• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଦ୍ମ ପରି ଘୁଂଚି ଘୁଂଚି ଯାଉଛି ଆର,ଉଦୟଗିରି ଦୋକାନ ଗୃହ ଆବଣ୍ଟନ ପ୍ରକ୍ରିୟା ନିଷ୍ପତ୍ତି ବିଳମ୍ବ ନେଇ ବୃଦ୍ଧି ପାଉଛି ଅସନ୍ତୋଷ

Proprietor Abhimanyu Maharana by Proprietor Abhimanyu Maharana
January 6, 2024
in ଓଡ଼ିଶା, ଗଜପତି, ହୋମ୍
0
ପଦ୍ମ ପରି ଘୁଂଚି ଘୁଂଚି ଯାଉଛି ଆର,ଉଦୟଗିରି ଦୋକାନ ଗୃହ ଆବଣ୍ଟନ ପ୍ରକ୍ରିୟା ନିଷ୍ପତ୍ତି ବିଳମ୍ବ ନେଇ ବୃଦ୍ଧି ପାଉଛି ଅସନ୍ତୋଷ
Share on FacebookShare on TwitterWhatsapp

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ଗ୍ରାମର ବସଷ୍ଟାଣ୍ଡ ଠାରେ ଦୋକାନ ଗୃହ ବଣ୍ଟନ ନିଷ୍ପତ୍ତି ବିଳମ୍ବ ନେଇ ଯୁବକ ସଂଘ ମଧ୍ୟରେ ଲାଗିରହିଛି ଅସନ୍ତୋଷ । ଏହି ଅସନ୍ତୋଷ ଯେ ଦିନେ କେଉଁରୂପ ନେବ ଏହାକୁ ଆକଳନ କରି ସମୟଚିତ ନିଷ୍ପତି ଯଦି ନିଆନଯାଏ ତେବେ ଭବିଷ୍ୟତରେ ଯେ ଅଂଚଳର ସାଧାରଣ ଜନତା କେଉଁପ୍ରକାର ଆନ୍ଦୋଳନକୁ ଓଲ୍ଲାଇବେ ତାହା ଆର,ଉଦୟଗିରି ଇତିହାସ ଆକଳନ କଲେ ପରିସ୍ଥିତି କେତେଯେ ଜଟିଳ ଆଡକୁ ଗତିକରିବ ତାହା ସମୟହିଁ କହିବା ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭିରାତାର ସହିତ ଶୀଘ୍ର ନିଷ୍ପତି ନେବାର ସମୟ ଆସିଯାଇଛି କାରଣ ଏହା ପୂର୍ବରୁ ବସଷ୍ଟାଣ୍ଡରେ OSRTC ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ୧୫ଟି ଦୋକାନ ଘରକୁ ବ୍ଳକ ପ୍ରଶାସନ ଦ୍ବାରା ଆବଣ୍ଟନକୁ ରବ୍ଦୁ କରି ଲଟେରି ମାଧ୍ୟମରେ ଘର ବଣ୍ଟନ କରିବାକୁ ଗ୍ରାମର ଯୁବକ ସଂଘ ଅଡିବସିଥିଲେ ।

ଏଚହି ବିଷୟ ନେଇ ବହୁବାର ପ୍ରଶାସନ ଓ ଯୁବକ ସଂଘ ମଧ୍ୟରେ ବୈଠକ ହେବାସହ ପଞ୍ଚାୟତ ଅନଶନ ବସିବା ଓ ବ୍ଳକ ଘେରାଉ କରିବା ପରେ ଗତ ୧୧ ତାରିଖରେ ଏନେଇ ଆର,ଉଦୟଗିରି ବିଡିଓଙ୍କ କୋଠରୀ ବୈଠକ କରି ୨୨ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ବୈଠକ ସ୍ଥିର ହୋଇଥିଲା । ପୃର୍ବ ବୈଠକ ନିଷ୍ପତ୍ତି ପ୍ରକାରେ ୨୨ ତାରଖ ଅପରାହ୍ନ ୧୨ଟା ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି ବିଷୟ ନେଇ ବୈଠକ କରାଯାଇଥିଲା । ଏହି ବୈଠକରେ ପଞ୍ଚାୟତ ସରପଞ୍ଚ ଯାମେସ ରାଇକାଙ୍କ ଅଧ୍ୟକ୍ଷତା କରିଥିଲେ ଓ ବୈଠକରେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର , ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ବିଡିଓ ଲରିମନ ଖର୍ସେଲ,

