ଓଡିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ୨୦୨୦ ଶନିବାର) ନୟାଗଡ଼ :- ନୟାଗଡ଼ ଜିଲ୍ଲାରୁ ନୂତନ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ସହ ମୋଟ୍ ଆକ୍ରାନ୍ତ ୨୬୯, ସୁସ୍ଥ ୧୫୯ ବର୍ତ୍ତମାନ ଚିକିତ୍ସା ହେଉଛନ୍ତି ୧୧୦ । ନୟାଗଡ଼ ସହରାଞ୍ଚଳର ୱାର୍ଡ ନମ୍ବର ୬ ଅନ୍ତର୍ଗତ ଏମ. ଆଇ କଲୋନୀ ଆଉ ବଳରାମ ସାହିକୁ କଣ୍ଟନମେଣ୍ଟ ଘୋଷଣା କଲେ ଜିଲ୍ଲାପାଳ । (ରିପୋର୍ଟ -ରାମ କୃଷ୍ଣ ରଥ)