No Result
View All Result
୧୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖଣ୍ଡପଡ଼ା :-> ରାଜ୍ୟ ଯକ୍ଷ୍ମା ବିଭାଗ Medical Officer ଡ଼ାକ୍ତର ବୀଣାପାଣି ନଦ ଭାପୁର, ଖଣ୍ଡପଡ଼ା ବ୍ଲକ ର ସ୍ଵାସ୍ଥ୍ୟ ଆରେଗ୍ୟ କେନ୍ଦ୍ର ଗସ୍ତରେ ଆସି ପରିଦର୍ଶନ ତାପରେ ସମୀକ୍ଷା କରିଥିଲେ । ସମସ୍ତ ଆରେଗ୍ୟ କେନ୍ଦ୍ରରେ ଔଷଧ ଠିକିରେ ରୋଗୀମାନଙ୍କୁ ଦିଆଯାଉଛି କି ନାହି ଓ ରୋଗୀ ନିୟମିତ ଔଷଧ ସେବନ କରୁଛନ୍ତିକି ନାହିଁ ସେ ସମ୍ପର୍କରେ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଠାରୁ ବୁଝିଥିଲେ ।
ଏଥି ସହିତ ଯକ୍ଷ୍ମା ରୋଗୀ ଙ୍କ ସହିତ ସାକ୍ଷାତ କରି ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କ ସହିତ ଜିଲ୍ଲା ଯକ୍ଷ୍ମା ଅଧିକାରୀ Dr Sarat Kumar Dash.ଜିଲ୍ଲା ସଯେଜକ Rudra Jena, ବରିଷ୍ଟ ଚିକିତ୍ସା ତଦାରଖକାରି Debashish kar ,Tapan Panda .HQ STLS Ashutosh Samantasinghar. ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ.
No Result
View All Result