୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ ଜିଲ୍ଲା :-> ପ୍ରତିବର୍ଷ ୧୦ ଡିସେମ୍ବର ତାରିଖରେ, ତାରିଖରେ, ମାନବିକ ଅଧିକାର ଦିବସ ପାଳିତ ହୁଏ । ଏହି ଅବସରରେ , ନୟାଗଡ ଜିଲ୍ଲା ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମ ନୁମତିକ୍ର ନୟାଗଡ ସ୍ବୟଂଶାଶିତ ମହାବିଦ୍ୟାଳୟସ୍ଥ ମାଲତ ତୀ ଚୌଧୁରୀ [ରୀ ଛାତ୍ରୀ ନିବାସ ଅନ୍ତେବାସୀ ମାନଙ୍କ ଗହଣରେ ଏହି ଦିବସ ପାଳିତ ହୋଇଅଛି ।

ୱାର୍ଡେନ ଶ୍ରୀମତୀ ମାହାପାତ୍ର ଅତିଥୀ ମାନଙ୍କୁ ସ୍ବାଗତ ସହିତ ଅତିଥ୍ ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ବର୍ଗ ବର୍ଗ ବିଚାରପତି ତଥା ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୂକରଣ ଶ୍ରୀ ବିଶେଷ କୁମାର ସାହୁ, ମାନବିକ ଅଧ୍ବକାର ଦିବସର ତତ୍ପର୍ଜ୍ୟ, ୭୫ ବର୍ଷ ପାଳନ ଉପଲକ୍ଷେ “ସମସ୍ତଙ୍କ ପାଇଁ ସ୍ବାଧୀନତା, ସମାନତା ଓ ନ୍ୟାୟ ” ବ୍ୟାଖ୍ୟା କରିଥିଲେ । ଭାରତୀୟ ସମ୍ବିଧାନରେ ମାନ ମାନବିକ ଅଧିକାର, ଆଇନ୍ଗତ ଅଧିକାର ଏବଂ ମୌଳିକ ଅଧିକାର ଉପରେ, ସଚିବ ଦୃଷ୍ଟାନ୍ତ ମୂଳକ ବ୍ୟାଖ୍ୟା କରି ରିଥିଲେ ।

ପ୍ରାକ ଓମାର ମାଲ୍ଲିକ ମାନବିକ ନବିକତା ଏବଂ ମାନବିକ ଅଧୂକାରଯୁକ୍ତ ପରିବେଶ ସହିତ ଉନ୍ନତ ସମାଜ ଏବଂ ସଭ୍ୟତା ଗଠ ଗଠନ କରିବାରେ ସହାୟକ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରୀମାନେ ସଚିବ ଶ୍ରୀ ବିଶେଷ ଶେଷ କୁମାର ସାହୁ ଙ୍କଠାରୁ ବିଭିନ୍ନ ତଥ୍ୟ ଉପରେ ଅବଗତି ହୋଇଥିଲେ ।

ପ୍ରାକରଣ ଣ କର୍ମଚାରୀ ରାଜେଶ କୁମାର ବାରିକ, ଶ୍ରୀ ପବନ କୁମାର ବେହେରା, ତତ୍ତ୍ଵାବଧାରକ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ଏବଂ ଶ୍ରୀ ଅବନ୍ତି କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନ ପରିଚାଳନା କରିଥିଲେ । ଛାତ୍ରୀ ନିବାସ ତତ୍ବାବଧାରିକା ଶ୍ରୀମାତୀ ରଶ୍ମି ରଞ୍ଜିତା ମହାପ ମହାପାତ୍ର ଦିବସର ଉପଯୋଗୀତା ଦର୍ଶାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।














