No Result
View All Result
୦୬ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବେଲପଡ଼ା ବ୍ଲକ ରେ ବିଧାୟକ ସରୋଜ କୁମାର ମେହେର ସଭାପତିତ୍ବରେ ଆଜି ୧୦୮ ଟି ପ୍ରକଳ୍ପ ୧,୩୨,୫୦,୦୦୦ ଟଙ୍କାର କାର୍ଯ୍ୟାଦେଶ ବ୍ଳକ ପରିସରରେ ବଣ୍ଟନ କରିଛନ୍ତି ଓ ତିନି ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ସମ୍ମାନୀତ ଅତିଥି ଭାବେ ବିଧାୟକ ଙ୍କ ପ୍ରତିନିଧି କୁମୁଦ ମହାଖୁଡ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ବିଡ଼ିଓ ଭିକ୍ଟୋର ସୋରେଙ୍ଗ, ଜିଲ୍ଲା ପରିଷଦ ଜୟ ଧରୁଆ ମଞ୍ଚାସୀନ ଥିଲେ। ବେଲପଡା ବ୍ଳକର ସମସ୍ତ ସରପଞ୍ଚ ସମିତି ବହୁତ ବିଜେଡି କର୍ମୀ ଉପସ୍ଥିତ ଥିଲେ ।


No Result
View All Result