• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
September 10, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ରାୟଗଡା, ହୋମ୍
0
ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ
Share on FacebookShare on TwitterWhatsapp

ଏହି ଉନ୍ମୋଚନ ଗାହକମାନଙ୍କୁ ଗହଣା କ୍ରୟରେ ଶ୍ରେଷ୍ଠତା ପ୍ରଦାନ କରିବ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି. ପ୍ର) ରାୟଗଡ଼ା :- ଭାରତର ସବୁଠୁ ବିଶ୍ୱସ୍ତ ଓ ଅଗ୍ରଣୀ ଅଳଙ୍କାର କମ୍ପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆଜି ଓଡ଼ିଶାର ରାୟଗଡ଼ାରେ ସମ୍ପୂର୍ଣ୍ଣ ନୂତନ ଶୋରୁମ ଉଦଘାଟନ ଘୋଷଣା କରାଯାଇଛି । ବଲିଉଡ ଅଭିନେତ୍ରୀ ଶ୍ରୀଲୀଳା ଏହି ସୋ’ରୁମକୁ ଉଦଘାଟନ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଏହି ଅଂଚଳରେ ବ୍ରାଣ୍ଡର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା । ଏହି ନୂଆ ସୋ’ରୁମରେ କଲ୍ୟାଣ ଜୁଏଲର୍ସର ବ୍ୟାପକ ଆକର୍ଷଣୀୟ ଡିଜାଇନ ରହିଛି, ଯଥା ମୁହୁରତ (ବିବାହ ଗହଣା ସମ୍ଭାର), ମୁଦ୍ରା (ହାତତିଆରି ଆଂଟିକ୍‌ ଗହଣା) ଓ ନିମାହ (ମନ୍ଦିର ଗହଣା) ଓ ଆହୁରି ଅନେକ କିଛି ।

ଏହି ଶୁଭାରମ୍ଭ ଅବସରରେ କଲ୍ୟାଣ ଜୁଏଲର୍ସର ନିତ୍ୟବ୍ୟବହାର୍ଯ୍ୟ ଗହଣା ବ୍ରାଣ୍ଡ କ୍ୟାଣ୍ଡିୟରର ଉନ୍ମୋଚନ କରାଯାଇଥିଲା । ନିଜର ଟ୍ରେଣ୍ଡି ଗହଣା ଓ ସମସାମୟିକ ଡିଜାଇନ ପାଇଁ ପରିଚିତ କ୍ୟାଣ୍ଡିୟର ହାଲୁକା ଗହଣା ସମ୍ଭାର ପ୍ରଦାନ କରୁଛି ଯାହା ଆଜିର ଜେନ ଜି, କର୍ମଜୀବୀ ମହିଳା ଓ ଷ୍ଟାଇଲ ସଚେତନ ପୁରୁଷଙ୍କ ଆବଶ୍ୟକତାକୁ ପୂରଣ କରଛି । କ୍ୟାଣ୍ଡିୟରରେ ଗହଣା ମୂଲ୍ୟ ୧୦,୦୦୦ ଟଙ୍କାରୁ ଆରମ୍ଭ ହେଉଥିବାରୁ ତାହା ଉପହାର ପାଇଁ ଉପଯୁକ୍ତ । ଏକ ଡିଜିଟାଲ ପ୍ରଥମ ବ୍ରାଣ୍ଡରୁ ଓମନି-ଚ୍ୟାନେଲ ରିଟେଲର ଭାବେ ଏହାର ବିକାଶ ସହିତ କ୍ୟାଣ୍ଡିୟର ଅନଲାଇନ ସପିଂ ଓ ପ୍ରତ୍ୟକ୍ଷ ଷ୍ଟୋର ଅନୁଭବର ସୁବିଧାକୁ ପ୍ରାଥମିକତା ଦେଉଛି ।

