• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୋଷକତ୍ତ୍ୱ ସମୃଦ୍ଧ ରାନ୍ଧଣା ତେଲରେ ଦୃଶ୍ୟପଟ୍ଟ ପରିବର୍ତ୍ତନକାରୀ ‘ଫିଓନା’ ରିଫାଇନ୍‍ଡ ସନ୍‍ଫ୍ଲାୱାର

Proprietor Abhimanyu Maharana by Proprietor Abhimanyu Maharana
November 5, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ପୋଷକତ୍ତ୍ୱ ସମୃଦ୍ଧ ରାନ୍ଧଣା ତେଲରେ ଦୃଶ୍ୟପଟ୍ଟ ପରିବର୍ତ୍ତନକାରୀ ‘ଫିଓନା’ ରିଫାଇନ୍‍ଡ ସନ୍‍ଫ୍ଲାୱାର
Share on FacebookShare on TwitterWhatsapp

ତେଲ ଓଡ଼ିଶାରେ ପ୍ରଚଳନ ସହିତ ବୁଙ୍ଗେ ଇଣ୍ଡିଆ ନିଜର ପହଞ୍ଚ ପରିବ୍ୟାପ୍ତ କରୁଛି

– ଆପଣଙ୍କ ଭୋଜନକୁ ବର୍ଦ୍ଧିତ ଭିଟାମିନ୍‍ ସ୍ଥାନାନ୍ତରଣନିମନ୍ତେ ପ୍ରଚଳନ କରୁଛି ଭିଟୋପ୍ରୋଟେକ୍ଟ ଫର୍ମୁଲା

୫ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଖାଇବା ତେଲ ବଜାରରେ ଏକ ଅଗ୍ରଣୀ କମ୍ପାନୀ ବୁଙ୍ଗେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ବୁଙ୍ଗେ ଇଣ୍ଡିଆ) ଓଡ଼ିଶାରେ ନିଜର ସ୍ୱସ୍ତରୀୟ ବିକଶିତ ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲ ବ୍ରାଣ୍ଡ୍‍ ‘ଫିଓନା’କୁ ସମ୍ପ୍ରସାରିତ କରିବା ସମ୍ପର୍କରେ ଗର୍ବର ସହିତ ଘୋଷଣା କରୁଛି । ଭୁବନେଶ୍ୱରରେ ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଲିନ୍ଦ ଆଚାର୍ଯ୍ୟ, ଏଭିପି ମାର୍କେଟିଂ, ବୁଙ୍ଗେ ଇଣ୍ଡିଆ ଏବଂ ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ସୁପ୍ରିୟା ନାୟକ ଉପସ୍ଥିତ ଥିଲେ । ଫିଓନା ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲ ଅତ୍ୟାବଶ୍ୟକ ଭିଟାମିନ୍‍ସମୂହ ଏ, ଡି, ଇ ଓ କେ’ରେ ସମୃଦ୍ଧ ।

ଏହି ଭିଟାମିନଗୁଡିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ସେଗୁଡିକୁ ଜଣଙ୍କର ଭୋଜନରେ ସାମିଲ କରିବା ଅତ୍ୟାବଶ୍ୟକ । ଅନେକ ଏ ସମ୍ପର୍କରେ ଅଜ୍ଞାତ ଯେ, ଏହି ଭିଟାମିନଗୁଡିକର ଉଲ୍ଲେଖନୀୟ ଅଂଶ ରନ୍ଧନ ପ୍ରକ୍ରିୟାରେ ନଷ୍ଟ ହୋଇଯାଏ ଏବଂ ତାହା ଖାଦ୍ୟରେ ପହଞ୍ଚେ ନାହିଁ । ଏହାକୁ ବିଚାର କରି ବୁଙ୍ଗେ ଇଣ୍ଡିଆ ଭିଟୋପ୍ରୋଟେକ୍ସ ଫର୍ମୁଲା ସହିତ କର୍ଣ୍ଣାଟକ ବଜାରରେ ୨୦୨୧ରେ ଫିଓନା ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲ ପ୍ରବେଶ କରାଇଥିଲା ।

