• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଜିର ରାଶିଫଳ : ଆଜି ଦିନଟି ଆପଣଙ୍କ ମଙ୍ଗଳମୟ ହେଉ

Proprietor Abhimanyu Maharana by Proprietor Abhimanyu Maharana
January 10, 2024
in ଓଡ଼ିଶା, ରାଶିଫଳ, ହୋମ୍
0
ଆଜିର ରାଶିଫଳ : ଆଜି ଦିନଟି ଆପଣଙ୍କ ମଙ୍ଗଳମୟ ହେଉ
Share on FacebookShare on TwitterWhatsapp

ବ୍ୟକ୍ତିଗତ ସମସ୍ତ ସମସ୍ୟା ର ସମାଧାନ ପାଇଁ ଆମ ଜ୍ୟୋତିଷ ଗବେଷଣା କେନ୍ଦ୍ର (ସମାଧାନ କାର୍ଯ୍ୟାଳୟ ) ସହିତ ଯୋଗାଯୋଗ କରନ୍ତୁ 📞 6371337141, 📞 9438023546

ଆଜି 10 ତାରିଖ, ଜାନୁଆରୀ ମାସ, ୨୦୨୪ ମସିହା, ବୁଧବାର, ଧନୁ ୨୬ ଦିନ, ପୌଷ ମାସ, କୃଷ୍ଣ ପକ୍ଷ, ଚତୁର୍ଦଶୀ ତିଥି, ଧନୁ ରାଶି, ମୂଳା ନକ୍ଷତ୍ର

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ମେଷ ରାଶି :- ଆଜି ଦିନ ଟି ଆପଣଙ୍କ ଖୁସି ଓ ସନ୍ତୁଷ୍ଟି ଭରା ରହିବ । ଆଜି ଆପଣଙ୍କୁ କୌଣସି ସନ୍ଥ ମହାପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣଙ୍କୁ ସକାରାତ୍ମକ ଅନୁଭବ ହେବ । ଯଦି ଆପଣ ବେରୋଜଗାର ଅଛନ୍ତି ଓ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତେବେ ଆଜି ଆପଣଙ୍କର ସନ୍ଧାନ ଶେଷ ହେବ । ସନ୍ତାନ ଙ୍କ କାରଣରୁ କିଛି ମାନସିକ ଚିନ୍ତା ସୃଷ୍ଟି ହୋଇପାରେ । ଜୀବନ ସାଥିଙ୍କ କାମ କାର୍ଯ୍ୟ କୁ ନେଇ ବ୍ୟସ୍ତ ରହିବେ । ପ୍ରତିକାର ନାଲି ଗାଈ କୁ ଆଜି କିଛି ଖାଦ୍ୟ ଦେଇ, ଗାଈ ର ଆଗ ପଟ ଡାହାଣ ଗୋଡ଼ ର ଖୁରା କୁ ସ୍ପର୍ଶ କରନ୍ତୁ, ଆପଣଙ୍କ ସର୍ବ ରିଷ୍ଟ ଖଣ୍ଡନ ହେବ I

