No Result
View All Result
ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ
୧୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ପାଞ୍ଚବର୍ଷ ପୂରଣ କରିଥିବା ସିଆରସିସି କଂ ସ୍ଥାନରେ ନୂତନ ସିଆରସିସି କୁଂ ନିଯୁକ୍ତି ପ୍ରଦାନ କରାଯାଇଛି । ଦଶପଲ୍ଲା ବ୍ଳକରେ ସାତ କ୍ଲଷ୍ଟର୍ ପାଇଁ ସାତଜଣ ନୂତନ ସିଆରସିସି ନିଯୁକ୍ତ ହୋଇଛନ୍ତି । ନବନିଯୁକ୍ତ ସିଆରସିସି ମାନେ ହେଲେ – ଜିତେନ୍ଦ୍ର କୁମାର ପାତ୍ର-ଖମାରସାହି, ବିଜୟ କୁମାର ସାହୁ-ଜାନିସାହି, ସୂର୍ଯ୍ୟମଣି ସାହୁ-ତୁମାଣ୍ଡି, କାମଦେବ ପଣ୍ଡା – ଉଲିସାହି,
କସ୍ତୁରୀ ସାହୁ – ସାତପାଟଣା, ଦାଶରଥ୍ ସାହୁ- ଭୋଗବାଡି ଓ ଜୟନ୍ତ ନାରାୟଣ ଦଳବେହେରା- ଘୁଗୁଡିପଡା। ନୂତନ ସିଆରସିସି ମାନଂକୁ ତୁରନ୍ତ ଦାୟିତ୍ଵ ହସ୍ତାନ୍ତର କରିବା ନିମନ୍ତେ ସମଗ୍ର ଶିକ୍ଷା, ନୟାଗଡ଼ ପକ୍ଷରୁ ଅର୍ଡର ନମ୍ବର- ୧୧୧୦ ତା ୧୨-୦୬-୨୦୨୪ ନିର୍ଦ୍ଦେଶ ଦିଆଯାଇଛି। ଏଥୁ ସହିତ କାର୍ଯ୍ୟକାଳ ପୂରଣ କରିଥୁବା ସି ଆରସି ସି ମାନେ ତୁରନ୍ତ ଦାୟିତ୍ଵ ହସ୍ତାନ୍ତର କରି ନିଜ ନିଜ ବିଦ୍ୟାଳୟକୁ ଫେରିଯିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

No Result
View All Result