• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋହନା ବ୍ଲକରେ ଧାନକ୍ଷେତରେ ଗୋରୁ ଚରାଇଲେ – ଚାଷୀ

Proprietor Abhimanyu Maharana by Proprietor Abhimanyu Maharana
November 3, 2023
in ଓଡ଼ିଶା, ଗଞ୍ଜାମ, ହୋମ୍
0
ମୋହନା ବ୍ଲକରେ ଧାନକ୍ଷେତରେ ଗୋରୁ ଚରାଇଲେ – ଚାଷୀ
Share on FacebookShare on TwitterWhatsapp

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗତ ଅକ୍ଟବର ମାସ ଠାରୁ ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷ ପାଇଁ ଗଜପତି ଜିଲ୍ଲାରେ ବହୁ କମପରିମାଣରେ ବର୍ଷା ହେବା ଗଜପତି ଜିଲ୍ଲାର ମୋହନା ବ୍ଲକରେ ଭୟଙ୍କର ମରୁଡି ଆଶଙ୍କା ଦେଖା ଦେଇଛି. ଅନେକ ସ୍ଥାନରେ ଚାଷ ଜମି ଶୁଖୀ ଫାଟି ଆଁ ହୋଇ ରହିଥିବା ବେଳେ ଧାନ ଫସଲ ସମ୍ପର୍ଣ ଭାବେ ଉଜୁଡି ଯାଇଛି. ଏନେଇ ଚାଷୀମାନେ ମୁଣ୍ଡରେ ହାତ ମାରି ବସିଛନ୍ତି. ଉଜୁଡି ଯାଇଥିବା ଧାନ ଫସଲ କ୍ଷେତରେ ବର୍ତ୍ତମାନ ଅତ୍ୟନ୍ତ ଦୁଃଖରେ ଚାଷୀମାନେ ସେମାନଙ୍କ ଗୋରୁଗାଇକୁ ଚାରାଇବା ପାଇଁ ଛାଡି ଦେଇଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲାରେ ମରୁଡ଼ିର ପରିସ୍ଥିତ ଦେଖ‌ିବାକୁ ମିଳିଛି ।

ଜମି ଫାଟି ଆଁ କଲାଣି। ଚାଷୀ ଏବେ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି। ବର୍ଷାଭାବ ଯୋଗୁଏପରି ସ୍ଥିତି ଉପୁଜିଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ମନୋଭାବ ପରିଲକ୍ଷିତ ହେଉଥୁବା ଚାଷୀମାନେ ଅଭିଯୋଗକରିଛନ୍ତି। ଜଳସେଚନ ବିଭାଗ ଜିଲାର ବିଭିନ୍ନ ଜଳଗସ ଗୁଡିକର ମରାମତି ନକରିବା ଫଳରେ ଚାଷୀ ପାଣି ନ ପାଇହନ୍ତସନ୍ତ ହେଇଥିବା ଅଭିଯୋଗ କରିଛନ୍ତି ।ଏବେ ଧାନ ଗର୍ଭଧାରଣ ସମୟରେଜମି ଫାଟି ଆଁ କରିଛି। ଗତ ତିନି ମାସହେଲା ଅଭାବ ଦୃଷ୍ଟି ଚାଷୀଙ୍କୁ ସଙ୍କଟକୁଠେକିଦେଇଛି । ସବୁବେଳେ ଅକ୍ଟୋବରମାସରେ ଶେଷ ବର୍ଷା ହୋଇଥାଏ, ଯାହାଧାନର ଗର୍ଭଧରିବା ଠାରୁ ଅମଳ ପର୍ଯ୍ୟନ୍ତପାଣି ଯୋଗାଇ ଥାଏ । କିନ୍ତୁ ଚଳିତ ବର୍ଷଅଗଷ୍ଟ ପ୍ରଥମ ସପ୍ତାହ ପରଠାରୁ ଆଇବର୍ଷାର ଦେଖାନାହିଁ । ଅଧିକାଂଶ ଜମିରେଧାନ ଗଛ ଶୁମ୍ ନଷ୍ଟ ହେଇ ସାରିଲାଣି।ମୋହନା ବ୍ଲକ କେଶରା ଗାଁରେ ନିଆଁଣିଆବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଧାନଫସଲ ନଷ୍ଟ ହୋଇଯାଇଛି ।

