• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

 ସ୍ବାଧୀନତା ସଂଗ୍ରାମୀ ଧରତି ଆଵା ବିର୍ସା ମୁଣ୍ଡାଙ୍କ ୧୫ନବମ୍ବର ୨୩ରେ ୧୪୮ତମ ଜନ୍ମ ଜୟନ୍ତୀ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
November 16, 2023
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
 ସ୍ବାଧୀନତା ସଂଗ୍ରାମୀ ଧରତି ଆଵା ବିର୍ସା ମୁଣ୍ଡାଙ୍କ ୧୫ନବମ୍ବର ୨୩ରେ ୧୪୮ତମ ଜନ୍ମ ଜୟନ୍ତୀ ପାଳିତ
Share on FacebookShare on TwitterWhatsapp

୧୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :->  ରାଇରଙ୍ଗପୁର ଠାରେ ବୀର ବୀର୍ସା ମୁଣ୍ଡାଙ୍କର 15-ନବଵମ୍ବର-1875ର ଜନ୍ମ ଜୟନ୍ତୀ ଆଜି-148-ତମ ଜୟନ୍ତୀ “ଆଦିବାସୀ ଗୌରବ ଦିବସ” ଉପଲକ୍ଷେ ବିର୍ସା ମୁଣ୍ଡା ଛକ ରାଇରଙ୍ଗପୁର ଠାରେ ପ୍ରହ୍ଲାଦ ପୂର୍ତ୍ତି ପୂର୍ବତନ ବିଧାୟକ ଙ୍କର ସଭାପତିତ୍ବରେ ବିର୍ସା ମୁଣ୍ଡା ସ୍ମୃତି କମିଟି,ରାଇରଙ୍ଗପୁର ତରପରୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିଲା ।

ଏହି ଅବସରରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ “ଆଦିବାସୀ ଗୌରବ ଦିବସ” ଭାବରେ ଘୋଷଣା ଓ ନିଜେ ପ୍ରଧାନମନ୍ତ୍ରୀ ଭାବେ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ କୁ “ଆଦିବାସୀ ଗୌରବ ଦିବସ”ଭାବରେ ପାଳନ କରିଥିବାରୁ ଓ ତାଙ୍କର ଜନ୍ମ ମାଟି “ଉଲିହାତୁ ଗ୍ରାମରେ ଉପସ୍ଥିତ ହୋଇ ଆଦିବାସୀ ମାନଙ୍କର ବିକାଶ ପାଇଁ 64,0000/-କୋଟି ଟଙ୍କାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି, ଏହା ପାଇଁ ଆମ୍ବେମାନେ ସମସ୍ତେ ମୋଦିଙ୍କ ହ୍ରଦଯରୁ ଧନ୍ୟବାଦ ଓ ସାଧିବାଦ ଜଣାଉଛି ।

ଆଗାମୀ ଦିନରେ ଆଦିବାସୀ ଙ୍କର ସମ୍ବିଧାନିକ ଅଧିକାର କୁ ସୁରକ୍ଷା ପାଇଁ ନିବେଦନ କରୁଛୁ । 
ଆଜିକାର ବିର୍ସା ଜୟନ୍ତୀ ଉପଲକ୍ଷେ ପୂର୍ବତନ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ଜଗନ୍ନାଥ ମାଝୀ, ପୂର୍ବତନ ଜେଲର ଶ୍ରୀ ମୋଚିରାମ ମାଝୀ, ଶ୍ରୀ ଚୁନିୟାନ ରଘୁନ ମୁର୍ମୁ (ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବଡ଼ ନାତି ) ଅନିଲ କୁମାର ଵିରୁଆ, ଟିକୁନ ଜେରାଇ ଆଇନଜୀବୀ, ଲମ୍ବୋଦର ବାନରା, ଶ୍ୟାମ ଚରଣ ସିଂହ, ଭୀମସେନ ସିଦ୍ଧୁ ମେଘନାଦ ହେମ୍ବ୍ରମ, ଓ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସରେ “ଆଦିବାସୀ ଗୌରବ ଦିବସ” ରୁପେ ଜୟନ୍ତୀ ପାଳନ କରାଯାଇଥିଲା ।

ଏହି ବିର୍ସା ମୁଣ୍ଡା ଛକ ବିଗତ 1997ମସିହାରେ ବର୍ତ୍ତମାନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କ ପ୍ରଥମ ଓ୍ବାର୍ଡ କାଓନ୍ସଲର ଓ ବିଞ୍ଗାପିତ ଅଞ୍ଚଳର ଉପାଧ୍ୟକ୍ଷ ଥିବା ବେଳେ ସ୍ବର୍ଗତ ଅଟଲ ବିହାରୀ ବାଜପେୟୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସହରରେ ଭାରତ ବର୍ଷର ମହାପୁରୁଷଙ୍କ ନାମରେ ନାମିତ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଏହି ଅବସରରେ ରାଇରଙ୍ଗପୁର ଅଞ୍ଚଳ ପରିଷଦ ବୈଠକରେ ଆଲୋଚନା କରି ଷ୍ଟେସନ ବାଜାର ଛକଟିକୁ ଧରତୀ ଆବା ବୀର ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିଥିଲେ,

କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୂର୍ଣ୍ଣ ଭାରତବର୍ଷରେ ତାଙ୍କର ଜନ୍ମ ଜୟନ୍ତୀ କଙ “ଜନଜାତିୟ ଗୌରବ ଦିବସ ଭାବରେ ପାଳନ କରାଯାଉଥିବା ସତ୍ତ୍ବେ ଏହାକୁ ଅଣଦେଖା କରୁଥିବାରୁ ସ୍ଥାନୀୟ ଆଦିବାସୀ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କୁ ଆଶା ଓ ବିଶ୍ବାସ ରହିଛି କି ଆଗାମୀ ଦିନରେ ରାଷ୍ଟ୍ରପତି ମହୋଦୟଙ୍କୁ ପାଖରେ ନିଶ୍ଚିତ ଭାବରେ

ଏହି ଜନନାୟକଙ୍କ ପ୍ରତିମୂର୍ତ୍ତି ରାଇରଙ୍ଗପୁର ବିର୍ସା ମୁଣ୍ଡା ଛକଠାରେ ସ୍ଥାପିତ କରାଯିବ,ଓ ରାଷ୍ଟ୍ରପତି ଭାବରେ ପ୍ରତିମୂର୍ତ୍ତି ଉଦଘାଟିତ ହେବ ଏବଂ ଏହି ବିଷୟରେ ନିଶ୍ଚିତ ଭାବରେ ମହାମହିମଙ୍କ ରାଇରଙ୍ଗପୁର ଗସ୍ତରେ ଆସୁଥିବାରୁ ତାଙ୍କ ଦୃଷ୍ଟୀଗୋଚରେ ଅଣାଯିବ,ଏବଂ ଅଞ୍ଚଳର ଆଦିବାସୀ ମାନେ ଆଶା ଓ ଭରଷା ରଖିଛନ୍ତି ।   

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version