• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସତ୍ଯବାଦୀ ହାୱା ମାଷ୍ଟରକୁ ହୁସିଆର ! ଶୋଭାଯାତ୍ରାରେ ଯେତିକି , ଭୋଟ ମିଳିବକି ସେତିକି : ସାଂଘାତିକ ସ୍ଥିତିରେ ସଞ୍ଜୟ 

Proprietor Abhimanyu Maharana by Proprietor Abhimanyu Maharana
May 22, 2024
in ଓଡ଼ିଶା, ପୁରୀ, ହୋମ୍
0
ସତ୍ଯବାଦୀ ହାୱା ମାଷ୍ଟରକୁ ହୁସିଆର ! ଶୋଭାଯାତ୍ରାରେ ଯେତିକି , ଭୋଟ ମିଳିବକି ସେତିକି : ସାଂଘାତିକ ସ୍ଥିତିରେ ସଞ୍ଜୟ 
Share on FacebookShare on TwitterWhatsapp

୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ଶାନ୍ତିପ୍ରିୟ ସ୍ବାଭିମାନ ଅଞ୍ଚଳ ସତ୍ଯବାଦୀ । ଅଧିକ ଶିକ୍ଷିତ ଶାସନ ବ୍ରାହ୍ମଣ ଗ୍ରାମ ରହିଛି । ସେମାନେ ପିପିଲି,ହ୍ରହ୍ମଗିରି ପରି ରାଜନୈତିକ ବାଦ ବିବାଦ ସତ୍ଯବାଦୀରେ ଚାହାନ୍ତି ନାହିଁ । ମାଟିର ପୁଅ ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରିକୁ ତଡିବା ଫଳରେ କଣାସବାସୀ ମିୟମ୍ରାଣ ହୋଇପଡିଛନ୍ତି । ସୁଖରେ ଦୁଃଖରେ ଉମା ଅଞ୍ଚଳବାସୀଙ୍କୁ ସହଯୋଗ କରି ଆସୁଥିଲେ । ସଞ୍ଜୟଙ୍କୁ ଖୋଜିଲେ ସହଜରେ ମିଳିବେ କି ନାହିଁ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଲାଣି । ଅନ୍ଯପକ୍ଷରେ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀ ପଡିଶା ବ୍ରହ୍ମଗିରି ହୋଇଥିବାରୁ ବ୍ରହ୍ମଗିରିର ଘଟଣାବଳୀ ସତ୍ଯବାଦୀରେ ବାଜୁଛି । ବ୍ରହ୍ମଗିରି କୁ କାହିଁକି ସଞ୍ଜୟ ଛାଡିଲେ ତାକୁ ନେଇ ଚର୍ଚ୍ଚା ହେଉଛି । ବ୍ରହ୍ମଗିରିରେ ଲଢେଇ ୫୦ : ୫୦ କିଏ ଜିତିବ ସେ ମୁହୂର୍ତ୍ତ ପର୍ଯ୍ୟନ୍ତ ଆକଳନ କରି ହେଉନଥିଲା । ସଞ୍ଜୟ ଲୁଲୁଙ୍କ ଠାରୁ ହାରିବା, ଲୁଲୁଙ୍କ ଭାଇଙ୍କ ଠାରୁ ହାରିବା ଓ ଝିଅ ଠାରୁ ହାରିବା ଚାହିଁନଥିଲେ । ଦୁଇ ବର୍ଷ ତଳୁ ସତ୍ଯବାଦୀରେ ଠିଆ ହେବା ପାଇଁ ଯୋଜନା କରିବା ଚର୍ଚ୍ଚା ହେଉଥିଲା ।

