୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :-> ଉଦପାଯନୀ ଅବସରରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ. ସନମାନୀୟ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ଇ. ଦେବାଶିଷ ପଟ୍ଟନାୟକ, ଉପାଧ୍ୟାକ୍ଷା ବିଷ୍ନୁପ୍ରିୟା ବେହେରା,

ଜିଲ୍ଲପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧକରି ସୁଚାରୁ କୁମାର ବଳ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୟନ ଙ୍କ ସମେତ ଯୋଗଦାନ କରିଥିଲେ. ଆରକ୍ଷୀ ଅଧିକ୍ଷକତାଙ୍କ ଅଭିଭାଷଣ ରେ କହିଥିଲେ
















