No Result
View All Result
୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ମାଲକାନଗିରି ଜ଼ିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ଥିବା ରାଲେଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଟାଗୁଡା ଗ୍ରମର ମସେ ଖରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଗତ ନଭମ୍ବର ମାସ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସୁଦୂର ସୁନ୍ଦରଗଡ଼ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଥଲେ୍ଟିକ୍ ଚାମ୍ପିଅନସିପ୍ ରେ ଭାଗ ନେଇ ସଟପୁଟ ଖେଳରେ ପ୍ରଥମ ସ୍ଥାନ ଅଧିକାର କରି

ଗୋଲ୍ଡ ମେଡାଲ ପାଇଥିବାରୁ ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି ମସେ ଖରାଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ମସେ ଖରା ବିହାର ଠାରେ ହେବାକୁଥିବା ଜାତୀୟସ୍ତରୀୟ ଆଥଲେ୍ଟିକ୍ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତି ହୋଉଥିବା ଶୁଣି ଶ୍ରୀ ମାଡକାମି ମସେ ଖରାଙ୍କୁ ଶୁଭେଚ୍ଛା ଦେବା ସହ ମାଲକାନଗିରି ଜ଼ିଲ୍ଲା ପାଇଁ ଗୌରଭ ବୋଲି ପ୍ରସଂସା କହିଥିଲେ | ଏହି ଅବସରରେ ଚିତ୍ରକୋଣ୍ଡା ବ୍ଲକ ଗୋଷ୍ଠି ଶିକ୍ଷାଅଧିକାରୀ ଶ୍ରୀମତି ଗାୟତ୍ରୀ ଦେବି ଉପସ୍ଥିତ ଥିଲେ |

No Result
View All Result