No Result
View All Result
୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଛତ୍ର ପଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପାଠୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରୀତିଶ ବେଉରା ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବେଗୁନିଆ ବ୍ଲକ୍ ର ସହଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଲକ୍ଷ୍ମୀ ଦେବୀ ମୁଖ୍ୟ ଅତିଥି, ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ମୁଖ୍ୟ ବକ୍ତା, ଖୋର୍ଦ୍ଧା ଜିଲ୍ଲା ଓଷ୍ଟ। ର ସମ୍ପାଦକ ସୁଧାକର ମହାପାତ୍ର, ବେଗୁନିଆ ବ୍ଲକ୍ ର ସହ ଗୋଷ୍ଠୀ ଅଧିକାରୀ କୈଳାସ ଚନ୍ଦ୍ର ସେଠୀ, ବେଗୁନିଆ ବ୍ଲକ୍ ଓଷ୍ଟ୍।
ର ସଭାପତି ଗଣେଶ୍ୱର ମିଶ୍ର ଓ ସମ୍ପାଦକ ରତିକାନ୍ତ କହଲ ସିଂହ, ଶ୍ରୀନିବାସ ମିଶ୍ର, ବୋଲଗଡ଼ ବ୍ଲକ୍ ଓଷ୍ଟ। ର ସଭାପତି ସୀତାକାନ୍ତ ମିଶ୍ର ଓ ସମ୍ପାଦକ ସୁରେଶ ପଲାଇ, ମୋ ସ୍କୁଲ କମିଟି ର ସଭାପତି ପଦ୍ମ ଚରଣ ମଙ୍ଗରାଜ ଓ ସମ୍ପାଦକ ସୁନୀଲ ସୁନ୍ଦରାୟ, ପରିଚାଳନା କମିଟି ର ଚେୟାରମେନ ଚିତ୍ତରଞ୍ଜନ ଚମ୍ପତି, ହଜ କ୍ଳଷ୍ଟର ସି ଆର ସି ସି ଆଲୋକ କୁମାର ସାମନ୍ତରାୟ, ଜ।ଲଭର କ୍ଲଷ୍ଟର ସି ଆର ସି ସି ମାନସ ପରିଡ଼ା, ଶିକୋ କ୍ଲଷ୍ଟର୍ ସି ଆର ସି ସି ସୁକାନ୍ତ, ପଣ୍ଡିତ ପ୍ରଫୁଲ୍ଲ କୁମାର ଦାଶ,
ଖୋର୍ଦ୍ଧା ବି ଜେ ବି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ,ଶଗଡ଼ ଭଙ୍ଗା ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ହରେକୃଷ୍ଣ ସାଥୂଆ, ନିଧିପୁର ପ୍ରଧାନ ଶିକ୍ଷକ ସର୍ବେଶ୍ଵର ସ୍ୱାଇଁ, ତାଳତୁମ୍ବ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀ, ସିଦ୍ଧେଶ୍ଵରୀ ଉପ୍ରା ସ୍କୁଲ ର ପ୍ରଧାନ ଶିକ୍ଷକ ଝଜମନ୍ ବେହେରା, ନିଧିପୁର୍ ଉପ୍ର। ସ୍କୁଲ ର ପ୍ରଧାନ ଶିକ୍ଷକ ଗୋପୀନାଥ ସ୍ୱାଇଁ, ପ୍ରଧାନ ଶିକ୍ଷକ ଭିକାରୀ ପୃଷ୍ଟି, ଭଗବାନ ମହଲା, ଶିକ୍ଷକ ଅରୁଣ କୁମାର ସାହୁ, ଶିକ୍ଷକ ରାଜେନ୍ଦ୍ରନାରା ୟଣ ତ୍ରିପାଠୀ, ଶିକ୍ଷକ ଚିରଞ୍ଜିବୀ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପାଠୀ ଙ୍କ ଛାତ୍ର ବତ୍ସଳତା,ସମୟ। ନୁବର୍ତିତା,ସମସ୍ତ ଙ୍କୁ ଆପଣାର କରିବା ଗୁଣ, ପରୋପକାର, ଦରଦୀ ମନୋଭାବ, ସରଳ ପଣ ତଥା ଅ।ମ।ୟିକ
No Result
View All Result