No Result
View All Result
ଦେଶର ମଡେଲ୍ ଓଡିଶାର ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍। ଆଜି ଡ୍ରିଙ୍କ ଫ୍ରମ ଟ୍ୟାପ ର ଭିଡିଓ କନ୍ଫ୍ରେ ସ୍ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭ ଉଦ୍ଘାଟନ କଲେ ଏହି ଅବସରରେ ଯୋଗ ଦେଲେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ।
୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ତା-୯/୧୦/୨୦୨୩ ରିଖ ରେ ଚମ୍ପୁଆ ଏନ୍ ଏ ସି ଠାରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ର ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଶୁଭ ଉଦ୍ ଘାଟନ କଲେ ଏହି ଶୁଭ ଅବସରରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଚମ୍ପୁଆ ଏନ୍ ଏ ସି ରେ ଯୋଗ ଦେଇଥିଲେ
ଏବଂ ତାଙ୍କ ଏହି ଉନ୍ନତ ମୂଳକ କାମ ଯୋଗୁ ଏନ୍ ଏ ସି ଚେର୍ ମ୍ୟାନ ଓ ଚମ୍ପୁଆ କାଉନ୍ଲସିଲର ତାଙ୍କୁ ସହଜୋଗ କରିଥିଲେ।ଏହି ଯଜନା ରେ ପ୍ରାୟ ୧୨.୩ ଲକ୍ଷ୍ୟ ଜନତା ଅପକୃତ ହୋଇଛନ୍ତି। ଏବଂ ଏହି ଯୋଜନା ଯୋଗୁଁ ଓଡିଶା ବାସି ଙ୍କ ମୁହଁ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।
ଡ୍ରୀଙ୍କ୍ ଫ୍ରମ୍ ଟ୍ୟପ ଓଡ଼ିଶା ର ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ବୋଲି ମାନ୍ୟବର୍ ମୁଖ୍ୟ ମନ୍ତ୍ରୀ କହିଛନ୍ତି। ଏବଂ ଏହି ଏହି ଯୋଜନା ଯୋଗୁଁ ଚମ୍ପୁଆ ବାସୀ ଓ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ବହୁତ ବହୁତ୍ ଧନ୍ୟବାଦ୍ ଯୋଣାଇ ଛନ୍ତି।
No Result
View All Result