ବୃଷ ରାଶି :- ଆଜି ଆପଣଙ୍କର ସବୁ ଧ୍ୟାନ ନିଜ ଉପରେ ରହିବ । ଆଜି ଆପଣଙ୍କୁ ଉତ୍ସାହ ଓ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖୀ ରହିବ । ଜୀବନ ସାଥି ଙ୍କ ଭାବନାତ୍ମକ ସମର୍ଥନ ଆପଣଙ୍କୁ ମିଳିବ । ଆଜି ଧନ ପ୍ରାପ୍ତି ସହ ଖର୍ଚ୍ଚ ବୃଦ୍ଧି ହେବ । ଆଜି ଏମିତି କାମ ସମ୍ପୂର୍ଣ୍ଣ ହେବ ଯାହା ବିଷୟରେ ଆପଣ କିଛି ଦିନ ରୁ ଯୋଜନା କରୁଥିଲେ । ଆପଣଙ୍କ ବନ୍ଧୁତା ଙ୍କ ସଂଖ୍ୟା କମିପାରେ । ପ୍ରତିକାର ଶ୍ୱେତ ତୁଳସୀ ର ଚେର କିମ୍ବା ୬ଟି ଶ୍ୱେତ ତୁଳସୀ ର ପତ୍ର କୁ ଗୋଟେ କାଗଜ ରେ ଆପଣଙ୍କ ମନସ୍କାମନା କୁ ନାଲି କାଳି ରେ ଲେଖି ତା ଭିତରେ ସେ ପତ୍ର କିମ୍ବା ଚେର କୁ ରଖି ତାକୁ ଆପଣଙ୍କ ପର୍ସ କିମ୍ବା ପକେଟ ରେ ରଖିଦିଅନ୍ତୁ, ଶୁଭ ସମାଚାର ପ୍ରାପ୍ତ ହେବI

ମିଥୁନ ରାଶି :- ଆଜି ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ । ଆପଣ ପରିବାର ଲୋକ ଙ୍କ ସହ ଭଲ ସମୟ ବିତେଇବେ । ଆଜି ଆପଣ ଅନ୍ୟ ମାନଙ୍କ ପାଇଁ ଖର୍ଚ୍ଚ କରିବେ କିନ୍ତୁ ନିଜର ଖର୍ଚ୍ଚ କୁ ନେଇ ଅବହେଳା କରନ୍ତୁ ନାହି । ଆପଣଙ୍କୁ ବ୍ୟାପାର କ୍ଷେତ୍ର ରେ ଅଚାନକ ଧନ ଲାଭ ହେବାର ସମ୍ଭାବନା ଅଛି । ଆଜି ଦିନ ରେ ଆପଣ ଗୃହ, ଜମି କିମ୍ବା ବାହନ କ୍ରୟ କରି ପାରନ୍ତି । ଆପଣଙ୍କୁ ବ୍ୟାପାରିକ ଲାଭ ହେବ । ପ୍ରତିକାର ପାନ ପତ୍ର ରେ ସିନ୍ଦୁର ରଖି ତାକୁ ପୁଡିଆ ଭଳି କରି ଧଳା ଓ ସବୁଜ ରଙ୍ଗ ସୂତାରେ ଭଲକି ଗୁଡେଇ କି ବାନ୍ଧି ଅଶ୍ୱତଥ ବୃକ୍ଷ ମୂଳରେ ପୋତି ଦିଅନ୍ତୁ, ଆଜି ଆପଣଙ୍କ ସମସ୍ତ ମନ ବାଞ୍ଛା ପୂରଣ ହେବ I

କର୍କଟ ରାଶି :- ଆଜି ଆପଣଙ୍କ ସନ୍ତାନ ଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ । କ୍ରୋଧ ଉପରେ ସଂଯମତା ରଖନ୍ତୁ । ନିଜର ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ ଆଜି ତାଜା ଫଳ ଓ ଖାଦ୍ୟ ଖାଆନ୍ତୁ । ସଫଳତା ସହ ଆତ୍ମବିଶ୍ଵାସ ବଢିବ । ବ୍ୟବସାୟରେ ସତର୍କ ରୁହନ୍ତୁ । କ୍ଯାରିୟର ସମ୍ବନ୍ଧିତ କୌଣସି ବଡ ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନରେ କିଛି ସମସ୍ଯା ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଧନ ପ୍ରାପ୍ତି ଓ ସମୃଦ୍ଧି ବଢିବ । ପ୍ରତିକାର ଶ୍ୱେତ ଅପରାଜିତା ଗଛ ର ଚେର କୁ ଦକ୍ଷିଣ ହସ୍ତ ରେ ଧାରଣ କରନ୍ତୁ, ଆପଣଙ୍କ ଦିନ ଟି ମଙ୍ଗଳମୟ ହେବ I

