No Result
View All Result
୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ମହିଧରପଡା ଆଞ୍ଚଳିକ କବାଡି ଟିମ ପକ୍ଷରୁ ଆଜି ପହିଲି ରଜ ଉପଲକ୍ଷେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କମିଟିର ପୁରାତନ ସଦସ୍ୟ ମିଥୁନ ଭୋଇଙ୍କ ଉଦ୍ଦେଶ୍ୟରେ , ଏକ ନିରବ ପ୍ରାର୍ଥନା ବାରଙ୍ଗ ବ୍ଲକ ବିଜେଡି ଉପ ସଭାପତି ଅଶୋକ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଦୂର୍ଗା ପ୍ରସାଦ ମହାପାତ୍ର, ଓଷି ଭୋଇ ,ନବ ଭୋଇ , କାଳନ୍ଦି ଭୋଇ , ଦୁଃଶାସନ ଭୋଇ , ପ୍ରମାଖ ଯୋଗଦେଇ ଶ୍ରଦ୍ଧା ସୁମନ ଜଣାଇଥିଲେ । ଅନୁଷ୍ଠିତ କବାଡି ପ୍ରତିଯୋଗିତାରେ ବହୁ ଯୁବକ ଯୋଗ ଦେଇ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

No Result
View All Result