କଣାସର ଏକ ବୈଠକରେ ସତପ୍ରତିଶତ ସତ୍ଯବାଦୀରୁ ପ୍ରାର୍ଥୀ ହେବା ପାଇଁ କହିବା ଭିଡିଓ ଭାଇରାଲ ହେବା ପରେ ଉମାଙ୍କ ମୁଣ୍ଡକୁ ଉକୁଣି କାମୁଡିଥିଲା । ଶେଷରେ ପରିସ୍ଥିତିରେ ପଡି ଦଳୀୟ ଚାପରେ ପ୍ରାର୍ଥୀ ଓଲଟପାଲଟ କରାଯାଇଥିଲା । ସତ୍ଯବାଦୀରେ ସଞ୍ଜୟ ଏବେ ସଂକଟରେ ପଡିଥିବା ସୁଆଣ୍ଡୋରେ ଚର୍ଚ୍ଚା ହେଉଛି । ସତ୍ଯବାଦୀରେ ବିଜେପିକୁ ଦୁଇଭାଗ କରିବା, ସ୍ବାଧୀନ ପ୍ରାର୍ଥୀ ଛିଡା କରିବା ଓ ବିଜେପିର କିଛି କର୍ମୀଙ୍କୁ ହାତକୁ ନେବା ସୁକଳ ଛକରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଥିଲା । ପିଏସଓ ଚିତ୍ତରଞ୍ଜନ ହତ୍ୟାକାଣ୍ଡ , ଆୟୁଷ ଡାକ୍ତର ମାଧବୀଲତାଙ୍କ ମୃତ୍ଯୁ ରହସ୍ଯ, ଚିଟଫଣ୍ଡ ର କଳେଙ୍କାରୀ,ପାଜରୋ ଗାଡି ଉଭାନ ରହସ୍ଯ, ୨୫ ବର୍ଷର ସହଯୋଗୀକୁ କଢିଦେବା ଆଦି ଘଟଣା ସାକ୍ଷୀଗୋପାଳ ବଜାରରେ ଆଲୋଚନା ହେଉଛି । ଅନ୍ଯପକ୍ଷରେ ଉମା ସାମନ୍ତରାୟଙ୍କ ଦୃଢ ସମର୍ଥକ ସଞ୍ଜୟଙ୍କୁ ସପୋର୍ଟ କରୁନଥିବା ଶୁଣାଯାଉଛି ।

ସାହୁପଡା ସରପଞ୍ଚ ଭିକାରୀ ବଳିୟାରସିଂହ ବିଜେଡିରୁ ସସପେଣ୍ଡ କରିଦେବା ଫଳରେ ସେ ବିଜେପିରେ ମିଶିବାରୁ ବିଜେପି ସୁଦୃଢ ହେଉଥିବା କଣାସ ବ୍ଲକ ଛକରେ ଆଲୋଚନା ହେଉଛି । ଅସନ୍ତୁଷ୍ଟ ଉମାଙ୍କ ସମର୍ଥକ ଭିତିରିଆ ଗେମ ପ୍ଲାନ କରୁଥିବାରୁ ତାହା ସଞ୍ଜୟଙ୍କ ପାଇଁ ଘାତକ ସାଜିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି କଂଗ୍ରେସ ପ୍ରାର୍ଥୀ ମନୋଜ ରଥ, ସ୍ବାଧୀନ ପ୍ରାର୍ଥୀ କାମାକ୍ଷ ପ୍ରସାଦ ପ୍ରଧାନ, ଦେବୀ ପ୍ରସାଦ ଜେନା ସଞ୍ଜୟଙ୍କୁ ଟକର ଦେବା ଅବସ୍ଥାରେ ରହିଛନ୍ତି । ସଞ୍ଜୟଙ୍କ କର ବା ମର ପରିସ୍ଥିତି ଉପୁଜିଥିବାରୁ ରାଜନୈତିକ ଦୃଷ୍ଟି କୋଣରୁ ସଞ୍ଜୟ କଳେ ବଳେ କୌଶଳେ ଜିତିବା ପାଇଁ ଚେଷ୍ଟା କରୁଥିବା କୁହାଯାଉଛି । ଅନ୍ଯପକ୍ଷରେ ଓମ ପ୍ରକାଶ ମିଶ୍ର ଦୁଇଥର ହାରିଥିଲା ବେଳେ ଏଥର ସିଂପାଥି ଭୋଟ ଯାଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି । ଓମଙ୍କ ଡିଜିଟାଲ ପ୍ରଚାର ଓ ମୋଦୀଙ୍କ ପୁରୀ ରୋଡ ସୋ ପ୍ରଭାବ ଓମପ୍ରକାଶଙ୍କ ସପକ୍ଷରେ ଯାଇପାରେ ବୋଲି ଆଲୋଚନା ହେଉଛି । ସ୍ବାଭିମାନ ମାଟି ସତ୍ଯବାଦୀରେ ସ୍ବାଧୀନ ପ୍ରାର୍ଥୀ ଜିତିବା ନଜର ରହିଛି । ମେ ୨୫ ଭୋଟ ପରେ କହା ଭାଗ୍ଯରେ ସତ୍ଯବାଦୀ ବିଧାୟକ ସିରିପା ଲାଗି ହେବ ତାହା କେବଳ ସମୟ କହିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version