• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲଷ୍ମୀ ବସ୍ ପାଇଁ ତାତିଲେ ମହିଳା ଗୋଷ୍ଠୀ, ନଆସିଲେ : ଆନ୍ଦୋଳ ହେବ ଗୁରୁଜୁଳି ପଂଚାୟତ ବାସୀଙ୍କ ଚେତାବନୀ

Proprietor Abhimanyu Maharana by Proprietor Abhimanyu Maharana
December 2, 2023
in ଓଡ଼ିଶା, ଗଜପତି, ହୋମ୍
0
ଲଷ୍ମୀ ବସ୍ ପାଇଁ ତାତିଲେ ମହିଳା ଗୋଷ୍ଠୀ, ନଆସିଲେ : ଆନ୍ଦୋଳ ହେବ ଗୁରୁଜୁଳି ପଂଚାୟତ ବାସୀଙ୍କ ଚେତାବନୀ
Share on FacebookShare on TwitterWhatsapp

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାର ମୋହନା ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ବେଶ୍ ପରିଚିତ । ଏହି ବ୍ଳକରେ ବହୁ ଦୁର୍ଗମ ଅଞ୍ଚଳ ରହିଛି ହେଲେ । ଅନେକ ସ୍ଥାନକୁ ଯିବାଆସିବା ପାଇଁ ଯାନବାହନର ସୁବିଧା ନାହିଁ । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁରୁଝୁଳି ପଂଚାୟତ ଅଞ୍ଚଳ ଲୋକେ । ଏହି ପଂଚାୟତ Olରୁ ମୋହନା ବ୍ଳକ କୁ ଯିବାକୁ ହେଲେ ୩୫ ରୁ ୪୦ କିଲୋମିଟର ହେଉଛି l ବ୍ଳକ ହେଉ ଅବା ଜିଲ୍ଲାକୁ ଯିବାକୁ ହେଲେ ଅଞ୍ଚଳବାସୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗତ କିଛି ଦିନ ତଳେ ଗଜପତି ଜିଲ୍ଲାରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଥିଲେ । 

ହେଲେ ଉଦ୍ଦେଶ୍ୟ ଥିଲା ପ୍ରତି ପଂଚାୟତକୁ ଲକ୍ଷ୍ମୀ ବସ୍ ଗଡିବ । ଯାହାକୁ ନେଇ ବେଶ୍ ଖୁସି ଅନୁଭବ କରିଥିଲେ ଗୁରୁଝୁଳି ପଂଚାୟତର ଗ୍ରାମ କୁରୁମା,ଶିକୁଳିଡିଅ, ବାମୁଦିପାଦା,ଗାଙ୍ଗୁଡିପଙ୍କାଳ, ପୁରୁଣା ପାଣି,ପୋଇପାଣି, ଲାଞ୍ଜିରୀ,ବାଲିବନ୍ଧ,ଆଖପାଖ ଅଞ୍ଚଳବାସୀ ଉପକୃତ ହୋଇପାରିବ ବୋଲି କହିଛନ୍ତି ଲୋକେ । ହେଲେ, ବାସ୍ତବ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଆଉ, ଯାହାକୁ ନେଇ ଗୁରୁଝୁଳି ପଂଚାୟତର ଅଂଚଳବାସୀ ଏକତ୍ରିତ ହୋଇ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିବା ସହ, ସରପଞ୍ଚ ଙ୍କୁ ଘେରିଛନ୍ତି ଅଞ୍ଚଳ ଲୋକେ । ଆଗାମୀ ଦିନରେ ଗୁରୁଝୁଳି ପଂଚାୟତକୁ ଲକ୍ଷ୍ମୀ ବସ୍ ନଆସିଲେ ପଞ୍ଚାୟତ ସହ, ବ୍ଳକ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

ହେଲେ ସରପଞ୍ଚ ବ୍ଳକ ରୁ ଧରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗୁଁ କରିଥିଲେ ମଧ୍ୟ, କେହିବି ଗୁହାରି ଶୁଣୁନାହାନ୍ତି ବୋଲି କହିଛନ୍ତି ସରପଞ୍ଚ l କିଛି ମାସ ପୂର୍ବରୁ ଶ୍ରୀ ସତ୍ୟ ନାମକ ଏକ ଘରୋଇ ବସ୍ ଗୁରୁଝୁଳି ପଂଚାୟତ Olରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଯାଉଥିଲା । ହେଲେ,ଶ୍ରୀ ସତ୍ୟବସ ଗୁରୁଝୁଳି ନ ଆସି ଅଡବା Olରେ ରହି ଯାଉଛି ହେଲେ ପାରଳାଖେମୁଣ୍ଡି କୁ ଯିବାକୁ ରାଇପଙ୍କା,ମଣ୍ଡିମେରା,ଖାରିଗୁଡା,ବିରିକୋଟ 4 ଟି ପଂଚାୟତ ବାସୀ ବହୁତ ଅସୁବିଧାରେ ହେଉ ଥିବା ଦେଖିବାକୁ ମିଳୁଛି ସ୍ ମଧ୍ୟ ଆସୁ ନାହିଁ ।

କୌଣସି କାମରେ ପାରଳାଖେମୁଣ୍ଡି ଯିବାକୁ ହେଲେ ଅଡବା ଆସିକି ଯିବାକୁ ପଡୁଛି । ଗୁରୁଜୁଳି ପଞ୍ଚାୟତକୁ ଯଦିଓ ଲକ୍ଷ୍ମୀ ବସ୍ ଚଳାଚଳ କରେ, ତେବେ ବିରିକୋଟ ସମେତ ଖାରୀଗୁଡା ଓ ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳ ବାସୀ ଅଭି ଯୋଗ କରିଛନ୍ତି ଲଳିତା ବେହେରଦଳାଇ, ମହାକାଳୀ ଦଣ୍ଡସେନା, କୁମାରୀ ବେହେରଦଳାଇ, ସୁବାସିନୀ ବେହେରଦଳାଇ, ସୂର୍ଯ୍ୟକାନ୍ତି ପାତ୍ର, ଲଷ୍ମୀ ବେହେରଦଳାଇ, ରିତା ପାତ୍ର, ମୁକୁଦ ମାଝୀ, ଥମାସ ମାଝୀ,ଯୋସଫ ମାଝୀ ତିଲି ମାଝୀ, ଜିସାୟ ପ୍ରଧାନ, ସାମୁଏଲ ବେହେରଦଳେଇ, ନବୀନ ସିଂ, ଏଲିସା ରଇତ,ଯଦି ଏହାର ସମସ୍ୟା ର ସମାଧାନ ନହୁଏ ମୋହନା ବ୍ଲକ କୁ ଉଲ୍ଲାଇ ବୁ ବୋଲି ଚେତାବନୀ ଦେଇଛନ୍ତି ଅଂଚଳ ବାସୀ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

October 6, 2026
 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

October 6, 2026
ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା

ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା

October 6, 2026
Chandi Bhandar Unveils the “Aaranya” Edit for Durga Puja

Chandi Bhandar Unveils the “Aaranya” Edit for Durga Puja

October 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

October 6, 2026
 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

October 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version