• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୁଣା ବିଜେଡି ସକ୍ରିୟ କର୍ମୀ ଓ ନେତାଙ୍କୁ ବିଧାୟକ ଙ୍କ ଅଣଦେଖା ନେଇ ସାମ୍ବାଦିକ ସମ୍ମିଳନୀ

Proprietor Abhimanyu Maharana by Proprietor Abhimanyu Maharana
January 30, 2024
in ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍
0
ପୁରୁଣା ବିଜେଡି ସକ୍ରିୟ କର୍ମୀ ଓ ନେତାଙ୍କୁ ବିଧାୟକ ଙ୍କ ଅଣଦେଖା ନେଇ ସାମ୍ବାଦିକ ସମ୍ମିଳନୀ
Share on FacebookShare on TwitterWhatsapp

୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣଗଡ ନିର୍ବାଚନ ମଣ୍ଡଳୀର ପୁରୁଣା ବିଜେଡି ସକ୍ରିୟ କର୍ମୀ ଓ ନେତାଙ୍କୁ ପାଟଣାଗଡ ବିଧାୟକ ସରୋଜ ମେହେର ଅଣଦେଖା କରୁଥିବାନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି । ସାରା ରାଜ୍ୟରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ଚେହେରା ଭାବରେ ପରିଗଣିତ ହୋଇଥାଏ ‌। ତେବେ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି ଦଳର ସକ୍ରିୟ କର୍ମୀ ଓ ନେତାମାନେ ବିଧାୟକ ଙ୍କ କାର୍ଯ୍ୟକଲାପକୁନେଇ ଏବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳର ପ୍ରଦୀପ ପୁରୋହିତ,ଗୁଲାପ ମେହେର,ତନ୍ନୟ ପାଣିଗ୍ରାହୀ,ଆଲୋକ ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମୀ ଙ୍କ କହିବା ମୁତାବକ ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ପୁର୍ବରୁ ସରୋଜ ଉପଖଣ୍ଡରେ ଜଣେ ଚାଷୀ ସହ ସଫଲ ବ୍ୟବସାୟୀ ଭାବରେ ଜଣାଶୁଣା ଥିଲେ । ତେବେ ୩ ଗୋଟି ବ୍ଲକରେ ବିଜେଡି ଦଲର ବିଭିନ୍ନ ପଦପଦବିରେ ଥିବା ପୁରୁଣା ସକ୍ରିୟ କର୍ମୀ ଓ ନେତାମାନେ ସରୋଜ କୁ ରାଜନୀତି କୁ ଆଣିବା ସ଼ହ ଦଲୀୟ ନିର୍ଦ୍ଦେଶ ମୁତାବକ ପରିଚାଲିତ ହୋଇ ତାଙ୍କ ନେତୃତ୍ବରେ ୨୫ ବର୍ଷର ବିଜେପି ଗଡକୁ ଭାଙ୍ଗିବାରେ ସଫଲ ହୋଇଥିଲେ । ସରୋଜ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ହେବାର କିଛିମାସ ସବୁତକ ଠିକଠାକ ଥିଲା । ପରେ କିନ୍ତୁ ସେ ପୁରୁଣା ସକ୍ରିୟ କର୍ମୀ ଓ ନେତାଙ୍କୁ ଅଣଦେଖାକରି କିଛି ଅନଭିଜ୍ଞ ଦଲୀୟ କର୍ମୀ ଓ ନେତାଙ୍କ ଦ୍ଵାରା ପରିଚାଳିତ ହୋଇ ବେଲପଡା ବ୍ଲକ ଘାଗୁଲ୍ଲି ଗାଁରେ ଦିନ ଦୀଇପହରରେ ସର୍ବ ସମ୍ଭୁଖରେ ଜଣେ ଆଦିବାସୀ ଯନ୍ତ୍ରୀଙ୍କୁ କାନ ଧରି ଉଠବସ କରାଇଥିଲେ । ପରେ ପରିଣାମ ସ୍ବରୂପ ତାଙ୍କୁ ଜେଲ ଜିବାକୁ ମଧ୍ୟ ପଡ଼ିଥିଲା ।ବିବାଦୀୟ ସ୍ଥାନରେ ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରି ଭଗବାନ ପର୍ଶୁରାମଙ୍କ ପ୍ରତିଛବିକୁ ଅପସରଣ କରିବାରୁ ଲୋକଙ୍କ ଭାବନା ସହ ଖେଲିଥିବାରୁ ହିନ୍ଦୁ ସମାଜ ସହ ନିର୍ବାଚନ ମଣ୍ଡଳୀର ଳୋକେ ତାଙ୍କୁ ପ୍ରବଲ ବିରୋଧ କରିଥିଲେ । ଜାହା ଫଲରେ ବିଜୁଜନତାଦଳ ଏବେ ନିର୍ବାଚନ ମଣ୍ଡଳୀରେ ବଦନାମ ହେବାରେ ଲାଗିଛି । ଏପରିକି ବିଧାୟକ ଶ୍ରୀ ମେହେର ବିଜୟ ହେବାପରେ ସେତାଙ୍କ ଦରମାକୁ ଖଟିଖିଆ ଓ ଗରିବ ଳୋକଙ୍କୁ ଭର୍ତ୍ତା ଦେବାପାଇଁ ଘୋଷଣା କରି ଏବେ ସେଥିରୁ ମଧ୍ୟ ମୁଁହ ଫେରେଇ ନେଇଥିବାନେଇ ସେ ବର୍ତ୍ତମାନ ସମାଲୋଚନାରପାତ୍ର ହୋଇଛନ୍ତି । ଠିକା ବଣ୍ଟନ କାମକୁ ନେଇ ପ୍ରାରମ୍ଭରୁ ହିଁ ବିବାଦ ଘେରରେ ଥିବା ବିଧାୟକଙ୍କ ଏସବୁ କାର୍ଯ୍ୟକଲାପକୁନେଇ ଏବେ ତିନୋଟି ବ୍ଲକର ପୁରୁଣା ସକ୍ରିୟ ଦଲିୟ କର୍ମୀ ଓ ନେତା ଦଲୀୟ ଫର୍ମରେ ରାଜ୍ୟର ଦଲୀୟ ସାଙ୍ଗଠନିକ ସମ୍ପାଦକ ପ୍ରଣପ୍ରକାଶ ଦାସ (ବବି) ସୁସାନ୍ତ ସିଂ ଓ କଲିକେଶ ନାରାୟଣ ସିଂଦେଓ ଙ୍କୁ ମୋୖଖିକ ଭାବରେ ଅଭିଯୋଗ ମଧ୍ୟ କରିଥିଲେ । ବାରମ୍ବାର ଅଭିଯୋଗ ସ୍ଵତ୍ବେ ସେମାନ କୋୖଣସି ସୁଫଳ ପାଇନଥିବାରୁ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଧାୟକ ଙ୍କ ଏହିସବୁ ମନମୁଖୀ କାଯ୍ୟକଲାପକୁ ଲୋକଲୋଚନକୁ ଆଣିବାସହ ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିବାନନ୍ଦ ପରିଛା, ଲିଙ୍ଗରାଜ ନାଗ, ଯୁବରାଜ ମେହେର, ରିଙ୍କୁ ପୁରୋହିତ,ଶିବ ଛତର, ମଣ୍ଟୁ ପଧାନ,ପ୍ରତାପ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

May 3, 2026
ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version