ଜିପିଇଓ ଶଶାଙ୍କ ଶେଖର ସୁବୁଦ୍ଧି , ପୁଲିସ ଏସଆଇ, ତହସିଲି ବିଭାଗ ସୁପଭାଇଜର, ପିଇଓ ପ୍ରଭାକର ପ୍ରଧାନ ,ସମିତିସଭ୍ୟା ସବିତା ବେହେରା, ନ୍ୟାୟ ସରପଞ୍ଚ ରମା ବେହେଦଳାଇ, ପଞ୍ଚାୟତ ସମସ୍ତ ଓ୍ବାର୍ଡସଭ୍ୟ/ସଭ୍ୟା ,ବଣିକ ସଂଘର ଶିବରାମ ପାତ୍ର, ଯୁବକ ସଂଘ ଓ ଗ୍ରାମବାସୀ ନେଇ ବୈଠକରେ ଦୀର୍ଘ ସମୟ ଚାଲିଥିଲା ଓ ବହୁ ଯୁକ୍ତିତର୍କ ସହ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶେଷରେ ବ୍ଳକ ପ୍ରଶାସନ ଓ ଆସିଥିବା ଅଧିକାରୀମାନେ ଯୁବକ ସଂଘ ଦାବିକୁ ରାଜିହୋଇଥିଲେ । OSRTC ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ୧୫ଟି ଦୋକାନ ଘର ବଣ୍ଟନକୁ ରବ୍ଦ କରାଯିବ ସହ ପୂର୍ବରୁ ମିଳିଥିବା ୯ଜଣ ବ୍ୟକ୍ତିଙ୍କୁ ଛାଡି ବଳକା ୬ଟି ଘରକୁ ଲଟେରି ମାଧ୍ୟମରେ ବଣ୍ଟନ କରିବାକୁ ଜିଲ୍ଲାପାଳ ଙ୍କୁ ଲେଖି ଜଣାଯିବ ଓ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଲଟେରି କରାଯାଇ ଦୋକାନ ଘର ଦିଆଯିବ ବୋଲି କହିବା ପରେ ଉତ୍ତେଜନା ଶାନ୍ତ ହୋଇଥିଲେ ।

ଏହି ସମସ୍ତ କାର୍ଯ୍ୟ ୧୫ଦିନ ଭିତରେ ଶେଷ କରିବା ବୋଲି ବୈଠକରେ ସ୍ଥିର ହୋଇଥିଲା । ଏହି ବୈଠକରେ ପ୍ରଶାସନ ର ଦୁଇ ଜଣ କର୍ମଚାରୀ ଙ୍କ ସହ ଯୁବକ ସଂଘର ଦୁଇଜଣ ସଦସ୍ୟ ଏହାକୁ କରିଚାଳନା କରିବାକୁ ବୈଠକରେ ସ୍ଥିର ହୋଇଥିଲା । ଏହାର ୧୩ଦିନ ପରେ ଯୁବକ ସଂଘର ସଦସ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପୂର୍ବ ବୈ ଠକ ର ନିଷ୍ପତି ର ଅଗ୍ରଗତି ସମ୍ପର୍କରେ ଗୁରୁବାର ଦିନ ୧୧ଟା ସମୟରେ ସରପଂଚଙ୍କୁ ପଚାରିବାକୁ ଯାଇଥିଲେ କିନ୍ତୁ ଦୁଃଖର ବିଷୟ ଯେ ଦିନ ୧୧ ପରେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ତାଲାଝୁଲୁଥିଲା ।

ଏହା ପରେ ଯୁବକ ସଂଘ ସଦସ୍ୟମାନେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାକର ପ୍ରଧାନ ଙ୍କୁ ଫୋନ୍ କରି ବୁଝିଲା ପରେ ଜଣାଗଲା ଯେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କୁ ଦରଖାସ୍ତ ପ୍ରେରଣ କରିନାହାନ୍ତି ଏହା ଜାଣିବାପରେ ଯୁବକ ସଂଘର ସଦସ୍ୟମାନେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଏହିପରି କାର୍ଯ୍ୟକୁ ଘୋର ନିନ୍ଦା କରିବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ । ଯଦି ବ୍ଲକ ପ୍ରଶାସନ ବୈଠକରେ ନିଆଯାଇଥିବା ନିଷ୍ପତି କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଆଗାମୀ ଦିନରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୁଖରେ ଅନିଷ୍ଟକାଳ ଅନସନରେ ବସିବାକୁ ବାଧ୍ୟହେବୁ ଆଜି ଯୁବକ ସଂଘ ସଦସ୍ୟମାନେ ନିଜ ପ୍ରତିକିୟାରେ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି

ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି

August 29, 2026
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ

August 29, 2026
ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ

ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ

August 29, 2026
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ

August 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି

ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି

August 29, 2026
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ

August 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version