୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଜପତି :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ପି, ଅନ୍ତରଡ଼ା ପଞ୍ଚାୟତ K,ଲୁହାସିଂ ଗ୍ରାମ ଦେଖିବାକୁ ମିଳିଛି । ବିପଦ ସଂଙ୍କୁଳ ଅବସ୍ଥାରେ, ବିଦ୍ଯାଳୟରେ ଛାତ୍ରଛାତ୍ରୀ ଅସୁରକ୍ଷିତ ଭାବେ ଭବିଷ୍ଯତ୍ ଗଢ଼ୁଛନ୍ତି ଛାତ୍ରଛାତ୍ରୀ ,

ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ର ଆଦିବାସୀ ଅଧୁସିତ ଉଫାନ୍ତ ଦୁର୍ଗମ ଅଞ୍ଚଳ ର ସରକାରୀ ପ୍ରାଥମିକ ବିଦ୍ଯାଳୟ ,, ସେହିଭଳି ଶ୍ରେଣୀ ଗୃହ ଅଭାବରୁ ଗୋଟିଏ କକ୍ଷରେ ଦୁଇଟି କ୍ଲାସ୍ ଏବଂ ବାରଣ୍ଡାରେ ବସି ପାଠପଢ଼ି ଭବିଷ୍ଯତ୍ ଗଢ଼ୁଛନ୍ତି ଛାତ୍ରଛାତ୍ରୀ ।

ସୂଚ଼ନା ଅନୂଯାୟୀ ବିଦ୍ଯାଳୟରେ ୨ଟି ଶ୍ରେଣୀ ଗୃହ ସହିତ ୫୩ ଜଣିଆ ଛାତ୍ରଛାତ୍ରୀ ରହିଛି । ଏଠାରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୧୨୦ ଜଣ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ବିଦ୍ଯାଳୟରେ ଶ୍ରେଣୀ କକ୍ଷ ଅଭାବ ହେତୁ ଚିନ୍ତାର ଅବସ୍ତା ସାଜିଛି ଲୁହାସିଂ ଗ୍ରାମରେ ରହିଥିବା ବିଦ୍ଯାଳୟ । ଏହା ଦେଖିବାକୁ ବାକି ରହିଲା ପ୍ରଶାସନ କେବେ କାର୍ଯ୍ଯ ଅନୁଷ୍ଠାନ କରିବ ।