କେଶରୀ ଗାଁର ଭଞ୍ଜ କମାର ଲ୍ୟାମ୍ପ ସଂସ୍ଥାରୁ ୩୦ ହଜାର ଟଙ୍କା ଋଣ ନେଇ ୩ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ଫାଟି ଆଁ କରିଥିବା ବେଳେ ଧାନ ଫସଲ ସବୁ ପୋଡ଼ି ନଷ୍ଟ ହୋଇଯାଇଛି । ଫଳରେ ବାଧ୍ୟ ହୋଇ ଧାନ କ୍ଷେତରେ ଗାଈ ଚରାଇ ଦେଇଥିଲେ । ସେହିପରି ଗାଁର ବେଞ୍ଜାମିନ ମଲ୍ଲିକଙ୍କ ୪ ଏକର, ଜେରାଖାଲ ଗାଁର ବୃନ୍ଦାବତୀ ନାୟକଙ୍କ ପ୍ରାୟ ୪ ଏକର ଧାନ ଫସଲ ନଷ୍ଟ ହୋଇଯାଇଛି। ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷ କରିଥିଲେ ଚାଷୀ। ହେଲେ ଏବେ ଗୁଣ ବିଭଳି ପରିଶୋଧ କରିବେ ଓ ପରିବାର କିଭଳି ପତିପୋଷଣ କରିବେ ସେ ନେଇ ଚିନ୍ତାରେ ଚାଷୀକୂଳ ।

ଜିଲାରେ ଅଗଷ୍ଟ ମାସରେ ୨୫୩.୬ ମିମି ବୃଷ୍ଟିପାତ ହେବାକୁ ଥିବାବେଳେ ହୋଇଛି୧୬୬.୯୬ ମିମି ହୋଇଛି। ୮୬.୬୩ ମିମି କମ ବର୍ଷ ହୋଇଛି। ସେପ୍ଟେମ୍ବରମାସରେ ୨୩୭.୯ ମିମି ବୃଷ୍ଟିପାତ ହେବା ବଦଳରେ ୧୩୬ ମିନି ବର୍ଷ ହୋଇଛି, ଯାହା ସ୍ବାଭାବିକ ଠାରୁ ୧୦୧ ମିନି କମ ବୃଷ୍ଟିପାତ। ଅକ୍ଟୋବର ମାସରେ୧୬୮.୬ ମିମି ବଦଳରେ ୨୧.୨୬ମିନି, ଯାହା ୧୪୭.୩୪ ମିମି କମ ବୃଷ୍ଟିପାତ ହୋଇଥିବା ସୂଚନା ରହିଛି। ଜିଲା୩୯,୦୭୨ ଏକର ଜମି ଜଳସେଚିତ ଓ ୪୪,୪୨୦ ଏକର ଅଣ ଜଳସେଚିତ ଜମି ରହିଛି। ଦୀର୍ଘଦିନ ଧରି ବୃଷ୍ଟିପାତଅଭାବ ଯୋଗୁଁ ଜିଲାର ସମସ୍ତ ଚାଷ ଜମି ଏଥ‌ିରେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ଜିଲାରେ ୨୬,୬୮୯ ଏକର ଜମିରେ ଧାନ ଚାଷ କରା ଯାଇଛି । ଜିଲ୍ଲାରେ ୧୭ଟିକ୍ଷୁଦ୍ର ଚଳ ସେଚନ ପ୍ରକଳ୍ପ ଚାଷୀଙ୍କୁ ଜଳ ଯୋଗାଇବା ସହ ଆନ୍ଧ୍ର ଚାଷୀଙ୍କୁ ମଧ୍ୟଜଳ ଯୋଗାଇଥାଏ ।

ତେବେ ବର୍ତ୍ତମାନ ଅଭାବ ବୃଷ୍ଟି ଯୋଗୁ କୌଣସି ପ୍ରକଳ୍ପରେପଣି ନାହିଁ। ଚାଷୀଙ୍କ ସ୍ଥିତିକୁ ଦେଖି ପାରଳାଖେମୁଣ୍ଡି ବିଧାୟକ କେ,ନାରାୟଣ ରାଓ ଗଜପତିକୁ ମନ୍ତ୍ରତି ଘୋଷଣା କରିବାପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି।ଅନ୍ୟପକ୍ଷରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନକରିଛନ୍ତି, ଜିଲା ପ୍ରଶାସନ ପାଖରେ ଏନେଇଖବର ଅଛି । ସମସ୍ତ ଉଠାଜଳସେଚନ ପଏଣ୍ଟ ଓ ବିଦୁ୍ୟତ୍ୟ ବିଭାଗକୁ ସତର୍କ କରାଯାଇଛି। ପରିସ୍ଥିତିରେ ମୁକାବିଲା ପାଇଁ ପ୍ରଶାସନ ପ୍ରୟାସ ଜାରି ରଖୁଛି। ତେବେ ଗତ ୧୫ବର୍ଷ ମଧ୍ୟରେ ଏଭଳି ଅବସ୍ଥାକେବେ ଦେଖାଦେଇନଥିବା ଚାଷୀ ଆଉ, ରମେଶ, କରାଳ ମାଳି, ଗୋପୀନାଥପାତ୍ର, ରଶ୍ମିରଞ୍ଜନ ସାହୁ ପ୍ରମୁଖ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

April 30, 2026
ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version