• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରକୃତିରସ ପକ୍ଷରୁ ଓଡ଼ିଶାର ମସଲା ଦୃଶ୍ୟପଟ୍ଟରେ ଶୁଦ୍ଧତା ଓ ସ୍ୱାସ୍ଥ୍ୟର ସମ୍ଭାର ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
December 21, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Prakritrash Unveils a Symphony of Purity and Health in Odisha’s Spice Landscape
Share on FacebookShare on TwitterWhatsapp

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ବିଶୁଦ୍ଧ ଓ ସୁସ୍ଥକର ମସଲା ଭାରତକୁ ପୁନଃନିର୍ଧାରଣ କରିବା ଲାଗି ପ୍ରତିବଦ୍ଧ ଥିବା ସ୍ଥାନୀୟ ମସଲା କଂପାନି ପ୍ରକୃତିରସର ଶୁଭାରମ୍ଭ ସହିତ ଓଡ଼ିଶାର ରୋଷେଇ କ୍ଷେତ୍ରରେ ଏକ ସୁସ୍ୱାଦୁ ବିପ୍ଳବ ଆରମ୍ଭ ହୋଇଛି । ଉଭୟ ସ୍ୱାସ୍ଥ୍ୟ ଓ ସୁଗନ୍ଧଭରାକୁ ପ୍ରାଥମିକତା ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରକୃତିରସ ପ୍ରତି ମସଲାର ଅସଲିପଣର ପ୍ରତୀକ ହେବା ଲାଗି ପ୍ରତିଶ୍ରୁତି ଦେଇଛି । ପ୍ରକୃତିରସ ୧୦୦% ବିଶୁଦ୍ଧ ମସଲା ପ୍ରଦାନ କରିବା ଲାଗି ଗୌରବାନ୍ୱିତ ମନେ କରୁଥିବା ବେଳେ ଏଭଳି ରୋଷେଇ ଅନୁଭବକୁ ସୁନିଶ୍ଚିତ କରୁଛି ଯାହା କେବଳ ସ୍ୱାଦ ତନ୍ତୀକୁ ବିମୋହିତ କରୁନାହିଁ, ବରଂ ଗ୍ରାହକମାନଙ୍କ କଲ୍ୟାଣକୁ ପ୍ରାଥମିକତା ପ୍ରଦାନ କରୁଛି ।

କଂପାନିର ସୁଗନ୍ଧଯୁକ୍ତ ମସଲା ରୋଷେଇ ଅନୁଭବ ବଢ଼ାଇବାର ପ୍ରତିଶ୍ରୁତି ଦେଉଥିବା ବେଳେ ମସଲା ପ୍ରେମୀଙ୍କ ମଧ୍ୟରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରିଛି । ଅଗ୍ରଣୀ ରୋଷେଇ କଳା ଭିତିକ ରିଅଲିଟି ସୋ’ ମାଷ୍ଟରସେଫ୍‌ରେ ଶ୍ରେଷ୍ଠ ସାତ ମଧ୍ୟରେ ସ୍ଥାନ ପାଇଥିବା ସେଫ୍ ବିଶ୍ୱଜିତ ଏହି ଉନ୍ମୋଚନ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କଂପାନିର ପରିଚାଳନା ନିର୍ଦ୍ଦେଶକ ହିମାଦ୍ରୀ ତନୟା ଜେନା, ନିର୍ଦ୍ଦେଶକ ଅଙ୍କିତ ମହାପାତ୍ର ଓ ଶୁଭ୍ରଜିତ ଲେଙ୍କା ଉପସ୍ଥିତ ଥିଲେ । ତାଙ୍କ ଲକ୍ଷ୍ୟ ଓ ସମର୍ପଣ ଭାବ ପ୍ରତି ମସଲାରେ ଉତ୍କର୍ଷ ପ୍ରଦାନ କରିବାରେ ପ୍ରକୃତିରସର ସମର୍ପଣ ଭାବକୁ ଦର୍ଶାଉଛି ।

ଓଡ଼ିଶାରେ ପ୍ରକୃତିରସର ଗୌରବମୟ ଶୁଭାରମ୍ଭ ହୋଇଥିବା ବେଳେ ଭବିଷ୍ୟତ ଲାଗି କଂପାନି ମହତ୍ୱକାଂକ୍ଷୀ ଯୋଜନା ନିର୍ଧାରଣ କରିଛି । ଆସନ୍ତା ଛଅ ମାସରେ ପ୍ରକୃତିରସ ଏହାର ସୁଗନ୍ଧଭରା ଯାତ୍ରାକୁ ସାରା ଦେଶରେ ବିସ୍ତାର କରି ଜାତୀୟ ସ୍ତରରେ ପରିବାରଗୁଡ଼ିକ ପାଖରେ ବିଶୁଦ୍ଧ ଓ ସୁସ୍ଥକର ମସଲା ପହଂଚାଇବାକୁ ଲକ୍ଷ୍ୟ ରଖିଛି । ପ୍ରକୃତିରସ ବିବିଧ ପ୍ରକାର ମସଲା ଉପସ୍ଥାପନ କରିଛି ଯାହା ମୁଖ୍ୟତଃ ମୌଳିକ ମସଲା, ମିଶ୍ରିତ ମସଲା ଏବଂ ଗୋଟା ମସଲା ଭଳି ତିନିଟି ବର୍ଗରେ ରହିଛି । ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଚିକେନ ମସଲା, ମିଟ୍ ମସଲା, ଗରମ ମସଲା, ସବ୍‌ଜୀ ମସଲା, ପଂଚ ଫୁଟଣ, ଗୋଲମରିଚ ଗୁଣ୍ଡ ଓ ଡାଲଚିନି ଗୁଣ୍ଡ ପ୍ରଭୁତି କଂପାନିର ଉତ୍ପାଦ ବର୍ଗମାଳାରେ ରହିଛି ।