ଏହି ଅନନ୍ୟ ଫର୍ମୁଲା ତେଲରୁ ଆପଣଙ୍କ ଖାଦ୍ୟକୁ ଉଲ୍ଲେଖଯୋଗ୍ୟ ୫୦% ପର୍ଯ୍ୟନ୍ତ ଅଧିକ ଭିଟାମିନ୍‍ ସ୍ଥାନାନ୍ତରଣକୁ ସୁନିଶ୍ଚିତ କରିଥାଏ । ଚଳିତ ବର୍ଷ ଏହି ବ୍ରାଣ୍ଡ୍‍ ଏହାର ପୋଷକତତ୍ତ୍ୱ ସମୃଦ୍ଧ ରାନ୍ଧଣା ତେଲ ଓଡ଼ିଶାରେ ବଜାରେ ପ୍ରଚଳନ ସହିତ ଏହାର ପହଞ୍ଚକୁ ପରିବ୍ୟାପ୍ତ କରିଛି । ଫିଓନା ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲ ଓଡ଼ିଶାକୁ ଆଣିବା ନେଇ ନିଜର ଉଲ୍ଲସିତ ଭାବ ପ୍ରକାଶ କରି ଶ୍ରୀ ମିଲିନ୍ଦ ଆଚାର୍ଯ୍ୟ, ଏଭିପି ମାର୍କେଟିଂ, ବୁଙ୍ଗେ ଇଣ୍ଡିଆ କହିଥିଲେ, “ବୁଙ୍ଗେ ଇଣ୍ଡିଆରେ ଆମେ ଶୀର୍ଷ ମାନର ଉତ୍ପାଦ ଯୋଗାଇଦେବାକୁ ପ୍ରତିବଦ୍ଧ ଅଛୁ, ଯାହା ଉତ୍କର୍ଷ ଏବଂ ନିରାପତ୍ତାକୁ ଅଗ୍ରାଧିକାର ପ୍ରଦାନ କରୁଛି ଏବଂ ଫିଓନା ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲର ବଜାର ପ୍ରବେଶ ଏହି ବିଶ୍ୱାସକୁ ପ୍ରତିପାଦିତ କରୁଛି ।

ଆମର ବ୍ରାଣ୍ଡ୍‍ ଉପସ୍ଥିତି ଓଡ଼ିଶାକୁ ପରିବ୍ୟାପ୍ତ କରିବାର ଆଗ୍ରହ ଏହି ବିଷୟକୁ ସୃଷ୍ଟି ହୋଇଛି ଯେ, କର୍ଣ୍ଣାଟକ ଭଳି ଓଡ଼ିଶାରେ ସନ୍‍ଫ୍ଲାୱାର ବ୍ୟବହାରିତାର ସମୃଦ୍ଧ ପରମ୍ପରା ରହିଛି । ଫିଓନା ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲର ଅନନ୍ୟ ଫାଇଦା ଓଡ଼ିଶାକୁ ଦେବାପାଇଁ ଆମେ ଅତ୍ୟନ୍ତ ଆଗ୍ରହୀ ଅଛୁ ଏବଂ ଏହି ଚଳଚଞ୍ଚଳ ବଜାରରେ ଏହା ବେଶ୍‍ ଗ୍ରହଣୀୟ ହେବା ନେଇ ଆଶାବାଦୀ ଅଛୁ ।” ଓଡ଼ିଶାରେ ଏହାର ବଜାର ପ୍ରବେଶ ଅବସରରେ ପ୍ରକାଶ କରି ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ସୁପ୍ରିୟା ନାୟକ କହିଥିଲେ, “ଓଡ଼ିଶା ବଜାରରେ ଫିଓନା ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲର ପ୍ରବେଶ ଏକ ତାଜା ଆରମ୍ଭକୁ ସୂଚାଉଛି, ଏହା ଏକ ନୂତନ ସ୍ୱାଦ ପ୍ରଚଳନ କରୁଛି ଯାହା ପ୍ରତ୍ୟେକ ରୋଷେଇ ଘରକୁ ଉଲ୍ଲାସ ଏବଂ ପୋଷଣ ଆଣିଦେବ । “ଫିଓନା ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲ ଯେକୌଣସି ରାନ୍ଧଣା ତେଲ ଭଳି ନୁହେଁ, ଏହା ଏକ ପୋଷଣୀୟ ଏବଂ ସୁସ୍ୱାଦୁ ଭୋଜନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ।

ଏହି ଶୁଭାରମ୍ଭର ଅଂଶବିଶେଷ ହୋଇ ମୁଁ ଆନନ୍ଦିତ ଏବଂ ମୋର ଦୃଢ ବିଶ୍ୱାସ ଯେ ଏହି ରାନ୍ଧଣା ତେଲ ପ୍ରତ୍ୟେକ ପରିବାରର ଖାଦ୍ୟ ପ୍ରସ୍ତୁତି ଯାତ୍ରାରେ ତାରକା ଉପାଦାନ ହେବ ।” ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କୁ ଏହି ବ୍ରାଣ୍ଡ୍‍ର ଚେହେରା ଭାବରେ ୨୦୨୧ରେ ସାମିଲ କରାଯାଇଥିଲା । ଫିଓନା ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲ ୫୦୦ ଏମଏଲ୍‍, ୧ ଲିଟର, ୫ ଲିଟର ଏବଂ ୧୫ ଲିଟର ଭଳି ବିଭିନ୍ନ ପ୍ୟାକ୍‍ ଆକାରରେ ଆସୁଛି ଏବଂ ବୁଙ୍ଗେ ଇଣ୍ଡିଆ ସମଗ୍ର ଓଡ଼ିଶାରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରିବ ।About Bunge India :- Bunge India is a part of Bunge Limited which is – a leading global agribusiness and Food Company for over 200 prosperous years. Bunge Limited buys, sells, stores and transports oilseeds and grains to serve customers worldwide; processes edible oil products for commercial customers and consumers; and makes ingredients used by food companies.

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version