• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାର ସମୃଦ୍ଧ ସାଂସ୍କୃତିକ ଓ ଐତିହାସିକ ସ୍ଥାପତ୍ୟର ମହାନତାରେ ନିଜକୁ ନିମଜ୍ଜିତ କରିଥିଲେ ବିଦେଶୀ ଟୁର୍‌ ଅପରେଟର .

Proprietor Abhimanyu Maharana by Proprietor Abhimanyu Maharana
February 10, 2024
in ଓଡ଼ିଶା, ପୁରୀ, ହୋମ୍
0
ଓଡିଶାର ସମୃଦ୍ଧ ସାଂସ୍କୃତିକ ଓ ଐତିହାସିକ ସ୍ଥାପତ୍ୟର ମହାନତାରେ ନିଜକୁ ନିମଜ୍ଜିତ କରିଥିଲେ ବିଦେଶୀ ଟୁର୍‌ ଅପରେଟର  .
Share on FacebookShare on TwitterWhatsapp

ଓଡିଶା ସହ ସଂଯୋଗ ସ୍ଥାପନ କରିବା ପାଇଁ ପ୍ରସ୍ତୁତ ରହିଛି ଥାଇଲ୍ୟାଣ୍ଡ ।

୯ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କୋଣାର୍କ :-> ଓଡିଶାର ସାଂସ୍କୃତିକ ଓ ଐତିହାସିକ ସ୍ଥାପତ୍ୟର ଏକ ଆକର୍ଷଣୀୟ ପ୍ରଦର୍ଶନୀରେ , ଓଡିଶା ପର୍ଯ୍ୟଟନ ବିଭାଗ ଓ ଏଫ୍‌ଆଇସିସିଆଇ ଦ୍ୱାରା ମିଳିତ ଭାବେ ଆୟୋଜିତ ୫ମ ଓଡିଶା ଟ୍ରାଭେଲ ବଜାର ୨୦୨୪ ୧୪ଟି ଦେଶରୁ ସମ୍ମାନିତ ବିଦେଶୀ ଟୁର୍ ଅପରେଟର ଏବଂ ଭାରତର ୧୭ଟି ରାଜ୍ୟର ପ୍ରତିନିଧିମାନଙ୍କ ଅଂଶଗ୍ରହଣର ସାକ୍ଷୀ ହୋଇଥିଲା । ଏହି କାର୍ଯ୍ୟକ୍ରମର ହାଇଲାଇଟ୍ ଥିବା ଫ୍ୟାମିଲିଆରାଇଜେଶନ (ଏଫ୍‌ଏଏମ୍‌) ଟ୍ରିପ ଯାହା ଓଡିଶାର ଐତିହ୍ୟର ମହାନତାରେ ପ୍ରତିନିଧିମାନଙ୍କୁ ନିମଜ୍ଜିତ କରିଥିଲା । ଏହି ଯାତ୍ରା କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରୁ ଆରମ୍ଭ ହୋଇଥିଲା ଯେଉଁଠାରେ ବିଦେଶୀ ଟୁର ଅପରେଟରମାନେ ତ୍ରୟୋଦଶ ଶତାବ୍ଦୀର ଚମତ୍କାର ସ୍ଥାପତ୍ୟ କଳାକୃତି ଓ ସାଂସ୍କୃତିକ ମହତ୍ୱରେ ବିମୋହିତ ହୋଇଥିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ନିମଜ୍ଜିତ ଅନୁଭୂତି ପ୍ରଦାନ କରିଥିବା ବେଳେ ଅଂଶଗ୍ରହଣକାରୀଙ୍କୁ ଜଗନ୍ନାଥ ମନ୍ଦିରର ଚାରିପାଶ୍ୱର୍ର ଆଧ୍ୟାତ୍ମିକ ପରିବେଶର ସାକ୍ଷୀ ହେବାକୁ ଅନୁମତି ଦେଇଥିଲା । ଏହି ଅନ୍ୱେଷଣ ଲଳିତଗିରି, ରତ୍ନଗିରି, ଉଦୟଗିରିର ପ୍ରାଚୀନ ବୌଦ୍ଧ ମନ୍ଦିର ଓ ସ୍ତୁପଗୁଡିକୁ ପରିଦର୍ଶନ ସହ ଜାରି ରହିଥିଲା ଯେଉଁଠାରେ ପ୍ରତିନିଧିମାନେ ଓଡିଶାରେ ବୌଦ୍ଧ ଧର୍ମର ସମୃଦ୍ଧ ଇତିହାସର ଅନୁଭୂତି ପାଇଥିଲେ । ଭୁବନେଶ୍ୱରର ଐତିହାସିକ ସ୍ଥାନଗୁଡିକ ଏକ ଆଧୁନିକ ସ୍ପର୍ଶ ପ୍ରଦାନ କରିଥିଲା, ପରମ୍ପରା ଓ ସହରାଂଚଳ ବିକାଶର ଶୃଙ୍ଖଳିତ ମିଶ୍ରଣକୁ ପ୍ରଦର୍ଶିତ କରିଥିଲା । ସୌନ୍ଦର୍ଯ୍ୟପୂର୍ଣ୍ଣ ପରିଦୃଶ୍ୟର ପୃଷ୍ଠଭୂମିରେ କୋଣାର୍କରେ ଇକୋ ରିଟ୍ରିଟ୍‌ ନେଟ୍‌ୱର୍କିଙ୍ଗ ଓ ସାଂସ୍କୃତିକ ବିନିମୟ ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିଥିଲା ।