ପ୍ରକୃତିରସ ପକ୍ଷରୁ ଅଦା ପାଉଡର, ପିଆଜ ପାଉଡର, ରସୁଣ ପାଉଡର ଭଳି ସ୍ୱତନ୍ତ୍ର ଉତ୍ପାଦ ଉପସ୍ଥାପନ କରାଯାଇଛି, ଯାହା ଗ୍ରାହକମାନଙ୍କୁ ସେମାନଙ୍କ ରୋଷେଇରେ ସ୍ୱତନ୍ତ୍ର ଓ ସୁସ୍ୱାଦ ଖାଦ୍ୟ ପରଷିବାର ସୁଯୋଗ ସୃଷ୍ଟି କରୁଛି । ପ୍ରକୃତିରସ ଉତ୍ପାଦର ସ୍ୱତନ୍ତ୍ରତା ଏହାର ସ୍ୱତନ୍ତ୍ର ବିକ୍ରି ଉପସ୍ଥାପନାରେ ଅନ୍ତର୍ନିହୀତ ରହିଛି । ବିନା କୌଣସି ରସାୟନ ଓ ରଙ୍ଗରେ ପ୍ରତିଟି ମସଲାକୁ ପ୍ରସ୍ତୁତ କରାଯାଇଛି ଯାହା ରୋଷେଇର ପ୍ରାକୃତିକ ଓ ଅସଲିପଣ ଅନୁଭୂତିକୁ ବଜାୟ ରଖିଛି । ପ୍ରକୃତିରସର ପରିଚାଳନା ନିର୍ଦ୍ଦେଶକ ହିମାଦ୍ରୀ ତନୟା ଜେନା କହିଛନ୍ତି ଯେ, “ପ୍ରକୃତିରସ କେବଳ ଏକ ମସଲା କଂପାନି ନୁହେଁ, ଏହା ହେଉଛି ଶୁଦ୍ଧତା ଓ ସ୍ୱାସ୍ଥ୍ୟ ପ୍ରତି ପ୍ରତିବଦ୍ଧତା ।

ଆମେ ଏହି ଯାତ୍ରା ଆରମ୍ଭ କରିବା ଏବଂ ମସଲା ଦୃଶ୍ୟପଟ୍ଟକୁ ପୁନଃନିର୍ଧାରଣ କରିବାକୁ ପ୍ରତିବଦ୍ଧ ରହିଛୁ ।’’ ନିର୍ଦ୍ଦେଶକ ଅଙ୍କିତ ମହାପାତ୍ର କହିଛନ୍ତି ଯେ, “ଆମେ ଏଭଳି ମସଲା ଉପସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରୁଛୁ ଯାହା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦ ବଢ଼ାଇବ ନାହିଁ, ବରଂ ଏକ ସୁସ୍ଥକର ଜୀବନଶୈଳୀ ପ୍ରତି ଯୋଗଦାନ ପ୍ରଦାନ କରିବ । ପ୍ରକୃତିରସ ହେଉଛି ଅସଲିପଣ ଏବଂ ଭଲ ଗୁଣର ଉତ୍ସବ ।’’ ମସଲା ପ୍ରେମୀ, ରୋଷେଇ ଉତ୍ସାହୀ ଏବଂ ସ୍ୱାସ୍ଥ୍ୟ ସଚେତନ ଗ୍ରାହକମାନଙ୍କୁ ସ୍ୱାଦର ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ପ୍ରକୃତିରସ ଆମନ୍ତ୍ରଣ କରୁଛି । କଂପାନି ଜାତୀୟସ୍ତରରେ ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଅସଲିପରଣ, ଉତମ ଗୁଣ ଏବଂ ସ୍ୱାସ୍ଥ୍ୟକରକୁ ମୂଳମନ୍ତ୍ର କରି କଂପାନି ମସଲା ଦୃଶ୍ୟପଟ୍ଟକୁ ପୁନଃନିର୍ଧାରଣ କରିବାକୁ ଚାହୁଁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version