ ସମୟ ନେଇ ପ୍ରଥମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ନିଜ ଦକ୍ଷତାକୁ ସଠିକ୍ ଢଙ୍ଗରେ ଉପଯୋଗ କରି ସେ ମୋହସିନ ପି ଓ ରକ୍ଷୀତ ଏସ୍‌ ଡାଭେଙ୍କଠାରୁ ଆଗକୁ ବଢ଼ିଥିଲେ । ଆହ୍ୱାନପୂର୍ଣ୍ଣ ସ୍ଥାନରୁ ରେସ୍‌ ଆରମ୍ଭ କରି ସେ ଆଗକୁ ବଢ଼ିଥିଲେ । ତାଙ୍କ ବିଜୟ ହେଉଛି ଦକ୍ଷତା, ସମର୍ପଣ ଓ କ୍ରୀଡ଼ା ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରମାଣ । ମାଲାପୁରମ୍‌ର ୨୨ ବର୍ଷୀୟ ଚାଳକ ମୋହସିନ୍ ପି ଓ ଚେନ୍ନାଇର ୧୬ ବର୍ଷୀୟ ଚାଳକ ରକ୍ଷୀତ ଏସ୍ ଡାଭେ ରେସ୍ ଟ୍ର୍ରାକ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ମୋହସିନ ଅତୁଳନୀୟ ଦକ୍ଷତା ଓ ବିଶେଷତା ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ୫:୪୭.୧୦୬ ସମୟ ନେଇ ରେସ୍ ଶେଷ କରିଥିଲେ । ରକ୍ଷୀତ ଏସ୍ ଡାଭେ ମାତ୍ର ୦.୭୦୦ ସେକେଣ୍ଡ ଯୋଗୁଁ ଦ୍ୱିତୀୟ ସ୍ଥାନ ହରାଇଥିଲେ ।

ସେ ୫:୪୭.୮୦୬ ସମୟ ନେଇ ରେସ୍ ଶେଷ କରିବା ସହ ତୃତୀୟ ସ୍ଥାନରେ ରହିଥିଲେ । ଆହ୍ୱାନପୂର୍ଣ୍ଣ ଆରମ୍ଭ ଯୋଗୁଁ ସେ ସପ୍ତମ ଲ୍ୟାପରୁ ରେସ୍ ଆରମ୍ଭ  କରିଥିଲେ । ସେ ନିଜ ସ୍ଥିରତା ଓ ରେସିଂ ଶକ୍ତି ପ୍ରଦର୍ଶନ କରି ପୋଡିୟମ୍‌ରେ ପହଂଚିବାରେ ସଫଳ ହୋଇଥିଲେ । ଦୁର୍ଭାଗ୍ୟବଶତଃ ରାହୀଣ ଖତ୍ରି, ବିଘ୍ନେଶ ପୋଥୁ ଓ ଏ ଏସ୍ ଜେମ୍‌ସ ଦୁର୍ଘଟଣାର ଶିକାର ହେବାରୁ ରେସ୍ ଶେଷ କରିପାରିନଥିଲେ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ କୋହ୍ଲାପୁରର ସିଦ୍ଦେଶ ସାୱନ୍ତ ରେସ୍‌ରେ ଭାଗ ନେଇପାରିନଥିଲେ । ଉଚ୍ଚ ସ୍ତରରେ ପହଂଚିବାକୁ ଅଭିଳାଷ ରଖିଥିବା ଯୁବ ଚାଳକମାନଙ୍କ ଲାଗି ଏକ ମୁଳଦୁଆ ଭାବେ କାମ କରୁଛି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ।

ଏହି ଚମ୍ପିଆନ୍‌ସିପ୍‌ରେ ରହିଛି ମୋଟୋ୩ ରେସିଂ ପାଇଁ ପ୍ରସ୍ତୁତ କରାଯାଇଥିବା ହୋଣ୍ଡା ଏନ୍‌ଏସ୍‌ଏଫ୍‌୨୫୦ଆର୍ ମୋଟରସାଇକଲ୍ ଯାହା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପ୍ଲାଟପର୍ମ ପ୍ରଦାନ କରୁଛି । ହାଲୁା ଚେଚିସ, ଶକ୍ତିଶାଳୀ ଇଂଜିନ୍ ସହ ଏରୋଡାଇନାମିକ୍ ବଡି ନେଇ ଏନ୍‌ଏସ୍‌ଏଫ୍‌୨୫୦ଆର୍ ଟ୍ରାକ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି । ଏହି ଚମ୍ପିଆନ୍‌ସିପ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତିଭାବାନ ଚାଳକଙ୍କୁ ଚିହ୍ନଟ କରି ସେମାନଙ୍କୁ ପେସାଦାର ତାଲିମ ଦେଇ ସମୃଦ୍ଧ କରିବା । ପେସାଦାର ମୋଟରସାଇକଲ୍ ରେସିଂ କ୍ଷେତ୍ରରେ ପ୍ରବେଶ କରିବା ଲାଗି ଏହି ଚମ୍ପିଆନ୍‌ସିପ୍ ପଥ ପ୍ରଦର୍ଶନ କରୁଛି । ଏହି ସିଜନ୍‌ରେ ୫ଟି ରାଉଣ୍ଡ ରହିଛି ଯାହା ମାଡ୍ରାସ୍ ଇଂଟରନ୍ୟାସନାଲ୍‌ ସର୍କିଟ୍‌େ ୨୦୨୪ ଜୁନ୍ ୧୪-୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଦ୍ୱିତୀୟରୁ ପଂଚମ ରାଉଣ୍ଡ ପର୍ଯ୍ୟନ୍ତ ଚେନ୍ନାଇରେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବରରେ ଅନୁଷ୍ଠିତ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

May 5, 2026
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

May 5, 2026
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version