ଏହି ଆକର୍ଷଣୀୟ ସ୍ଥାନ ଓଡିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା ପାଇଁ ମଂଚ ପ୍ରସ୍ତୁତ କରିଥିଲା । ଓଡିଶାର ଆତିଥ୍ୟ କ୍ଷେତ୍ର ଉପରେ ତଥ୍ୟ ହାସଲ କରିବା ପାଇଁ ଟୁର୍ ଅପରେଟରମାନଙ୍କର ଏକ ଗ୍ରୁପ୍ ପୁରୀରେ ହୋଟେଲଗୁଡିକରେ ରହିବା ପାଇଁ ଚୟନ କରିଥିଲେ । ଏହା ସେମାନଙ୍କୁ ଓଡିଶାକୁ ପରିଭାଷିତ କରୁଥିବା ସ୍ୱାଗତଯୋଗ୍ୟ ଆତିଥ୍ୟର ପ୍ରତ୍ୟକ୍ଷ ଅନୁଭୂତି ପାଇବା ପାଇଁ ଅନୁମତି ଦେଇଥିଲା । ଏହି କାର୍ଯ୍ୟକ୍ରମ କେବଳ ଓଡିଶାର ପର୍ଯ୍ୟଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ନୁହେଁ ବରଂ ଓଡିଶାର ପର୍ଯ୍ୟଟନ ଶିଳ୍ପ ଓ ଆନ୍ତର୍ଜାତୀୟ ଟ୍ରାଭେଲ ଏଜେନ୍ସି ମଧ୍ୟରେ ସହଭାଗିତା ଓ ସହଯୋଗିତା ବିକଶିତ କରିବାକୁ ଲକ୍ଷ୍ୟ ରଖିଛି ।

ବିଶ୍ୱର କୋଣ ଅନୁକୋଣର ଅଂଶଗ୍ରହଣକାରୀଙ୍କ ସହିତ ୫ମ ଓଡିଶା ଟ୍ରାଭେଲ ବଜାର ୨୦୨୪ ଏକ ଉନ୍ନତ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରୁଛି, ପ୍ରାଚୀନ ଐତିହ୍ୟ, ଆଧ୍ୟାତ୍ମିକ ସ୍ଥାନ ଓ ଆଧୁନିକ ସୁବିଧାଗୁଡିକର ଏକ ସ୍ୱତନ୍ତ୍ର ମିଶ୍ରଣ ପ୍ରଦାନ କରୁଛି । ଆନ୍ତର୍ଜାତୀୟ ପର୍ଯ୍ୟଟନ ପାଇଁ ଏକ ହୃଦୟସ୍ପର୍ଶୀ ପଦକ୍ଷେପରେ ଥାଇଲ୍ୟାଣ୍ଡର ଟୁର ଅପରେଟରମାନଙ୍କର ଏକ ପ୍ରତିନିଧି ୫ମ ଓଡିଶା ଟ୍ରାଭେଲ ବଜାର ୨୦୨୪ ସମୟରେ ଏକ ଆକର୍ଷଣୀୟ ପରିଦର୍ଶନ ପରେ ଓଡିଶା ସହ ନିଜର ସଂଯୋଗ ସ୍ଥାପନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଓଡିଶାର ସାଂସ୍କୃତିକ ସମୃଦ୍ଧତା ଓ ଐତିହାସିକ ଉତ୍କର୍ଷତା ଦ୍ୱାରା ବିମୋହିତ ହୋଇ ଏହି ଥାଇ ଟୁର ଅପରେଟରମାନେ ଦୁଇ ଦେଶ ମଧ୍ୟରେ ଏକ ତତ୍କାଳ ସାଂସ୍କୃତିକ ବିନିମୟ ପାଇଁ ସମ୍ଭାବନାକୁ ଚିହ୍ନଟ କରିଥିଲେ ।