ସିଂହ ରାଶି :- ଧନ ର ବୃଦ୍ଧି କରିବା ପାଇଁ ଆପଣଙ୍କୁ ବନ୍ଧୁ ଙ୍କ ସହଯୋଗ ମିଳିବ । ନୂଆ ନୂଆ ବିବାହିତ ବ୍ୟକ୍ତି ନିଜ ପାଇଁ ଆଜି ଦିନ ଟି ମନେ ରହିବା ଭଳି ସାବ୍ଯସ୍ତ ହେବ । ଗୃହ କାର୍ଯ୍ୟ ରେ ଲାଭ ଦେଖାଯିବ । ଆପଣଙ୍କ ପାଇଁ ଆଜି ଦିନ ଟି ଅଧିକ ବ୍ୟସ୍ତ ଭରା ରହିବ ଯାହା କାରଣରୁ ଆପଣ ଥକାପଣ ଅନୁଭବ କରିବେ । ଆଳସ୍ୟ ଠାରୁ ଦୂରେଇ ରୁହନ୍ତ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆଜି ପ୍ରତ୍ୟେକ କାମ ସତର୍କ ପୂର୍ବକ କରନ୍ତୁ । ପ୍ରତିକାର ସୂର୍ଯ୍ୟ ଙ୍କୁ ନାଲି ମନ୍ଦାର ଫୁଲ ଅର୍ପଣ କରି କଞ୍ଚା ଦୁଗ୍ଧ ରେ ସିନ୍ଦୁର ଗୋଳେଇ ଅର୍ଘ୍ୟ ଦିଅନ୍ତୁ, ରିଷ୍ଟ ଖଣ୍ଡନ ହେବ I

କନ୍ୟା ରାଶି :- ଆଜି ଆପଣଙ୍କର ଅଧିକାଂଶ ସମୟ ଜୀବନ ସାଥିଙ୍କ ସହ ବିତେଇ ପାରନ୍ତି । କିଛି ନୂଆ ଶିଖିବାର ଉତ୍ସାହ ରହିବ । ଆଜି ଆପଣ ଯେଉଁ ଯୋଜନା କରିଛନ୍ତି ସେଥିରେ ସଫଳତା ମିଳିବ । ଯାନ ବାହନ ବା ଯନ୍ତ୍ରପାତି କାମ ସତର୍କ ର ସହିତ ବ୍ୟବହାର କରନ୍ତୁ । ଆପଣଙ୍କର କରିଥିବା କାର୍ଯ୍ୟ ର ପ୍ରଶଂସା ମିଳିବ । ପିଲା ମାନଙ୍କର କଥା ରେ ମନ ପ୍ରସନ୍ନ ହେବ । ଚାକିରି ରେ ଉନ୍ନତି ହେବାର ଯୋଗ ଅଛି । ପ୍ରତିକାର ବୃଦ୍ଧଦାରକ ବୃକ୍ଷ କୁ ପୂଜା କରି ତା ଚେର କୁ ତିଳକ କରି କପାଳ ରେ ଧାରଣ କରନ୍ତୁ, ଆପଣଙ୍କୁ ନୂତନ ଉର୍ଜ୍ଜ୍ୟା ପ୍ରାପ୍ତି ହେବ I

