No Result
View All Result
୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଭୁବନେଶ୍ବର ଲୋକସଭା କ୍ଷେତ୍ରରୁ ରେକର୍ଡ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । ଦଳ ଉପରେ କ୍ଷୋଭ ପ୍ରକାଶ କରି ଇସ୍ତଫା ଦେବା ସହ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପ୍ରସନ୍ନ ପାଟ୍ଟଣାଣୀ ।

No Result
View All Result