• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
May 8, 2024
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ
Share on FacebookShare on TwitterWhatsapp

୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅଗ୍ରଣୀ ଡିଟିଏଚ୍ ପ୍ରଦାନକାରୀ ସଂସ୍ଥା ଡିସ୍ ଟିଭି ‘ଡିସ୍ ଟିଭି ସ୍ମାର୍ଟ+\’ ସେବାର ଘୋଷଣା କରିଛି । ଏହି ଶୁଭାରମ୍ଭ ଶିଳ୍ପରେ ଏକ ଅଗ୍ରଣୀ ମାଇଲଖୁଂଟ, ଯାହା ଗ୍ରାହକମାନଙ୍କୁ କୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଟିଭି ଏବଂ ଓଟିଟି କଂଟେଟ ଆକେସସ୍ ପ୍ରଦାନ କରୁଛି । ଏହା ସୁବିଧା, ନମନୀୟତା ଏବଂ ଉନ୍ନତ ମନୋରଞ୍ଜନ ବିକଳ୍ପ ସୁନିଶ୍ଚିତ କରୁଛି । ‘ଡିସ୍ ଟିଭି ସ୍ମାର୍ଟ+\’ ସେବା ମାଧ୍ୟମରେ ନୂତନ ତଥା ବତର୍ମାନର ଗ୍ରାହକଙ୍କ ସମେତ ସମସ୍ତ ଡିସ୍ ଟିଭି ଏବଂ ଡି୨ଏଚ୍ ଗ୍ରାହକମାନେ ସେମାନଙ୍କ ମନୋନୀତ ଟିଭି ସବସ୍କ୍ରିପସନ ପ୍ୟାକ୍ ସହିତ ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ କରିପାରିବେ । ‘ଡିସ୍ ଟିଭି ସ୍ମାର୍ଟ+\’ ସେବା ଇକୋସିଷ୍ଟମ୍ ଯେକୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ, ଓଟିଟି ସୁପର ଆପ୍‌, ସେଟ୍ ଟପ୍ ବକ୍ସ ସମେତ ସ୍ମାର୍ଟ ଡିଭାଇସ୍ ଏବଂ ସ୍ମାର୍ଟ ଆଣ୍ଡ୍ରଏଡ୍ ଏସଟିବି ମାଧ୍ୟମରେ ମନୋରଞ୍ଜନକୁ ସକ୍ଷମ କରିବ । ଡିସ୍ ଟିଭି ଏହି ଡିଭାଇସ୍ ଗୁଡ଼କରେ ସେମାନଙ୍କ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ସମନ୍ୱିତ କରିବା ପାଇଁ ଟପ୍ ଟିଭି ଏବଂ ମୋବାଇଲ୍ ଅରିଜିନାଲ୍ ଇକ୍ୱିପମେଂଟ୍ ମ୍ୟାନୁଫାକ୍‌ଚରର୍ସ (ଓଇଏମ୍‌) ସହିତ ସହଭାଗିତା କରିବ, ଯାହା ଦ୍ୱାରା ସାମଗ୍ରିକ ଉପେଭାକ୍ତାଙ୍କ ଅଭିଜ୍ଞତା ସମୃଦ୍ଧ ହେବ ।

ଡିସ୍ ଟିଭି ଇଣ୍ଡିଆ ଲିମିଟେଡ୍‌ର ସିଇଓ ମନୋଜ ଦୋଭାଲ କହିଛନ୍ତି, ‘ଡିସ୍ ଟିଭି ଏହାର ପ୍ରତିଷ୍ଠା ପରଠାରୁ ମନୋରଞ୍ଜନ ବ୍ୟବହାର କ୍ଷେତ୍ରରେ ପରିବତର୍ନ ଆଣିଛି ଏବଂ ଲୋକମାନଙ୍କୁ ସେମାନଙ୍କ ପ୍ରିୟ ବିଷୟବସ୍ତୁ ଉପଭୋଗ କରିବାର ନୂତନ ଉପାୟ ଆରମ୍ଭ କରିଛି । ଏହି ନୂତନ ପ୍ରସ୍ତାବ ସହିତ, ଆମେ ଆହୁରି ଅଧିକ ପରିବତର୍ନ ଆଣିବାକୁ ପ୍ରସ୍ତୁତ ଅଛୁ, ଆକଷର୍ଣୀୟ ଏବଂ ଉପଲବ୍ଧ ମନୋରଞ୍ଜନ ଅନୁଭୂତି ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରୁଛୁ । ‘ଡିସ୍ ଟିଭି ସ୍ମାର୍ଟ+\’ ସେବାର ଶୁଭାରମ୍ଭ କେବଳ ଏକ ପ୍ରସ୍ତାବ ନେୁହଁ; ଏହା ଭାରତରେ ମନୋରଞ୍ଜନ ବ୍ୟବହାରକୁ ପୁନଃସଂକଳ୍ପିତ କରିବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି, ଯାହା ସ୍ମାର୍ଟ ଏବଂ ବଡ଼ ହେବାରେ ଲାଗିଛି । ଏକ ସାମଗ୍ରିକ ଏବଂ ସମ୍ପୂର୍ଣ୍ଣ ମନୋରଞ୍ଜନ ସମାଧାନ ପ୍ରଦାନ କରି ଆମେ ସେମାନଙ୍କ ପସନ୍ଦକୁ ସରଳ କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ଉଭୟ ପାରମ୍ପରିକ ଟେଲିଭିଜନ ଏବଂ ଓଟିଟି ପ୍ଲାଟଫର୍ମ ଆଜିର ଯୁଗରେ ଅପରିହାର୍ଯ୍ୟ ଏବଂ ଆମ ସୁବିଧା ସହିତ, ଆମେ ସେମାନଙ୍କର ଏହି ଗୁରୁତ୍ୱକୁ ଦୋହରାଇବାକୁ ଲକ୍ଷ୍ୟ ରଖିଛୁ ।” ‘ଡିସ୍ ଟିଭି ସ୍ମାର୍ଟ+\’ସେବା ମାଧ୍ୟମରେ ଆମେ ଏକ ଆଧୁନିକ ଭାରତୀୟ ପରିବାରର ସମସ୍ତ ଆବଶ୍ୟକତା ପୂରଣ କରୁଛୁ ଏବଂ ଆମର ଉଦ୍ଦେଶ୍ୟ – ନୟେ ଭାରତ କା ସ୍ମାର୍ଟ କନେକ୍ସନ କୁ ପାଳନ କରୁଛୁ ବୋଲି ମନୋଜ ଦୋଭାଲ କହିଛନ୍ତି ।

