• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ବାସୀ ଦେଖିବେ ନୂଆ ବିଧାୟକ ! : ଯୁବ ଚହେରା ଙ୍କ କଥାକୁ ନେଇ ଚର୍ଚ୍ଚା

Proprietor Abhimanyu Maharana by Proprietor Abhimanyu Maharana
April 3, 2024
in ଓଡ଼ିଶା, କଟକ, ଯାଜପୁର, ରାଜନୀତି, ହୋମ୍
0
ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ବାସୀ ଦେଖିବେ ନୂଆ ବିଧାୟକ ! : ଯୁବ ଚହେରା ଙ୍କ କଥାକୁ ନେଇ ଚର୍ଚ୍ଚା
Share on FacebookShare on TwitterWhatsapp

୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ବଡ଼ଚଣା :-> ଲୋକସଭା ସହିତ ବିଧାନସଭା ନିର୍ବାଚନ ପାଇଁ ଓଡିଶାରରେ ବିଗୁଲ ବାଜିସାରିଲାଣି । ଚାରୋଟି ପର୍ଯ୍ଯାୟରେ ଏଠାରେ ନିର୍ବାଚନ ହେବାକୁ ଥିଲାବେଳେ ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ୭ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ଆଗାମୀ ଜୁନ ମାସ ୧ ତାରିଖରେ ଅନୁଷ୍ଠିତ ହେବ। ତେବେ ଏଠାରୁ କେଉଁ ଦଳରୁ କିଏ ପ୍ରାର୍ଥୀ କିଏ ହେଉଛି ତାହାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି । ସେହିପରି ବିଜେଡ଼ି ବିଜେପି ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ଥିବାରୁ ଭିନ୍ନ ଭିନ୍ନ ଆଲୋଚନା ହେବା ସହିତ କଣ ହେଉଛି ତାହାକୁ ନେଇ ସାଧାରଣ ଜନତା ଉତ୍ସୁକତାର ସହିତ ଚାହିଁ ରହିଥିଲା ବେଳେ ନେତା ଓ କର୍ମୀମାନେ ମଧ୍ଯ ସନ୍ଦିହାନ ହୋଇ ରହିଛନ୍ତି । ଶୁଣିବାକୁ ମିଳୁଛି ବଡଚଣା ଦେଖିବ ନୂଆ ମୁହଁ ।

ଏପରିକି ନୂଆ ଓ ପୂରୁଣା ଅମର ଙ୍କ ଉପରେ ସାଧାରଣ ଭୋଟର ଆଉ ଖୁସି ନଥିବା କଥା ଆଲୋଚନା ହେଉଥିବା ବେଳେ ଏହି ବିଧାନସଭା ନିର୍ବାଚନମଣ୍ଡଳୀର ପୁର୍ବତନ ମନ୍ତ୍ରୀଙ୍କ ପୁଅ ରାଜନାରାୟଣ ମହାପାତ୍ର ସେ କୁଆଡ଼େ ଏଠାରୁ ପ୍ରାର୍ଥୀ ହେଉଛି ବୋଲି ଶୁଣିବାକୁ ମିଳୁଛି। ସେହିପରି ଅନ୍ଯଜଣେ ପୁର୍ବତନ ବିଧାୟକ ଙ୍କ ନାତି ଜନ୍ମଜୟ ଲେଙ୍କାଙ୍କ ନାମ ମଧ୍ଯ ବିଜୁ ଜନତା ଦଳର ପ୍ରାର୍ଥୀ ପାଇଁ ଆଲୋଚନା ହେଉଥିବା ବେଳେ ନାରୀ ନେତ୍ରୀ ମନୋରମା ଆଚାର୍ଯ୍ୟ ମଧ୍ୟ ଦାବିଦାର ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେହିପରି କଂଗ୍ରେସରୁ ଏଠାରେ ରାଜନାରାୟଣ ପ୍ରାର୍ଥୀ ହେବେ ବୋଲି ପୁର୍ବରୁ ପ୍ରାୟତଃ ସ୍ଥିର ହୋଇ ସାରିଥିବା ବେଳେ ସେ ଯେହେତୁ ସେ ଦଳରୁ ଇସ୍ତଫା ଦେଇ ସାରିଲେଣି ଏଠାରୁ କିଏ ପ୍ରାର୍ଥୀ ହେଉଛି ତାହା ଜଣାପଡୁନାହିଁ । ଅନ୍ଯପକ୍ଷରେ ବିଜେପିର ଗତଥର ପ୍ରାର୍ଥୀ ହୋଇଥିବା ଅମର ନାୟକ ପ୍ରାର୍ଥୀ ହେଉଥିବା କଥା ଶୁଣା ଯାଉଥିବା ବେଳେ ତାଙ୍କ ଦଳର କିଛି ନେତା ଅମରଙ୍କ ଉପରେ ବିମୁଖ ଥିବା କଥା ଶୁଣିବାକୁ ମିଳୁଥିବା ବେଳେ

