No Result
View All Result
୨୭ମେ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ବ୍ଳକ୍ ଡିହଗାଁ ପଞ୍ଚାୟତ ହାଇସ୍କୁଲ ର ଛାତ୍ରୀ ତଥା ପି-ସୁଶାନ୍ତ କୁମାର ଦାଶ,ମାତା-ପୁଷ୍ପଲତା ଦାଶଙ୍କ କନ୍ୟା ସ୍ମୃତିଲିପ୍ସା ଦାଶ ମୋଟ ୫୬୩ ନମ୍ବର ରଖି ନୟାଗଡ଼ ଜିଲ୍ଲା ରେ ମାଟ୍ରିକ ଟପ୍ପର ହୋଇ ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ।
ତାଙ୍କ ସହିତ ସ୍ଥାନୀୟ ରାଧାମୋହନ ଜିଉ ନୋଡାଲ ହାଇସ୍କୁଲର ଛାତ୍ରୀ ସ୍ମୃତି ପ୍ରଜ୍ଞା ବେହେରା ୫୪୭ ନମ୍ବର ରଖି ୨ୟ ଏଵଂ ସେହି ବିଦ୍ୟାଳୟର ଦିବ୍ୟବତ ସାହୁ ୫୪୬ନମ୍ବର ରଖି ୩ୟ ସ୍ଥାନ ହାସଲ କରିଛନ୍ତିି । ଏନେଇ ସମଗ୍ର ଦଶପଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ସେମାନଙ୍କ ପାଖକୁ ଅଭିନନ୍ଦନ ର ସୁଅ ଛୁଟିଛି ।

No Result
View All Result