ତୁଳା ରାଶି :-  ଆଜି ଆପଣ କିଛି କହିବା ପୂର୍ବରୁ ଭାବି ଚିନ୍ତି କୁହନ୍ତୁ । ଆଜି ଆପଣଙ୍କର ସବୁ କାମ ମନ ମୁତାବକ ସମ୍ପୂର୍ଣ୍ଣ ହେବ । ଆପଣ ପିଲାଙ୍କ ସହ ବୁଲିବାର ଯୋଜନା କରିବେ । ଏହା ସହ ଆପଣ କୌଣସି ଖାସ ବନ୍ଧୁଙ୍କ ସହ ଭେଟ କରିବେ । ଲୋକେ ଆଜି ଆପଣଙ୍କ ଠାରୁ କିଛି ଶିଖିବାକୁ ଚେଷ୍ଟା କରିବେ । ଆପଣଙ୍କ ଦ୍ଵାରା ନିଜର ପୂର୍ଣ୍ଣ କାର୍ଯ୍ୟ କ୍ଷମତା ର ପ୍ରୟୋଗ ଆପଣଙ୍କୁ ପ୍ରତେକ କାମରେ ସଫଳ ବନାଇବ । ପ୍ରତିକାର ୭ ଟି ତ୍ରିଶାଖା ବେଲ ପତ୍ରୀ ରେ ସିନ୍ଦୁର ରେ ସ୍ୱସ୍ତିକ ଆଙ୍କି ହନୁମାନ ଙ୍କୁ ଅର୍ପଣ କରନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ I

ବିଛା ରାଶି :- ଆପଣଙ୍କୁ ପରିବାର ର ସହଯୋଗ ମିଳିବ । ଜୀବନ ସାଥିଙ୍କ ସହ ଭଲ ସମୟ ବିତେଇବେ । ଜୀବନ ସାଥିଙ୍କ ସମ୍ମାନ କରନ୍ତୁ ଆଜି ଦିନରେ ତାଙ୍କର ପରାମର୍ଶ ମାନିବା ଶୁଭ ହେବ । ଭବିଷ୍ୟତ ସମ୍ବନ୍ଧିତ ଯୋଜନା କରିବାର ଆବଶ୍ୟକତା ଅଛି । କେବଳ ଚିନ୍ତା କୁ ମହତ୍ଵ ଦେବା ବଦଳରେ କାର୍ଯ୍ୟ କ୍ଷମତା ର ବ୍ୟବହାର ଠିକ ରେ କରନ୍ତୁ । ନଚେତ ଅଧିକ ସମୟ ଚିନ୍ତା ରେ ରହିବେ । ପ୍ରତିକାର କୁଙ୍କୁମ ବୃକ୍ଷ କୁ ପୂଜା କରନ୍ତୁ ଆଜି ଆପଣଙ୍କ ସର୍ବ ଗ୍ରହ ଶାନ୍ତି ହେବ ଓ ଆପଣ ଙ୍କ ଦିନ ଟି ମଙ୍ଗଳମୟ ହେବ I

ଧନୁ ରାଶି :- ଆଜି ଆପଣ ଟିକେ ଭାବୁକ ହୋଇ ପାରନ୍ତି । ଆପଣଙ୍କୁ ଏକା ସହ ଅନେକ କାମ ସମ୍ଭାଳିବାକୁ ପଡିବ । ନିଜର ପ୍ରେମୀ ବା ଜୀବନ ସାଥି ଙ୍କ ଉପରେ ହୁକୁମ କରନ୍ତୁ ନାହି । ଆପଣଙ୍କ ବିଶ୍ଵାସ ର ସାହାରା ରେ ପାରିବାରିକ ସମ୍ପର୍କ ମଜବୁତ ହେବ । ଶିକ୍ଷା କ୍ଷେତ୍ର ସହ ଜଡିତ ଲୋକଙ୍କ ପାଇଁ ଦିନ ଶୁଭ ହେବ । ଆପଣଙ୍କ ରୋଜଗାର ଭଲ ରହିବ । ଶୀଘ୍ର ସଫଳତା ପାଇବା ଚକ୍କର ରେ ଅନୁଚିନ୍ତା କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ନାହି । ପ୍ରତିକାର ହଳଦୀ କୁ ତିଳକ କରି ମୁଣ୍ଡ ରେ ମାରନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ I

