No Result
View All Result
୧୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ 24 ନମ୍ବର ଜୋନ୍ ର ହଜ ଗ୍ରାମ ପଞ୍ଚାୟତରେ ଆଜି ବିଧାୟକ ପ୍ରାର୍ଥୀ ପ୍ରଦିପ କୁମାର ସାହୁ ଙ୍କ ଧର୍ମପତ୍ନୀ ଜୟନ୍ତି ସାହୁ ଏବଂ ଆଖପାଖ ଅଞ୍ଚଳ ର ମହିଳା ମାନେ ଏବଂ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ

ଏବଂ କମି ମାନଙ୍କୁ ନେଇ ଘର ଘର କୁ ଯାଇ ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ବିକାଶ ର ବାତା ଦେବା ସହିତ ବିଧାୟକ ପ୍ରାର୍ଥୀ ଏବଂ ଲୋକ ସଭା ପ୍ରାର୍ଥୀ ଙ୍କୁ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ କହିଥିଲେ ଏବଂ ଆଗାମୀ ଦିନରେ ନବିନ ବାବୁ ଆସିଲେ ବିଜୁଳି ଛାଡ଼ ହେବ ବୋଲି କହିଥିଲେ ସମସ୍ତଙ୍କ ମନ କିଣି ନେଇଛନ୍ତି .
No Result
View All Result