• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅବ୍ୟବସ୍ଥାରେ ଖଜୁରୀପଦା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର ସ୍ବାସ୍ଥ୍ୟସେବା ପାଲିରେ ଚାଲିଛି

Proprietor Abhimanyu Maharana by Proprietor Abhimanyu Maharana
May 30, 2024
in ଓଡ଼ିଶା, ଗଜପତି, ହୋମ୍
0
ଅବ୍ୟବସ୍ଥାରେ ଖଜୁରୀପଦା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର ସ୍ବାସ୍ଥ୍ୟସେବା ପାଲିରେ ଚାଲିଛି
Share on FacebookShare on TwitterWhatsapp

୨୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି  :-> ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଅବ୍ୟବସ୍ଥାରେ ଚାଲିଛି । ରୋଗୀ ହେଉଛନ୍ତି ହଟହଟା । ସ୍ବାସ୍ଥ୍ୟକେନ୍ଦ୍ର ନାହିଁ ନାହିଁରେ ରୋଗୀସେବା ଚାଲିଛି । ନୁଆଗଡ ବ୍ଳକ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏହି ଅଞ୍ଚଳର ୧୦ ହଜାର ଲୋକେ ସ୍ବାସ୍ଥ୍ୟସେବା ପାଇଁ ନିଭର କରନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୁତି ଡାକ୍ତର ଏବଂ କର୍ମଚାରୀମାନେ ମନମୁଖୀ କରବାର ଯୋଗୁଁ ଆସିଥିବା ରୋଗୀମାନେ ହଟହଟା ହେଉଛନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ । ସରଳ ନିରୀହ ଆଦିବାସୀ ମାନେ ଉତ୍ତମ ଚିକିତ୍ସା ନିମନ୍ତେ ଦୂରଦୂରାନ୍ତରୁ ଏଠାକୁ ରୋଗୀ ଆସିଥାଆନ୍ତି । ସରଳ ଲୋକଙ୍କ ଫାଇଦା ଉଠାଉଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ । ଫଳରେ ରୋଗୀ ନାହିଁ ନଥିବା ହଇରାଣ ହେଉଛନ୍ତି ।

 କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଉତ୍ତମ ସେବାପାଇଁ ସ୍ବାସ୍ଥ୍ୟକେନ୍ଦ୍ର କୋଟି କୋଟି ଟଙ୍କା ଯୋଗାଯାଉଥିବା ସତ ଆସୁଥିବା ଗୋଗୀମାନେ ଏହା କୌଣସି ସୁବିଧା ପାଇପାରୁ ନ ଥିବାର ଅଭିଯୋଗ ହେଉଛି । ରାଜ୍ୟ ସରକାର ୨୪ ବର୍ଷହେଲା ଆଦିବାସୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦିଆଯାଛି ବୋଲି ଡିବିଡିବା ମାରିବୁଳୁଛନ୍ତି । ପ୍ରକୃତରେ ଆଦିବାସୀ ରୋଗୀ ଚିକିତ୍ସା କୌଣସି ପ୍ରକାର ପାଇପାରୁନାହାନ୍ତି । ଏହାର ସୁବିଧାର ସୋଜଗ ନେଇ ଔଷଧ ଦୋକାନ ଓ କ୍ବକମାନଙ୍କ ଠାରୁ ଶୋଷଣ ସିକାର ହେଉଛନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଜଣ ଏମବିଏସ (MBS) ଡାକ୍ତର ନିୟୁତି ପାଇଥିବା ବେଳେ ଜଣ ଡାକ୍ତର ରୋଗୀଙ୍କ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି । ଅନ୍ୟ ଡାକ୍ତର ମାନେ କଣ କରିଛନ୍ତି ବୋଲି ପ୍ରଶ୍ନ ସୃଷ୍ଟି ହେଉଛି । ଦୂରଦୂରାନ୍ତରୁ ଆସୁଥିବା ଗୋଗୀ ଦୀର୍ଘ ସମୟଧରି ଧାଡିରେ ଛିଡାହେବର ଦେଥିବାକୁ ମିଳୁଛି ।

