ରିଚ୍ ଲୁକ୍ କିଡସ୍ ପ୍ଲେ ସ୍କୁଲ୍ ର ବାର୍ଷିକ ଉତ୍ସବ ୨୦୨୪

ଆୟୋଜକ- ଜ୍ଞାନ ଜ୍ୟୋତି ଟ୍ୟୁଟୋରିଆଲ୍ : ଜଗତସିଂହପୁର

୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜ୍ଞାନ ଜ୍ୟୋତି ଟ୍ୟୁଟୋରିଆଲ୍ ଓ କଳା ବିକାଶ କେନ୍ଦ୍ର ଦ୍ବାରା ମହାଧୁମ୍ ଧାମ୍ ରେ ପଳସୁଧା ସ୍ଥିତ ପଳାଶୋଳ ପଞ୍ଚାୟତରେ ପାଳନ ହୋଇଛି ।ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋସିଆଲ ମିଡିଆର ବିଶିଷ୍ଟ ମୋଟିଭେଟର ଶିକ୍ଷୟିତ୍ରୀ ଶ୍ରୀମତୀ ସରୋଜିନୀ ରଥ, ବିଶିଷ୍ଟ ଲେଖିକା ସମାଜ ସେବୀ ମିଲିରାଣୀ ମିଶ୍ର,ବିଶିଷ୍ଟ ପାଲା ଗାୟକ ଶ୍ରୀଯୁକ୍ତ ବନମାଳୀ ପତି, ରବିନାରାୟଣ ତ୍ରିପାଠୀ, ବସନ୍ତ କୁମାର ଶତପଥୀ, ବିଶିଷ୍ଟ ଲେଖିକା ଶ୍ରୀମତୀ ବସନ୍ତ ମଞ୍ଜରୀ ଦାସ,

ବିଭୂଷିତ ଦାସ,ଆଡ୍ ଭୋକେଟ୍ ମଞ୍ଜୁଲତା ରାଉତ, ଗାୟିକା ଭାରତୀ ମିଶ୍ର, ସୋସିଆଲ ମିଡ଼ିଆର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ମହାରଣା, ବାଲୁକା ଶିଳ୍ପୀ ଉମାକାନ୍ତ ରଣସିଂହ,

 

ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି, ପିଲାମାନେ ଅଭିଭାବକ ବୃନ୍ଦ ଯୋଗଦାନ କରିଥିଲେ। ସଙ୍ଗୀତ, ନୃତ୍ୟର ମହାଆନନ୍ଦର ମଜା ନେଇଥିଲେ। ଅନୁଷ୍ଠାନର ମୁଖ୍ୟ ଜ୍ଞାନ ରଞ୍ଜନ ନନ୍ଦ,

ମିନତୀ ନନ୍ଦ ଓ ସମସ୍ତ ଶିକ୍ଷୟିତ୍ରୀ ଗଣ କୁନ୍ ମୁନ୍ ମିସ୍, ପୂଜା ମିସ୍, ସୁଜାତା ମିସ୍,ଶୁଭ୍ରା ମିସ୍, ସୁଭଦ୍ରା ମିସ୍, ପ୍ରିୟଙ୍କା ମିସ୍,ସାହିନ୍ ମିସ୍, ପୂଜା ଦିଦି,ଲିକି ଦିଦି, ଅଙ୍କିତା ଦିଦି, ଜ୍ୟୋତି ଦିଦି, ସୋନି ଦିଦି,ଇତି ଦିଦି ଉପସ୍ଥିତ ଥିଲେ। କଳାବିକାଶ କେନ୍ଦ୍ର, ଟ୍ୟୁଟୋରିଆଲ୍ ପିଲାଙ୍କ ଦ୍ବାରା ନୃତ୍ୟ ଉଚ୍ଚକୋଟିର ଥିଲା ।

ଶେଷରେ ଏକ ସୁନ୍ଦର ମର୍ମସ୍ପର୍ଶୀ ନାଟକ ପରିବେଷଣ ହୋଇଥିଲା । ସିକୁଲ୍,କୁନ୍ ମୁନ୍, ପୂଜା, ରାଜଲକ୍ଷ୍ମୀ,ଶୁଭଲକ୍ଷୀ,ପ୍ରିୟଶିଂଙ୍କ ଅଭିନୟ ଆନନ୍ଦର ମଜା ଦେଇଥିଲା ।