No Result
View All Result
୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ୬ ତାରିଖରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷ୍ୟରେ ଆର,ଉଦୟଗିରି ବ୍ଳକର ସଦଭାବନ ଗୃହରେ ଶନିବାର ଆନୁଷ୍ଠାନିକ ଭାବେ ଆମ ଓଡିଶା ନବୀନ ଓଡିଶା ପ୍ରସ୍ତୁତି ବୈଠକ ହୋଇଥିଲା । କାର୍ଯ୍ୟକ୍ରମ ୧୭ ପଞ୍ଚାୟତର M B K, B M C, , C R P , OLM, ଓ ଆଇସିଡିଏସ୍ ସୁପଭାଇଜର ମାନଙ୍କୁ ଆଓ୍ବାନ ହୋଇଥିଲା ।

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମକୁ ନେଇ ଏକ ପ୍ରସ୍ତୁତି ବୈଠକର ଆୟୋଜନ ହୋଇଥିଲା । ଏହି ବୈଠକ ବିଡିଓ ଲରିମନ ଖର୍ସେଲ, ତହସିଲଦାର ଯ୍ୟୋତିମୟୀ ଦାସ ଏବଂ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

No Result
View All Result