ଏହି ଅବସରରେ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରି ଶ୍ରୀଲିଳା କହିଛନ୍ତି, “କଲ୍ୟାଣ ଜୁଏଲର୍ସର ସୁନ୍ଦର ସୋ’ରୁମକୁ ଉଦଘାଟନ କରିବା ଆନନ୍ଦର ବିଷୟ । ବିଶ୍ୱାସ, ସ୍ୱଚ୍ଛତା ଓ ଗ୍ରାହକ ପ୍ରଥମ ଆଭିମୁଖ୍ୟ ପ୍ରତି ପ୍ରତିବଦ୍ଧତାକୁ ମୁଁ ପ୍ରଶଂସା କରୁଛି । ଗୁଣାତ୍ମକ ମାନ ଓ କାରିଗରୀରେ କଲ୍ୟାଣ ଜୁଏଲର୍ସ ଲଗାତାର ଭାବେ ଉଚ୍ଚ ମାନଦଣ୍ଡ ଧାର୍ଯ୍ୟ କରୁଛି ଏବଂ ମୁଁ ଅତ୍ୟନ୍ତ ଖୁସି ଯେ ଓଡ଼ିଶାର ଲୋକମାନେ ବିଶେଷ କରି ରାୟଗଡ଼ାବାସୀ ସେମାନଙ୍କ ଗହଣା ଆବଶ୍ୟକତା ପୂରଣ କରିବା ପାଇଁ ଏହି ଚମତ୍କାର ନୂଆ ସ୍ଥଳକୁ ପାଇଛନ୍ତି ।”

ଏହି ଶୁଭାରମ୍ଭ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଓଡ଼ିଶାରେ ଆମେ ଆମ ଉପସ୍ଥିତିକୁ ସୁଦୃଢ଼ କରିବ ଜାରି ରଖିଥିବା ବେଳେ ରାୟଗଡ଼ାରେ ଆମ ନୂତନ ସୋ’ରୁମର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଏହି ଅଂଚଳରେ ଆମ ଗ୍ରାହକଙ୍କୁ ପାଖକୁ ଆମର ଗୁଣାତ୍ମକ ମାନ, ସେବା ଓ ସ୍ୱଚ୍ଛତା ସହିତ କଲ୍ୟାଣ ଜୁଏଲର୍ସର ବ୍ୟାପକ ଡିଜାଇନକୁ ଆଣିଦେଇଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଓଡ଼ିଶା ସାରାରେ ଆମ ଗ୍ରାହକମାନଙ୍କୁ ସ୍ୱାଗତ କରିବା ଏବଂ ଏହି ସ୍ୱତନ୍ତ୍ର ମୁହୂର୍ତ ଓ ଉତ୍ସବରେ ଅଂଶ ହେବା ପାଇଁ ଆମେ ଚାହିରହିଛୁ ।”

ଉଦଘାଟନ ଉପଲକ୍ଷେ କଲ୍ୟାଣ ଜୁଏଲର୍ସ ଆକର୍ଷଣୀୟ ଉଦଘାଟନୀ ଅଫର ଘୋଷଣା କରିଛି ଯେଉଁଥିରେ ସୁନା ଓ ହୀରା ଗହଣା ଗଢ଼ା ମୂଲ୍ୟ ଉପରେ ୦ ପ୍ରତିଶତ ପର୍ଯ୍ୟନ୍ତ ଅଫର ରହିଛି ଏଥି ସହିତ କମ୍ପାନିର ସ୍ୱତନ୍ତ୍ର ସୁନା ବୋର୍ଡ ମୂଲ୍ୟ ଯାହା ବଜାରରେ ସର୍ବନିମ୍ନ ଓ କଲ୍ୟାଣ ଜୁଏଲର୍ସର ସମସ୍ତ ସୋ’ରୁମ୍ ପାଇଁ ସମାନ ତାହା ସୀମିତ ସମୟ ପାଇଁ ଉପଲବ୍ଧ ହେବ ଯାହା ଗ୍ରାହକମାନଙ୍କ ପାଇଁ ସର୍ବାଧିକ ମୂଲ୍ୟ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବ । କଲ୍ୟାଣ ଜୁଏଲର୍ସରେ ବିକ୍ରି ହେଉଥିବା ସମସ୍ତ ଅଳଙ୍କାର ବିଆଇଏସ-ହଲମାର୍କ ଓ ଏକାଧିକ ଶୁଦ୍ଧତା ଯାଂଚ ଦେଇ ଗତି କରିଥାଏ ।