ମକର ରାଶି :- ଅଟକି ରହିଥିବା କାମ ପୁରା ହେବ । କାହା କଥାରେ ପଡନ୍ତୁ ନାହି । କୌଣସି ଭଲ ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କ ଗୃହ ଉପୋଯୋଗୀ ବସ୍ତୁ ରେ ବୃଦ୍ଧି ହେବ ଯାହା ପାଇଁ ଆପଣ କିଛି ଧନ ବ୍ୟୟ କରିବେ । ଯଦି ସମ୍ପର୍କ ରେ ଲମ୍ବା ସମୟରୁ ବାଦ ବିବାଦ ଚାଲିଛି ତେବେ ତାହାର ସମାଧାନ ହେବ । ଯାହା ଦ୍ଵାରା ସମ୍ପର୍କ ରେ ନିକଟତର ହେବେ । ଆପଣଙ୍କୁ ବନ୍ଧୁ ଙ୍କ ସମର୍ଥନ ଆନନ୍ଦ ଦେବ । ପ୍ରତିକାର କୃଷ୍ଣ ତୁଳସୀ ମୂଳରେ ଜଳ ଅର୍ପଣ କରି ସେ ମାଟି କୁ ଆଣି ତିଳକ କରି ମୁଣ୍ଡ ରେ ଲଗାନ୍ତୁ ଆଜି ଆପଣଙ୍କର ସର୍ବ କାର୍ଯ୍ୟ ସିଦ୍ଧି ହେବ I

କୁମ୍ଭ ରାଶି :- ଆଜି ଆପଣ କଠିନ ସମସ୍ଯା ର ସମାଧାନ କରିବେ । କର୍ମ କ୍ଷେତ୍ର ରେ ଭଲ ଲାଭ ମିଳିବାର ସମ୍ଭାବନା ଦେଖା ଯାଉଛି । ଲୋକ ସମ୍ପର୍କ ବୃତ୍ତି ସହ ଜଡିତ ଲୋକ ଙ୍କୁ ନୂଆ ସୁଯୋଗ ମିଳିବ । ନିଜ କର୍ମ କୌଶଳ ର ପ୍ରୟୋଗ ଅଧିକ ରୁ ଅଧିକ କରିବେ । ଏହା ଆପଣଙ୍କୁ ଭଲ ଲାଭ ଦେଇପାରେ । ସାର୍ବଜନୀକ ଜୀବନରେ ଅପଯଶ ବା ଅପକୀର୍ତ୍ତୀ ଆପଣଙ୍କ ମାନ ପ୍ରତିଷ୍ଠା କୁ ହାନି ପହଞ୍ଚାଇ ପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପ୍ରତିକାର ଆଜି ଆପଣ ଶ୍ୱେତ ଅପରାଜିତା ଗଛ ରେ ଜଳ ଅର୍ପଣ କରନ୍ତୁ, ଆଜି ଦିନଟି ଶୁଭଙ୍କର ହେବ I

ମୀନ ରାଶି :- ଆଜି କୌଣସି ଦାୟିତ୍ଵ କୁ ନେଇ ଆପଣ ସତର୍କ ରହିବାର ଅଛି । ଧନ ଜନିତ କିଛି ସମସ୍ଯା ହୋଇପାରେ । ଖାଦ୍ଯପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆପଣ ବ୍ୟୟ ର ସନ୍ତୁଳନ ରକ୍ଷା କରିବେ । ଛୋଟ ଭାଇ ଙ୍କ ସହ ସାମଞ୍ଜସ୍ଯ ବଜାୟ ରଖନ୍ତୁ । ସେମାନଙ୍କ ମାଧ୍ୟମ ରେ ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଛୋଟ ଛୋଟ କଥାରେ ରାଗନ୍ତୁ ନାହି । ଆପଣଙ୍କର ପାରିବାରିକ ପ୍ରତିଷ୍ଠା ରେ ବୃଦ୍ଧି ହେବାର ଦିନ ଅଟେ । ପ୍ରତିକାର ଆଜି ଆପଣ ପାନ ପତ୍ର ରେ ହଳଦୀ ରେ ଶ୍ରୀରାମ ୫ଥର ଲେଖି ହନୁମାନଙ୍କୁ ଅର୍ପଣ କରନ୍ତୁ, ଆପଣଙ୍କ ପାଇଁ ମଙ୍ଗଳ ହେବ I