ତାଙ୍କ କଥା କଣ ହେଉଛି ତାହା ବର୍ତ୍ତମାନ ଶୁଦ୍ଧା ସ୍ଥିର ହୋଇ ନଥିବା ଆଲୋଚନା ହେଉଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେତେବେଳେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା . ସେତେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେତେବେଳେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା ସେତେବେଳେ ଏହି ଆସନଟି ବିଜେଡି ଭାଗରେ ପଡିଥିଲା । କିନ୍ତୁ ଏହା ପରେ କ୍ରମାଗତ ଅମର ପ୍ରସାଦ ଶତପଥୀ ଏଠାରୁ ନିର୍ବାଚିତ ହୋଇ ଆସୁଛନ୍ତି ।

ଯାଜପୁର ଜିଲ୍ଲାର ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ। ଏକଦା ଏହି ନିର୍ବାଚନମଣ୍ଡଳୀରୁ ଭୁଦାନ ଆନ୍ଦୋଳନର ପ୍ରମୁଖ ଭାବେ ପରିଚିତ ସେତେବେଳର ନବକୃଷ୍ଣ ଚୌଧୁରୀ ଏହି ଆସନରୁ ୧୯୫୦ ମଶିହାରୁ ୧୯୫୬ ମସିହା ପର୍ଯ୍ୟନ୍ତ ଦୁଇ ଥର ବିଜୟୀ ହୋଇ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଥିଲେ। ନିର୍ବାଚିତ ହୋଇ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୫୭ ମଶିହାରେ ଏହି ନିର୍ବାଚନମଣ୍ଡଳୀ ରୁ ଜଣି ଯଦୁମଣି ମଙ୍ଗରାଜ ମଧ୍ଯ ଓଡିଶା ବିଧାନ ସଭାର ବାଚସ୍ପତି ହୋଇଥିଲେ। ସେହିପରି ଏହି ଆସନରୁ ତିନି ଥର ବିଧାୟକ ହୋଇଥିବା ସୀତାକାନ୍ତ ମହାପାତ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ। ଶ୍ରୀ ମହାପାତ୍ର ୧୯୮୦,୧୯୮୫ ଓ ୨୦୦୪ ତିନି ଥର ବଡଚଣା ରୁ ଜାତୀୟ କଂଗ୍ରେସରୁ ଜିତିଥିଲେ । ସେ ହେମାନନ୍ଦ ବିଶ୍ବାଳଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ବାସ୍ଥ୍ୟ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ବାଧୀନ ଦାୟିତ୍ବ ସମ୍ଭାଳିଥିଲେ ।

ସେହିପରି ଅମର ପ୍ରସାଦ ଶତପଥୀ ମଧ୍ଯ ଏଠାକୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ୨୦୦୪ରେ କୃଷି ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଶ୍ରୀ ଶତପଥୀ ଏହି ଆସନରୁ ୧୯୯୦ ମଶିହାରୁ ୨୦୧୯ ପର୍ଯ୍ୟନ୍ତ ଥରେ ଏନସିପି ଓ ୫ଥର ବିଜେଡି ଏହିପରି ୬ ଥର ନିର୍ବାଚିତ ହୋଇଛନ୍ତି । ତେବେ ୨୦୦୪ ନିର୍ବାଚନରେ ଶ୍ରୀ ଶତପଥୀ ଟିକେଟ ପାଇନଥିଲେ । ସେହିପରି ଧନୁର୍ଜୟ ଲେଙ୍କାଙ୍କ ଠାରୁ ଆରମ୍ଭ କରି ଦୁଃଶାସନ ଜେନା , ମାନଗୋବିନ୍ଦ ସାମଲ, ଜଗନ୍ନାଥ ଦାସ ପ୍ରମୁଖ ନିର୍ବାଚିତ ହୋଇ ବିଧାନସଭା କୁ ଯାଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଭୋଟର ଏଠାରେ ଆଉ ପୂରୁଣା ଙ୍କୁ ଚାହୁଁ ନଥିବା ଆଲୋଚନା ହେଉଥିବା ବେଳେ ବଡଚଣା ବିଧାନସଭା ନିର୍ବାଚନମଣ୍ଡଳୀ ଜଣେ ନବାଗତଙ୍କୁ ଚାହୁଁଥିବା ସାଧାରଣରେ ଆଲୋଚନା ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

April 26, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version