୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୪୪ ବଡଗଡ ଐତିହ ତ୍ୱରଣକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି । ପରେ ଏକ ପାର୍କ ୱେଟର୍ ଫାଉ ଣ୍ଟେନ କୁ ମଧ୍ୟ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ,ମେୟର ସୁଲୋଚନା ଦାସ, ଡେପୁଟି ମଞ୍ଜୁଲତା କହଁର କର୍ପୋରେଟର ଅଜିତ୍ ବେହେରା,

ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରୀ କର୍ପୋରେସନ ଉପାଧ୍ୟକ୍ଷ ଡ ସନ୍ତୋଷ ଵେଜ,ସନ୍ତୋଷ ସିଂହ,ଅମରେଶ ଜେନା,ଚନ୍ଦ୍ର ଶେଖର ମଲ୍ଲିଆ, କମିଟି ସଭାପତି ପ୍ରତାପ ଜେନା,ରାସ ବିହାରୀ ନରେନ୍ଦ୍ର, କୃଷ୍ଣ ଚନ୍ଦ୍ର ପାତ୍ର,ସମରେଶ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।
















