No Result
View All Result
୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :-> ଵେଗୁନିଆ ଵ୍ଲକ ବୋତଳମା ଗ୍ରାମ ପଞ୍ଚାୟତ ବାଦବାରବାଟି ଗ୍ରାମରେ ବରିଷ୍ଠ ମହିଳା ୰ଇନ୍ଦୁମତି ଦାସଙ୍କର ୮୪ ବର୍ଷ ବୟସରେ ତା ୧୪/୦୪/୨୦୨୪ ରିଖ ରେ ଶ୍ରଦ୍ଧାଞ୍ଜଳି ସମ୍ୱରଣ କରିଥିଲେ। ଅମର ଆତ୍ମାର ସଦଗତି ପାଇଁ ଏକାଦଶାହ ତିଥିରେ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରବଚକ ପ୍ରଫୁଲ୍ଲ ଦାସ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୁମାର ଅମିୟ ବୁଲୁ ବାବା ମୁଖ୍ୟ ଅତିଥି କୈଳାସ ଚନ୍ଦ୍ର ମହାପାତ୍ର ଆଇନଜୀବୀ ବାଙ୍କୀ ବାର ଆସୋସିଏସନ୍,
ମୁଖ୍ୟ ବକ୍ତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ , ପ୍ରଧାନ ଶିକ୍ଷକ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ବାଙ୍କୀ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ହରିବନ୍ଧୁ ଦାସ , ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାପାତ୍ର, ଶେଷଦେବ ଛୋଟରାୟ, ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ବେହେରା ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ। କବି ବଂଶୀଧର ମହାପାତ୍ର ସଭା ପରିଚାଳନା କରିଥିଲେ। ଭଜନ କାର୍ଯକ୍ରମ ରେ ସୁରେନ୍ଦ୍ର ମହାପାତ୍ର, ବିଶ୍ୱନାଥ ନାୟକ , ଲଳିତ ଗାନ୍ଧୀ , ବାନାମ୍ବର ସ୍ୱାଇଁ, ମମତା ମହାନ୍ତି, ଲିପ୍ସା ପ୍ରିୟଦର୍ଶିନୀ, ପ୍ରମୁଖ ସଙ୍ଗୀତ ପରିବେଷଣ କରି ଥିଲେ। ଶେଷରେ ପ୍ରଭାକର ରଥ ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result