ସେମାନଙ୍କ ଯାତ୍ରା କୋଣାର୍କର ସୂର୍ଯ୍ୟ ମନ୍ଦିରର ଅନ୍ୱେଷଣ ସହିତ ଆରମ୍ଭ ହୋଇଥିଲା, ଏଠାକାର ସ୍ଥାପତ୍ୟ କଳାର ଉତ୍କର୍ଷତା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଯାହା ଭାରତର ପ୍ରାଚୀନ ଗୌରବର ଏକ ପ୍ରମାଣ ଅଟେ । ଏହି ଅବସରରେ ଏକ୍ସୋରେସ୍ ଇଂଟରନ୍ୟାଶନାଲର ଏମ୍‌ଡି ସୁଥ୍‌ମ ସାଚାଫିମୁଖ କହିଛନ୍ତି, ଲୋକମାନଙ୍କ ସହ ସଂଯୋଗ କରିବା ଓ ଓଡିଶାକୁ ପର୍ଯ୍ୟଟନର ବିସ୍ତାର କରିବା ପାଇଁ ଏହା ଏକ ଉନ୍ନତ ସୁଯୋଗ । ଆମେ ଆମର ସମସ୍ତ ବ୍ୟାଙ୍ଗକକ୍ ସହଯୋଗୀଙ୍କ ସହିତ ଏଠାକୁ ଆସି ଖୁବ୍ ଆନନ୍ଦିତ । ଆମର ଥାଇଲ୍ୟାଣ୍ଡ ଓ ଭାରତୀୟ ଏଜେଂଟ୍‌ମାନେ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି ।’ ଇଣ୍ଡିଆନ ଆସୋସିଏଶନ ଅଫ୍ ଥାଇଲ୍ୟାଣ୍ଡର ଉପାଧ୍ୟକ୍ଷ ସୋମ୍‌ସଙ୍ଗ ସମୁଖ୍ କହିଛନ୍ତି, ‘ଥାଇଲ୍ୟାଣ୍ଡର ଅଧିକାଂଶ ଲୋକଙ୍କର ବୌଦ୍ଧ ଧର୍ମରେ ବିଶ୍ୱାସ ରହିଛି । ଓଡିଶାରେ ଅନେକ ବୁଦ୍ଧିଷ୍ଟ୍ ସାଇଟ ରହିଛି ।

ତେଣୁ ମୁଁ ଓଡିଶାକୁ ଥାଇଲ୍ୟାଣ୍ଡରେ ଏକ ପର୍ଯ୍ୟଟନ ଗନ୍ତବ୍ୟବସ୍ଥଳୀ ଭାବେ ପ୍ରୋତ୍ସାହିତ କରୁଛି ।’ ଏନ୍‌ସି ଟୁର୍ ଓ ଏଂଟରପ୍ରିସ୍‌, ଥାଇଲ୍ୟାଣ୍ଡର ନୁଆନ୍‌ଚାନ ପିଏନ୍‌ତାମ କହିଛନ୍ତି, ‘ଏହା ଏକ ସୁନ୍ଦର ସ୍ଥାନ । ବୁଦ୍ଧିଷ୍ଟ ସର୍‌କିଟ୍‌, ଓଡିଶା ବିନା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ମୋର କମ୍ପାନୀ ପର୍ଯ୍ୟଟକମାନଙ୍କର ଅନେକ ଗ୍ରୁପ୍‌କୁ ଓଡିଶାର ବୁଦ୍ଧିଷ୍ଟ ସାଇଟ ଓ ଭାରତର ଅନ୍ୟାନ୍ୟ ସ୍ଥାନଗୁଡିକୁ ପରିଦର୍ଶନ କରିବା ପାଇଁ ପଠାଇଛି । ବର୍ତମାନ ଆମ ନିକଟରେ ବ୍ୟାଙ୍ଗକକ୍‌ରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ରହିଛି । ଆମର ପର୍ଯ୍ୟଟକମାନେ ଏହାକୁ ପ୍ରଶଂସା କରିଛନ୍ତି । ମୁଁ ଆଶା କରୁଛି ଯେ, ଭାରତ ଦେଶର ପ୍ରମୁଖ ବୁଦ୍ଧିଷ୍ଟ ସାଇଟ୍‌ଗୁଡିକ ପାଇଁ ଡାଇରେକ୍ଟ ଫ୍ଲାଇଟ୍ ସୁବିଧା କରିପାରିବ ।’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 16, 2026
ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version