ଏହି ଦୂରଦର୍ଶୀ ପ୍ରସ୍ତାବକୁ ପ୍ରଭାବଶାଳୀ ଭାବରେ ପ୍ରଚାର କରିବା ପାଇଁ, ଡିସ୍ ଟିଭି ଟେଲିଭିଜନ, ଡିଜିଟାଲ, ପ୍ରିଂଟ ଏବଂ କପୋର୍ରେଟ୍ ଆଉଟରିଚ ସମେତ ଏକାଧିକ ଚ୍ୟାନେଲରେ ଏକ ବ୍ୟାପକ ମାକେର୍ଟିଂ ଅଭିଯାନ ଆରମ୍ଭ କରିଛି, ଯାହା ଯେକୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ ମନୋରଞ୍ଜନ ଉପଲବ୍ଧତାର ବାର୍ତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ବତର୍ମାନର ଉପେଭାକ୍ତାମାନଙ୍କ ପାଇଁ, ଡିସ୍ ଟିଭି ଏହାର ଚ୍ୟାନେଲ ଏବଂ ପ୍ଲାଟଫମର୍ଗୁଡିକର ଲାଭ ଉଠାଇବ, ପୁସ୍ ନୋଟିଫିକେସନ୍‌, ଇନ୍‌-ଆପ୍ ନୋଟିଫିକେସନ୍ ଏବଂ ଇମେଲ୍ ବ୍ୟବହାର କରିବ । ସେହିପରି ନୂଆ ଗ୍ରାହକଙ୍କ ପାଇଁ ଟିଭି ଓ ଡିଜିଟାଲ ଚ୍ୟାନେଲ ଉପରେ ଗୁରୁତ୍ୱ ଦିଆଯିବ, ଯାହା ଦ୍ୱାରା ବ୍ୟାପକ ଦୃଶ୍ୟମାନତା ଏବଂ ସଚେତନତା ସୁନିଶ୍ଚିତ ହେବ । ଡିସ୍ ଟିଭି ଇଣ୍ଡିଆ ଲିମିଟେଡ୍‌ର ବିଜନେସ୍ ହେଡ୍ ଶ୍ରୀ ସୁଗାତୋ ବାନାର୍ଜୀ କହିଛନ୍ତି, ‘ଡିସ୍‌ଟିଭିସ୍ମାର୍ଟ+\’ ସର୍ଭିସେସ୍ ସହିତ ଆମେ କେବଳ ଏକ ନୂଆ ପ୍ରସ୍ତାବ ଉପସ୍ଥାପନ କରୁନାହୁଁ; ଆମେ ମନୋରଞ୍ଜନ ବ୍ୟବହାରରେ ଏକ ଆଦର୍ଶ ପରିବର୍ତନର ନେତୃତ୍ୱ ନେଉଛୁ । ଆମର ମଲ୍ଟି-ଚ୍ୟାନେଲ ମାର୍କେଟିଂ ଆଭିମୁଖ୍ୟ ମାଧ୍ୟମରେ, ଆମେ ଉପଭୋକ୍ତାଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବାକୁ, ବ୍ୟାପକ ସଚେତନତା ଏବଂ ଗ୍ରହଣ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏକ ବ୍ରାଣ୍ଡ ଭାବରେ, ଆମେ ଟ୍ରେଣ୍ଡଠାରୁ ଆଗରେ ରହିବା ଏବଂ ବିକଶିତ ଦର୍ଶକଙ୍କ ପସନ୍ଦକୁ ଅନୁକୂଳ କରିବାକୁ ପ୍ରାଥମିକତା ଦେଇଥାଉ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version