No Result
View All Result
୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକ୍ ଅନ୍ତର୍ଗତ ଵିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ଙ୍କ ପୀଠରେ ନବ ଦିନାତ୍ମକ ରାମଚରିତ ମାନସ ପାରାୟଣ ଅନୁଷ୍ଠିତ ହୋଇଛି।ଗତ ୧୭ ତାରିଖ ଠାରୁ ଵେଦିକ କର୍ମକାଣ୍ଡ ମଧ୍ୟରେ ଏବଂ ଯ ଜ୍ଞାନୁଷ୍ଠାନ ଅଙ୍କୁରାରୋପଣ ମଧ୍ୟରେ ଏହି ଧାର୍ମିକ ଉତ୍ସବ ଆଗାମୀ ୨୫ ତାରିଖରେ ପୂର୍ଣାହୂତି ସହ ଉଦ୍ ଯାପିତ ହେବ ବୋଲି ଜଣାଯାଇଛି।

ଏହି ପବିତ୍ର ଅନୁଷ୍ଠାନ ର ବ୍ୟାସ ଭାବେ ବିଶିଷ୍ଟ ଗ୍ରନ୍ଥକାର ଭିକାରୀ ଚରଣ ମହତ୍ତ୍ଵ, ଦୁର୍ଗା ଚରଣ ହରିଚନ୍ଦନ ଯୋଗ ଦେଇଥିବା ବେଳେ କର୍ତ୍ତା ଭାବେ ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ଏବଂ ତାଙ୍କର ଧର୍ମପତ୍ନୀ ମୀନା ବାଈ ପ୍ରଧାନ ରହିଛନ୍ତି।ଶ୍ରଦ୍ଧାଳୁ ତନୁ ସେଣ,ବିଦ୍ୟୁଲତା ପାଇକରାୟ ପାଣ୍ଡବ ଦାସ,ଅମ୍ବୁଦା ଦାସ ପ୍ରମୁଖ ସହାୟତା କରୁଛନ୍ତି।

No Result
View All Result