୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ହାତିଆ ପାହାଡ଼ରେ ୨୦ ହାତୀ… ସନ୍ଧ୍ୟା ହେଲେ ଗର୍ଭଣା ଧାନ ଖାଇବା ଲୋଭରେ ନୂଆଗଡ ହାତୀ ପଲ୍କ ମୁହାଁ ହେଲେଣି । ଲୋକମାନେ ଏପରି ଦୃଶ୍ୟ ଦେଖି ମନ ଭିତରେ ଅନେକ ଭୟଭାବ ସଞ୍ଚାରିତ ହେଲାଣି ।
ଏବାବଦରେ ସାଧାରଣରେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଏବେଠାରୁ ସଜାଗ ହୋଇ ହାତୀ ଘଉଡାଇବା ସହିତ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଗଣମାଧ୍ୟମ ରେ ଦାବୀ କରିଛନ୍ତି ।