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜନଶୁଣାଣୀ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ଅଭାବ ହେତୁ ଅଭିଯୋଗକାରୀଙ୍କ ସଂଖ୍ୟା କମୁଚି

ଜନଶୁଣାଣୀ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ଅଭାବ ହେତୁ ଅଭିଯୋଗକାରୀଙ୍କ ସଂଖ୍ୟା କମୁଚି

May 20, 2025
ରୋଗୀଙ୍କ ସହିତ 62ତମ ଜନ୍ମଦିନ ପାଳନ କରିବା ସହିତ ବୃକ୍ଷ ରୋପଣ କଲେ ଡାକ୍ତର ମଙ୍ଗରାଜ

ରୋଗୀଙ୍କ ସହିତ 62ତମ ଜନ୍ମଦିନ ପାଳନ କରିବା ସହିତ ବୃକ୍ଷ ରୋପଣ କଲେ ଡାକ୍ତର ମଙ୍ଗରାଜ

May 20, 2025
ବାସ୍ତବ ଟିଭି ଓ ଓଡିଶା ମିରର ପକ୍ଷରୁ ମେଧା ସମ୍ମାନ “ଉଡାଣ” ଅନୁଷ୍ଠିତ

ବାସ୍ତବ ଟିଭି ଓ ଓଡିଶା ମିରର ପକ୍ଷରୁ ମେଧା ସମ୍ମାନ “ଉଡାଣ” ଅନୁଷ୍ଠିତ

May 20, 2025
ଗଜପତି ପୋଲିସ କୁ ମିଳିଛି ବଡ ସଫଳତା : ବୟସ୍କ ଦମ୍ପତ୍ତି ଙ୍କ ବେକରୁ ସୁନା ଗହଣା ଝାମ୍ପୀ ନେଉଥିବା ଲୁଟେରା ପୋଲିସ ହାତରେ ଧରା ପଡ଼ି ଗିରଫ ବହୁ ମାତ୍ରାରେ ସୁନା ଗହଣା ଜବତ

ଗଜପତି ପୋଲିସ କୁ ମିଳିଛି ବଡ ସଫଳତା : ବୟସ୍କ ଦମ୍ପତ୍ତି ଙ୍କ ବେକରୁ ସୁନା ଗହଣା ଝାମ୍ପୀ ନେଉଥିବା ଲୁଟେରା ପୋଲିସ ହାତରେ ଧରା ପଡ଼ି ଗିରଫ ବହୁ ମାତ୍ରାରେ ସୁନା ଗହଣା ଜବତ

May 20, 2025

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜନଶୁଣାଣୀ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ଅଭାବ ହେତୁ ଅଭିଯୋଗକାରୀଙ୍କ ସଂଖ୍ୟା କମୁଚି

ଜନଶୁଣାଣୀ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ଅଭାବ ହେତୁ ଅଭିଯୋଗକାରୀଙ୍କ ସଂଖ୍ୟା କମୁଚି

May 20, 2025
ରୋଗୀଙ୍କ ସହିତ 62ତମ ଜନ୍ମଦିନ ପାଳନ କରିବା ସହିତ ବୃକ୍ଷ ରୋପଣ କଲେ ଡାକ୍ତର ମଙ୍ଗରାଜ

ରୋଗୀଙ୍କ ସହିତ 62ତମ ଜନ୍ମଦିନ ପାଳନ କରିବା ସହିତ ବୃକ୍ଷ ରୋପଣ କଲେ ଡାକ୍ତର ମଙ୍ଗରାଜ

May 20, 2025
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.