ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ମୋ ବାପାଙ୍କର ଆର୍ମାକୁ ଶାନ୍ତି ମିଳୁ ଏବଂ ତାଙ୍କର ଆଶ୍ରିବାଦ ଆମ ଉପରେ ଏମିତି ସବୁ ଦିନ ପାଇଁ ରହିଥାଉ.
୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଶୁଶାନ୍ତ ଧଳ ସାମନ୍ତ ଶୁସିଲ୍ ଧଳ ସାମନ୍ତ ଙ୍କ ବାପା ସରୋଜ କୁମାର ଧଳ ସାମନ୍ତ ଙ୍କ ର ଆଯି ଥିଲା ଏକାଦଶ କର୍ମ ସେଥିପାଇଁ ତାଙ୍କର ଦୁଇ ପୁଅ ଜେଲ୍ ରୁ ଆସି ତାଙ୍କର ସିଡିଏ ସ୍ଥିତ ବାସଭବନରେ ସବୁ କର୍ମ କରିବା ସହିତ ବ୍ରାହ୍ମଣ ଭୋଜନ ସହିତ ବନ୍ଧୁବାନ୍ଧବ ସାଙ୍ଗ ସାଥି ସାହି ଭାଇ ସମସ୍ତଙ୍କ ପାଇଁ ଖାଇବା ର ବ୍ୟବସ୍ଥା କରିଥିଲେ . ବ୍ରାହ୍ମଣ ଭୋଜନ ରେ ୭୦ ଜଣ ବ୍ରାହ୍ମଣ ଯୋଗ ଦେଇଥିଲେ.
ତାଙ୍କ ପାଇଁ ଗୋଟିଏ ଲୋଖା ଗାମୁଛା ୧୦୦ ଏକ ଟଙ୍କା ଦଖିଣା ସହିତ ବହୁତ କିଛି ଖାଦ୍ୟ ର ଆୟୋଜନ କରାଯାଇଥିଲା ଅନ୍ୟାନ୍ୟ ଅତିଥିମାନଙ୍କ ପାଇଁ ବହୁତ କିଛି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା ଶୁଶାନ୍ତ ଧଳ ସାମନ୍ତ ଙ୍କ ର କହିବା କଥା ତାଙ୍କ ବାପାଙ୍କର ଆଶ୍ରିବାଦ ତାଙ୍କ ଦୁଇ ଭାଇଙ୍କ ଉପରେ ସବୁ ବେଳେ ଅଛି .
ଆଯି ଯାହା ସବୁ ହୋଇଗଲା ଠିକ୍ ରେ ସବୁ ତାଙ୍କର ଆଶ୍ରିବାଦ ଯେମିତି ମୋତେ ଏସବୁ ଦେଖି ଲାଗୁଚି ଆମ ବାପା ଆମ ସହିତ ଏବେ ବି ଅଛନ୍ତି ଯାହା ହେଉ ଆମର ବନ୍ଧୁବାନ୍ଧବ ସାଙ୍ଗ ସାଥି ସମସ୍ତେ ଓକିଲ ବନ୍ଧୁ ସମସ୍ତଙ୍କୁ ପାଖରେ ଛିଡା ହେବା ଦେଖି ମୁଁ ମୋ ଭାଇ ଏବଂ ମୋ’ର ପୁରା ପରିବାର ସମସ୍ତେ ନିଜକୁ ଧନ୍ୟ ମନେ କରୁଚୁ.
ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ମୋ ବାପାଙ୍କର ଆର୍ମାକୁ ଶାନ୍ତି ମିଳୁ ଏବଂ ତାଙ୍କର ଆଶ୍ରିବାଦ ଆମ ଉପରେ ଏମିତି ସବୁ ଦିନ ପାଇଁ ରହିଥାଉ. ଆଯି ଶୁଶାନ୍ତ ଧଳ ସାମନ୍ତ ୬ ଟା ସମୟରେ ବଲାଙ୍ଗିର ଜେଲ୍ ଫେରିଯିବା ସହିତ ତାଙ୍କର ସାନ ଭାଇ ଶୁସିଲ୍ ଧଳ ସାମନ୍ତ ଆସନ୍ତା କାଲି ବୁଧବାର ଦିନ ସକାଳୁ ଫେରିବେ ତାଙ୍କ ବାପାଙ୍କର ପୁସୁକୁରା ଲାଗିଥିବାରୁ
କିଛି କର୍ମ ସାରି ବୁଧବାର ଦିନ ବାଲେଶ୍ୱର ଜେଲ୍ ଫେରିଯିବେ ସବୁ କାମ ଶାନ୍ତରେ ହୋଇ ଯାଇଥିଲା ଏବଂ ତା ଭିତରେ କିଛି ମିଡିଆ ଭାଇମାନଙ୍କ ର ମିଛ ନ୍ୟୁଜ ର ଖବର ଦୁଇ ଭାଇଙ୍କୁ ବହୁତ ଆଘାତ କରୁଚି ସେ ମାନେ ଲେଖିଛନ୍ତି ବ୍ରାହ୍ମଣ ଭୋଜନ ରେ କେହି ଆସିନଥିଲେ ହେଲେ ଏ ବହୁତ ଦୁଃଖ ର ବିଷୟ ଏମିତି ମିଛ ଅପଚାର ବନ୍ଦ୍ କରାଯାଉ ବୋଲି ଅନୁରୋଧ କରୁଛନ୍ତି ସମସ୍ତେ ଯୋଗ ଦେଇଥିବାରୁ ଧନ୍ୟବାଦ ଯଣାଇ ଥିଲେ.