ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ବାଲେଶ୍ୱର :- ବସ୍ତା ,ବାଲେଶ୍ୱର ଜିଲ୍ଲାରେ କରୋନା ସ୍ଥିତି କ୍ରମଶଃ ବିଗିଡି ବାରେ ଲାଗିଛି। ବସ୍ତା ବ୍ଲକରେ ମୋଟ ୩୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସନ୍ତୋଷପୁର ପଂଚାୟତର ଥେଂଗଡିହା ରୁ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏହାପରେ ଏହି ଅଞ୍ଚଳରେ କରୋନା ସଂକ୍ରମଣକୁ ଏଡାଇବା ପାଇଁ ସନ୍ତୋଷପୁର ପଞ୍ଚାୟତର ସରପଞ୍ଚ ଅନାମିକା ଦାସମହାପାତ୍ର ଜିଲ୍ଳାପାଳ କ୍ଷମତା ବ୍ୟବହାର କରି ୨୩ ତାରିଖ
ଗୁରୁବାର ଠାରୁ ୩୦ ତାରିଖ ସକାଳା ପର୍ୟ୍ୟନ୍ତ ପାଇଁ ସଟ୍ଡ଼।ଉନ ଘୋଷଣା କରିଛନ୍ତି। ଏହି ସମୟରେ ଆମୁଲାନ୍ସ, ଦମକଳ ଭଳି ଜରୁରୀ କାଳୀନ ସେବା ସହିତ ଔଷଧ,ସାର ଦୋକାନ, ସରକାରୀ ଦପ୍ତର ଖୋଲା ରହିବ ବୋଲି ଘୋଷଣା କରିଛନ୍ତି।ଞ ଏହି ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସୀଂ ଜୋରଦାର କରାଯାଇଛି । (ଦୀପ୍ତିମାନ୍ ପତି/ବାଲେଶ୍ୱର)