No Result
View All Result
୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଟାଙ୍ଗୀ :-> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମିଶନ ଶକ୍ତି ସଭାନେତ୍ରୀ ଶ୍ରୀମତୀ ହରଷ ପ୍ରଧାନ ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ଦୁବାଇ ଭ୍ରମଣ କରିବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି। ଶ୍ରୀମତୀ ପ୍ରଧାନ ଟାଙ୍ଗୀ ବ୍ଲକ ରେ ଗତ ୧୫ ବର୍ଷ ହେବ ଅଧିକରୁ ଅଧିକ ସ୍ଵଂୟ ସହାୟକ ଗୋଷ୍ଠୀ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ମା ମାନେ କିପରି ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ଅହରହ ଚେଷ୍ଟା କରୁଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ରେ ସମୁଦାୟ ୮ ଜଣ ମନୋନୀତ ହୋଇଥିବା ଥିବାବେଳେ ଟାଙ୍ଗୀ ବ୍ଲକ ରୁ ଶ୍ରୀ ପ୍ରଧାନଙ୍କ ନାମ ତାଲିକା ଭୁକ୍ତ ହୋଇଛି। ସେ ତାଙ୍କ ଯାତ୍ରା ଚଳିତ ମାସ ୨୨ ତାରିଖରେ ଆରମ୍ଭ କରିବେ ବୋଲି ଜଣାପଡିଛି। ସେ ଏହି ଯାତ୍ରା କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଚେୟାରମ୍ୟାନ ଭି. କେ ପଣ୍ଡିଆନ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

No Result
View All Result