ଏହି ସ୍ବାସ୍ଥ୍ୟକେନ୍ଦ୍ରର ନିୟୁତି ଡାକ୍ତରମାନେ ପାଲିକରି ରୋଗୀସେବା କରନ୍ତି । ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଉଛି । ଏଠାରେ ବିଦ୍ୟୁତ୍ ଚାଲିଗଲେ ଆନ୍ତଃବିଭାଗର ପ୍ରକୋଷ୍ଠ ଅନ୍ଧାର ହେବାସହ ରୋଗୀ ହନ୍ତସନ୍ତ ହେଉଛନ୍ତି । ଅନ୍ତଃବିଭାଗରେ ରହୁଥିବା ଗର୍ଭବତୀ, ପ୍ରସୂତି ମହିଳା ଏବଂ ଅନ୍ୟାନ୍ୟ ରୋଗୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥାଥାଇ ବି ଦିଆଯାଉ ନ ଥିବା ଅଭିଯୋଗ ହେଉଛି । କିଛି ମାସ ତଳେ ତିତିସିଂ ଗ୍ରାମରୁ ଜଣେ ପ୍ରସୂତି ଡେଲିଭରି ହେବାରେ କଷ୍ଟ ହେବାରୁ ପରାବାଲୋକେ ଖଜୁରୀପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଡାକ୍ତର ଅବହେଳା ଦ୍ବାରା ଶିଶୁପୁତ୍ର ଜନମ ପରେ ମୃତ୍ୟୁ ବରଣ ହୋଇଥିଲେ । ଏହାପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଉତେଜନା ସୃଷ୍ଟି ହୋଇଥିଲା । ଗ୍ରାମବାସୀଙ୍କୁ ଓ ପରିବାରକୁ ସ୍ଥାନୀୟ ପୁଲିସ ବୁଝାସୁଝା ପରେ ସାନ୍ତହୋଇଥିଲେ ପରିବାର ଲୋକେ । ସୂଚନା ଫଳରେ ଲାେଖାଯାଉଛି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଡ୍ୟୁଟିଚାଟ୍ ଚାର୍ଟ ଅନୁଯାଇ ଡାକ୍ତର ଏବଂ କର୍ମଚାରୀଙ୍କ ସମୟ ଅନୁସାରେ ଦେଖିବାକୁମିଳୁନି । ସରକାରଙ୍କ ଦ୍ବାରା ସରକାରଙ୍କ ଦ୍ଵାରା ମାଗଣା ଔଷଧ ଏବଂ ରକ୍ତ ପରୀକ୍ଷା କେନ୍ଦ୍ର ଥାଇ ମଧ୍ୟ ରୋଗୀଙ୍କୁ ବାହାରୁ ଔଷଧ ଏବଂ ଘରୋଇ ପରୀକ୍ଷା କେନ୍ଦ୍ରକୁ ପଠାଉଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରୁଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରରେ ସବୁ ସୁବିଧା ଥିଲେ ମଧ୍ୟ ନାହିଁ ନାହିଁ ରେ ଚାଲିଛି ରୋଗୀସେବା।

ବିଭିନ୍ନ ସମୟରେ ରୋଗୀଙ୍କ ସମ୍ପର୍କୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ତଥାପି ମଧ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏଠାକାର ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଠିକ ଭାବେ ରହୁନଥିବାରୁ ଅନ୍ୟାନ୍ୟ ଡାକ୍ତର ଏବଂ କର୍ମଚାରୀଙ୍କ ମନମୁତାବକ କାର୍ଯ୍ୟ ଚାଲିଥିବା ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ନୂଆଗଡ଼ ବ୍ଲକର ଏକମାତ୍ର ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ। ସରକାର ସ୍ବାସ୍ଥ୍ୟ କେନ୍ଦ୍ରର ରକ୍ଷଣ ବେକ୍ଷଣ ଏବଂ ରୋଗୀ ସେବା ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅବ୍ୟବସ୍ଥା ମଧ୍ୟରେ ରହିଛି ଖଜୁରୀ ପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ତ୍ରିଶୁଳ ସେନାପତିଙ୍କୁ ପଚାରିବାରୁ ବିଭିନ୍ନ ବହାନା ଦେଖାଇ ଗଣମାଧ୍ୟମ ସାମ୍ନାରେ କୌଣସି ଉତ୍ତର ରଖିନଥିଲେ l

 

ଏହି ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ବିଭିନ୍ନ ଗ୍ରାମର ଏନଏମ(ANM) ସେଣ୍ଟରରେ ନିୟୁତି ପାଇଥିବା କର୍ମୀମାନେ ନିଜ ଅଞ୍ଚଳର ସେଣ୍ଟରକୁ କର୍ମଚାରୀଙ୍କ ଇଛାଯାଆନ୍ତି ନଚେତ ନିଜର ଘରେ ରହୁଥାନ୍ତି । ସେହି ଅଞ୍ଚଳର ଲୋକଙ୍କ ଦେହଖରାପ ହେଲେ ଦୁରଦୁରାନ୍ତର ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡେ ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି । ଏହି ବିଷୟ ନେଇ ଅଞ୍ଚଳବାସୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାଜ ଜଣାଉଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ସମାଧାନ ହେବାର ଦେଖିବାକୁ ମିଳୁନି । ବିଭିନ୍ନ ଗ୍ରାମରେ ନିୟୁତି ପାଇଥିବା ଏନଏମମାନଙ୍କୁ ସେଣ୍ଟର ସହ ରହିବାକୁ ଘର ସୁବିଧା ଥିବା ସତେ ନିଜ ସେଣ୍ଟର ନରହି ଆର,ଉଦୟଗିରି ରହୁଛନ୍ତି । ଇଛା ନିଜ ସେଣ୍ଟର ନଯାଇ ଆର,ଉଦୟଗିରି ରହିଥାନ୍ତି । ଏଥିପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ମାସ ମୁଟାଆକାରେ ଚାନ୍ଦା ଦେଉଥାଆନ୍ତି । ଏନଏମ ନିଜ ନିଜ ଅଞ୍ଚଳର ଲୋକଙ୍କୁ ସେବା ନ ଯୋଗାଇ ନଜିବାର ଜାଣିଲେ ମଧ୍ୟ ଚୁପୁ ରହିଯାଆନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version