No Result
View All Result
୧୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡକ୍ଟର ଅନିଶା ସେଠି ଏବଂ ମେଡିକାଲ ର ସମସ୍ତ ସଦସ୍ୟ ରଞ୍ଜନ୍ତି କୁମାର ସାହୁ, ସୌମ୍ୟାସିଇ ମହାପାତ୍ର, ଲିପ୍ସା ସିଂ, ଦିନ ବଂଧୁ, ସୁକାନ୍ତଙ୍କ ସହିତ ହଜ ଗ୍ରାମର ଯୁବକ ମାନଙ୍କ ସହଯୋଗ ରେ ବଜାର , ପଞ୍ଚାୟତ, ମେଡିକାଲ ,

ଓ ମନ୍ଦିର କୁ ଭଲ ଭାବରେ ସଫାସୁତୁର କରିଥିଲେ। ମୁଖ୍ୟ ଅତିଥି ଙ୍କ ଵକ୍ତବ୍ୟ ରେ ଆଗାମୀ ଦିନରେ ଗାଁ ଏବଂ ମନ୍ଦିର ଏବଂ ସାହି ସ୍ୱଛ ଭାରତ କାର୍ଯ୍ୟ କ୍ରମକୁ ଆହୁରୀ ଉନ୍ମତ୍ତ ଧରଣର ହେବ।ଏଥିରେ ସମସ୍ତ ଯୁଵପିଢି ସାମିଲି ହୋଇ ସହାୟ ହେବା ପାଇଁ ଆଗାମୀ ଦିନ ପାଇଁ ଅଶା ଵ୍ୟକ୍ତ କରିଛନ୍ତି। ହଜ ଗ୍ରାମର ଯୁବକମାନେ ଆଗାମୀ ଦିନରେ ସାମିଲି ରହି କାର୍ଯ୍ୟ ତୁଲେଇଵେ ବୋଲି ମତ ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ମୂଖ୍ୟ ପରିଚାଳକ ଯୁବ କଂଗ୍ରେସ ନେତା ମନୋରଞ୍ଜନ ସାହୁ ଆବାହକତ୍ୱରେ ମଞ୍ଚକାର୍ଯ୍ୟ ସମାପ୍ତି କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।


No Result
View All Result