• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ୱ ମହିଳା ହିଂସା ଦିବସ ରଣପୁରରେ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
November 26, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ବିଶ୍ୱ ମହିଳା ହିଂସା ଦିବସ ରଣପୁରରେ ପାଳିତ
Share on FacebookShare on TwitterWhatsapp

୨୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ,ରଣପୁର ବ୍ଲକ କମିଟି ଆନୁକୂଲ୍ୟରେ ରଣପୁର ଗୋଡିପାଟଣା ସାହି ସ୍ଥିତ ଶହୀଦ ରଘୁଦିବାକର ଭବନ ଠାରେ ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ” ବିଶ୍ୱ ମହିଳା ହିଂସା ଦିବସ ପାଳନ ସହ ସଂଗଠନର ପୂର୍ବତ୍ତନ ସର୍ବଭାରତୀୟ ସଭାନେତ୍ରୀ ଶ୍ୟାମଳି ଗୁପ୍ତା ଙ୍କ ୧୪ ତ୍ତମ ଶ୍ରାଦ୍ଧ ଦିବସରେ ଏକ ଆଲୋଚନା ସଭା ସାଥୀ ସଂଯୁକ୍ତା ସେଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଶ୍ରୀମତୀ ଗୁପ୍ତା ଙ୍କ ଫଟୋ ଚିତ୍ରରେ ସମସ୍ତ ସାଥୀ ମାନେ ପୁଷ୍ପାର୍ପଣ କଲା ପରେ ୧ ମିନିଟ ଗଭୀର ଶ୍ରଦ୍ଧାଞ୍ଜଳି ଜଣା ଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଆଲୋଚନା ସଭାରେ ଗଣତନ୍ତ୍ର ରେ ନାରୀର ଭୂମିକା,ନାରୀ ମୁକ୍ତି,ସମାନତା ,ନାରୀ ପ୍ରଗତି ଓ ସମାଜ ପ୍ରଗତି ସମ୍ପର୍କରେ ବକ୍ତା ମାନେ ଆଲୋଚନା କରିଥିଲେ। ୭୭ ବର୍ଷ ସ୍ବାଧୀନତା ପରେ ବି ଆଜି ଆର୍ଥିକ ସ୍ବାଧୀନତା ମିଳିନାହିଁ ଓ ମହିଳା ବିରୋଧୀ ଘରୋଇ ହିଂସା ରୁ ନାରୀ ସମାଜ ମୁକ୍ତି ହୋଇ ନାହିଁ।ଗାନ୍ଧୀ ଙ୍କ ମତରେ ସ୍ବାଧୀନତା ଆମେ ସେଇ ଦିନ ଅନୁଭଵ କରିବା ଯେଉଁଦିନ ଗୋଟିଏ ମହିଳା ଅର୍ଦ୍ଧ ରାତ୍ରରେ ଗୋଟିଏ ନିର୍ଜନ ସ୍ଥାନରୁ ବିପଦ ମୁକ୍ତ ଭାବେ ଅନ୍ୟ ସ୍ଥାନରେ ପହଞ୍ଚି ପାରିବ ତେବେ ଆମେ ସ୍ୱାଧୀନତା ପାଇଛେ ବୋଲି ବୁଝିବାକୁ ପଡ଼ିବ।

କିନ୍ତୁ ଏବେ ବି ସମାଜରେ ନାବାଳିକା ଧର୍ଷଣ ନଵ ବଧୁ ହତ୍ୟା ଓ ନିର୍ଯ୍ୟାତନା ବଢି ଚାଲିଛି।ମୋଦୀ ସରକାରଙ୍କ ବେଟି ବଢାଅ ବେଟି ବଚାଅ ଓ ରାଜ୍ୟ ସରକାରଙ୍କ ଗାଁ କୁ କାମ ମାଆ କୁ ସନମାନ ଆଜି ପାଣିର ଗାର ସଦୃଶ ହୋଇଛି ବୋଲି ବକ୍ତା ମାନେ କହିଥିଲେ।ମହିଳା ସଶକ୍ତିକରଣ ନାଁ ରେ ମହିଳାଙ୍କୁ ମୋହରା କରି ସରକାରୀ ଦଳ ମାନେ ଭୋଟ ସଂଗ୍ରହ କରୁଥିଲା ବେଳେ ମାଇକ୍ରୋ ଫାଇନାନ୍ସ ଜରିୟାରେ ମହିଳା ସଶକ୍ତିକରଣ ନାଁରେ ମହିଳା ଶୋଷଣ କରୁଛନ୍ତି।ଫଳରେ ଘରୋଇ ହିଂସା ମଧ୍ୟ ଅଧିକରୁ ଅଧିକ ହେଉଛି।ନିଶା ଯୁକ୍ତ ସମାଜ ପାଇଁ ନିର୍ଯ୍ୟାତନା ବଢୁଛି।ଏହି ପରିପ୍ରେକ୍ଷୀରେ ମହିଳା ସଚେତନ ସହ ମହିଳା ଅଧିକାର ପାଇଁ ସଂଘର୍ଷ କରିବାକୁ ଆହ୍ବାନ ଦେଇଥିଲେ।

ମନୁବାଦୀ ପଛୁଆ ବିଚାର ରୁ ନାରୀ ସମାଜ ମୁକ୍ତି ପାଇଁ ସମସ୍ତେ କାର୍ଯ୍ୟ କଲେ ସମାଜର ପ୍ରଗତି ହେବା ସହ ଶ୍ରୀମତୀ ଗୁପ୍ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତା ମାନେ କହିଥିଲେ।
ଏହି ଆଲୋଚନା ସଭାରେ ବ୍ଲକ ସଭାନେତ୍ରୀ ସଂଯୁକ୍ତା ସେଠୀ, ସମ୍ପାଦିକା ପୁଷ୍ପାଞ୍ଜଳି ସେନାପତି, ହୁଲାସ ରଣା,ଦୁଃଶାସନ ଜେନା,ସୁରେଶ ସ୍ବାଇଁ,ସବ୍ୟସାଚୀ ସେନାପତି ଓ ଧନେଶ୍ୱର ନାୟକ ପ୍ରମ୍ମୁଖ ଆଲୋଚନା କରିଥିଲେ । ସଂଯୁକ୍ତା ସେଠୀ ,ସଭାନେତ୍ରୀ ,ରଣପୁର ବ୍ଲକ କମିଟି.  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

June 9, 2026
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

June 9, 2026
କ୍ୟାବିନେଟ୍ ବୈଠକ : ୫ଟି ବିଭାଗର ୧୦ ଟି ପ୍ରସ୍ତାବ ଅନୁମୋଦିତ

କ୍ୟାବିନେଟ୍ ବୈଠକ : ୫ଟି ବିଭାଗର ୧୦ ଟି ପ୍ରସ୍ତାବ ଅନୁମୋଦିତ

June 9, 2026
ପରମ୍ପରାକୁ ବଞ୍ଚାଇ ରଖିବାକୁ ପରିବାରୁ ଅଭିଯାନ ଆରମ୍ଭ ହେଉ : ବାବୁ ସିଂ

ପରମ୍ପରାକୁ ବଞ୍ଚାଇ ରଖିବାକୁ ପରିବାରୁ ଅଭିଯାନ ଆରମ୍ଭ ହେଉ : ବାବୁ ସିଂ

June 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

June 9, 2026
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

June 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version