ଏହା ବ୍ୟତୀତ ଗ୍ରାହକମାନେ ବ୍ରାଣ୍ଡର ସିଗ୍ନେଚର ୪-ସ୍ତରୀୟ ଆଶ୍ୱାସନ ପ୍ରମାଣପତ୍ର ପାଇବେ ଯାହା ସୁନାର ଶୁଦ୍ଧତା ଦର୍ଶାଉଛି, ମାଗଣା ଜୀବନବ୍ୟାପୀ ରକ୍ଷଣାବେକ୍ଷଣ, ବିସ୍ତୃତ ଉତ୍ପାଦ ସୂଚନା ଓ ସ୍ୱଚ୍ଛ ବିନିମୟ ଓ ବାଏ ବ୍ୟାକ ନୀତି ଗ୍ୟାରେଂଟି ପ୍ରଦାନ କରୁଛି । ଏହି ଆଶ୍ୱାସନ କଲ୍ୟାଣ ଜୁଏଲର୍ସ ଏହାର ମୂଲ୍ୟବାନ ଗ୍ରାହକଙ୍କୁ ସୁନ୍ଦରତମ ଗୁଣବତା ଏବଂ ବିଶ୍ୱାସ ପ୍ରଦାନ କରିବାର ଅଚଳ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ସୋ’ରୁମ ମଧ୍ୟ କଲ୍ୟାଣର ଲୋକପ୍ରିୟ ନିଜସ୍ୱ ବ୍ରାଣ୍ଡ ମୁହୁରତ (ବିବାହ ଅଳଙ୍କାର ଧାରା), ମୁଦ୍ରା (ହସ୍ତତନ୍ତ ପ୍ରାଚୀନ ଅଳଙ୍କାର),

ନିମାହ (ମନ୍ଦିର ଅଳଙ୍କାର), ଗ୍ଲୋ (ଡାନ୍ସିଂ ଡାଏମଣ୍ଡ), ଜିଆ (ସୋଲିଟେୟାର-ଭଳି ହୀରା ଅଳଙ୍କାର), ଅନୋଖୀ (ଅନକଟ ଡାଏମଣ୍ଡ), ଅପୂର୍ବ (ବିଶେଷ ଅବସର ପାଇଁ ହୀରା), ଅନ୍ତରା (ବିବାହ ହୀରା), ହେରା (ଦୈନନ୍ଦିନ ପରିଧାନ ହୀରା), ରଙ୍ଗ (ମୂଲ୍ୟବାନ ପଥର ଅଳଙ୍କାର) ଏବଂ ସମ୍ପ୍ରତି ଉନ୍ମୋଚିତ କରାଯାଇଥିବା ଲୀଳା (ରଙ୍ଗୀନ ପଥର ଏବଂ ହୀରା ଅଳଙ୍କାର) ରହିଛି । ବ୍ରାଣ୍ଡର ସଂଗ୍ରହ ଏବଂ ଅଫର ବିଷୟରେ ଅଧିକ ସୂଚନା ପାଇଁ ଦୟାକରି https://www.kalyanjewellers.net/  ପରିଦର୍ଶନ କରନ୍ତୁ । ସର୍ତାବଳୀ ଲାଗୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ

Actress Ms. Sreeleela Unveils Kalyan Jewellers’ First Showroom in Rayagada

September 10, 2026
ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ

ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ

September 10, 2026
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି”

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି”

September 10, 2026
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ

Actress Ms. Sreeleela Unveils Kalyan Jewellers’ First Showroom in Rayagada

September 10, 2026
ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ

ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version