ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ନୟାଗଡ (ଓଡିଶା ତାଜା ନିଉଜ୍) – ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ଓଡ଼ଗାଁ ବ୍ଲକ ରେ ମହୋତ୍ସବ ଏଵଂ ଫୁଟୁବଲ ଟୁର୍ଣାମେଣ୍ଟ ପାଇଁ ମନ୍ତ୍ରୀ ଡ଼ଃ. ଅରୁଣ ସାହୁ , କର୍ମୀ ମାନଙ୍କ ସହିତ କଲେଜ ପଡିଆ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।