No Result
View All Result
୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଉଦୟଗିରି ବ୍ଲକ ଅନ୍ତର୍ଗତ ତଇଲ ଗ୍ରାମରେ ମକା ଚାଷ ର ସଫଳତା ପର୍ଯ୍ୟବେକ୍ଷଣ ହୋଇସାରିଛି । ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀ ବାୟୋ ସିଡସ୍ କମ୍ପାନୀ ର ରିଯୋନାଲ ମ୍ୟାନେଜର ସୁନିଲ କୁମାର ସାହୁ, ସେଲସ ମ୍ୟାନେଜର ଲକ୍ଷ୍ମୀଧର ଚୌଧୁରୀ, ଫିଲ୍ଡ ଅଫିସର ଆନନ୍ଦ କୁମାର ପ୍ରଧାନ ଏବଂ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

ଵାୟୋ ସିଡସ୍ କମ୍ପାନୀ ର ରିଯୋନାଲ୍ ମ୍ୟାନେଜର ଭେରାଇଟି 9766 ମକା ର ଉତ୍ପାଦନ ଏବଂ ମକା ର ଓଜନ ରହିବ ବୋଲି ଚାଷୀ ମାନଙ୍କ ଦ୍ଵାରା ଅମଳ କରାଇ ଅନୀ ଚାଷୀଙ୍କୁ ଉଛାହିତ କରିବା ନିମନ୍ତେ ଏହି ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।

No Result
View All Result